ଇଜ୍ ଅଫ୍ ଡୁଇଂ ବିଜିନେସ୍ ର୍ୟାଙ୍କରେ ଆନ୍ଧ୍ର ପ୍ରଦେଶର ସ୍ଥାନ ପ୍ରଥମ
ଆନ୍ଧ୍ରପ୍ରଦେଶ: ବ୍ୟବସାୟ ପାଇଁ ଆନ୍ଧ୍ର ପ୍ରଦେଶରେ ସବୁଠୁ ଅନୁକୂଳ ପରିବେଶ। ଆନ୍ଧ୍ର ପ୍ରଦେଶ ‘ଇଜ୍ ଅଫ୍ ଡୁଇଂ ବିଜିନେସ୍ ର୍ୟାଙ୍କ’ର ଏକ୍ ନମ୍ବର ସ୍ଥାନରେ ରହିଛି। ୯୮ଦଶମିକ ୪୨ ପ୍ରତିଶତ ସ୍କୋର୍ କରି ସବୁଠୁ ଆଗରେ ରହିଛି ଆନ୍ଧ୍ର ପ୍ରଦେଶ। ଦ୍ୱିତୀୟରେ ତେଲେଙ୍ଗାନା ଥିବାବେଳେ ତୃତୀୟ…