Browsing Tag

east coast railway

କେକେ ରେଳ ପଥରେ ରେଳ ଚଳାଚଳ ସ୍ବାଭାବିକ କଲା ରେଳ ବିଭାଗ

କେକେ ରେଳ ପଥରେ ରେଳ ଧାରଣରେ ପଥର ଧସି ରେଳ ଚଳାଚଳ ବନ୍ଦ ଘଟଣା। ରେଳପଥରେ ରେଳ ଚଳାଚଳ ସ୍ବାଭାବିକ କଲା ରେଳ ବିଭାଗ। କୋତାବାଲସା କୋରାପୁଟ କିରୁଣ୍ଡଲ ରେଳପଥରେ ରେଳ ଚଳାଚଳ ହେଲା ସ୍ବାଭାବିକ। ସ୍ଵତନ୍ତ୍ର ଟ୍ରେନରେ ରେଳପଥରେ ସୁରକ୍ଷିତ ଯାତ୍ରା କଲେ ଡିଆର‌ଏମ ସହ ରେଳ ବିଭାଗର ବରିଷ୍ଠ…

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ପୂର୍ବତଟ ରେଳପଥ ପକ୍ଷରୁ ବଢ଼ିଲା ସ୍ୱତନ୍ତ୍ର ଟ୍ରେନ ସେବା

ଟ୍ରେନକୁ ସବୁଠାରୁ ଆରାମଦାୟକ ଏବଂ ସହଜ ଯାତ୍ରା ବୋଲି କୁହାଯାଏ । ଧନୀ ଠାରୁ ନେଇ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଟ୍ରେନ ଯାତ୍ରା ଭଲ ହୋଇଥାଏ । ସମସ୍ତଙ୍କ ବଜେଟକୁ ସୁହାଇଲା ଭଳି ସେବା ଯୋଗାଉଛି ଭାରତୀୟ ରେଳ । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଛନ୍ତି । ତେବେ…

ଲକ୍‌ଡାଉନ୍‌ରେ ୧୩ ଲକ୍ଷରୁ ଅଧିକ ଖାଦ୍ୟ ପୁଡ଼ିଆ ବାଣ୍ଟିଛି ପୂର୍ବତଟ ରେଳବାଇ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଲକ୍‌ଡାଉନ ସମୟରେ ପୂର୍ବତଟ ରେଳପଥ ଅଧୀନସ୍ଥ ଅଞ୍ଚଳରେ ବିଭାଗ ପକ୍ଷରୁ ୧୩ ଲକ୍ଷ ୩୬ ହଜାର ମାଗଣା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି । ମେ ମାସ ୨ ତାରିଖରୁ ଜୁନ ୧୪ ତାରିଖ ମଧ୍ୟରେ ଭାରତୀୟ ରେଳବାଇ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ ସହାୟତାରେ ୧୧ ଲକ୍ଷ ୪ ହଜାର…

ଟ୍ରେନରେ ଆଇସୋଲେସନ ଓ୍ଵାର୍ଡ: ପୂର୍ବତଟ ରେଳପଥ ପକ୍ଷରୁ ୩ଟି ଟ୍ରେନରେ ୪୬ ବେଡ ବ୍ୟବସ୍ଥା, ଡାକ୍ତର ଓ ନର୍ସ ରହିବେ…

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ରେନରେ ହେବ ଆଇସୋଲେସନ ଓ୍ଵାର୍ଡ । ରେଳ ବିଭାଗ ପକ୍ଷରୁ ଭାରତରେ ୫ ହଜାର ବଗିରେ ହେବ ଆଇସୋଲେସନ ଗୃହ । ଏଥିରେ ୨୫୦୦ ଡାକ୍ତର ନିୟୋଜିତ ହେବେ । ୮୦ ହଜାର ଆଇସୋଲେସନ ବେଡର କରାଯିବ ବ୍ୟବସ୍ଥା । ସେହିପରି ପୂର୍ବତଟ ରେଳପଥ ତରଫରୁ ୨୬୧ ବେଡର ବ୍ୟବସ୍ଥା…

ରେଳ ବିଭାଗ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ଇଚ୍ଛୁକ ପ୍ରାର୍ଥୀ ଶୀଘ୍ର କରନ୍ତୁ ଆବେଦନ

ଇଷ୍ଟ କୋଷ୍ଟ ରେଳ ବିଭାଗ ପୁଣି ଥରେ ଖାଲି ଥିବା ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଇଛୁକ ଥିବା ପ୍ରାର୍ଥୀ ଆସନ୍ତା ଏପ୍ରିଲ ୨୮ ତାରିଖର ସମୟ ସୀମା ଭିତରେ ଆବେଦନ କରି ପାରିବେ । ଏହା ବାଦ ଆବେଦନ କରୁଥିବା ପ୍ରାର୍ଥୀ ମାନେ ନୋଟିଫିକେସନରେ ଦିଆଯାଇଥିବା ନିର୍ଦ୍ଦେଶ ଗୁଡିକୁ…

ଛଅ ଦିନ ଭିତରେ ପୂର୍ବତଟ ରେଳପଥରେ ଟିକେଟ୍‌ ବାତିଲ କରିଛନ୍ତି ୧ ଲକ୍ଷ ଲୋକ, କରୋନା ଭୟରେ ଏଭଳି ପରିସ୍ଥିତି

ଭୁବନେଶ୍ୱର (କେ ନ୍ୟୁଜ୍‌) : ପ୍ରତିଦିନ ସୂଚନା ଆସେ ଆମ ଦେଶରେ ଟ୍ରେନ୍‌ ବାତିଲ ହେଉଛି । ହେଲେ ଯାତ୍ରୀମାନେ ଟିକେଟ୍‌ ବାତିଲ କରିବା ଖବର ଖୁବ୍‌ କମ୍‌ ଆସେ । ଏବେ କିନ୍ତୁ ସବୁ କ୍ଷେତ୍ର ଭଳି କରୋନା ପ୍ରଭାବିତ କରିଛି ରେଳଯାତ୍ରାକୁ । ପ୍ରବଳ ମାତ୍ରାରେ ଲୋକେ ଟିକେଟ୍‌ କ୍ୟାନସଲ କରୁଛନ୍ତି ।…

ଆଜିଠୁ ଭୁବନେଶ୍ୱର-କଟକ ମଧ୍ୟରେ ଚାଲିଲା ‘ଜନସାଧାରଣ ଏକ୍ସପ୍ରେସ୍’, ମାର୍ଚ୍ଚ ୧ରୁ ୩୧ ପର୍ଯ୍ୟନ୍ତ…

ଭୁବନେଶ୍ୱର: ଭୁବନେଶ୍ୱର-କଟକ ମଧ୍ୟରେ ଚାଲିଲା ସ୍ୱତନ୍ତ୍ର ଟ୍ରେନ । ଟ୍ଵିନ୍‌ ସିଟିବାସୀଙ୍କ ଗମନାଗମନରେ ସୁବିଧା ପାଇଁ ଏହି ଟ୍ରେନ୍‌ ଆଜିଠୁ ଗଡିଛି । ପୂର୍ବତଟ ରେଳପଥ ପକ୍ଷରୁ ମାର୍ଚ୍ଚ ୧ରୁ ୩୧ତାରିଖ ପର୍ଯ୍ୟନ୍ତ ମାସକ ପାଇଁ ପରୀକ୍ଷାମୂଳକ ଭାବେ ଏହି ଟ୍ରେନ୍‌ ଚାଲିବ । ଭୁବନେଶ୍ୱରରୁ କଟକ…