ଶୀତ ଋତୁରେ ଦହି ଖାଇବାକୁ ନେଇ ମନରେ ରହିଛି କି ଦ୍ୱିଧା, ଜାଣନ୍ତୁ କ’ଣ କୁହେ ଆୟୁର୍ବେଦ
ଦହି ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଶରୀର ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥିବାରୁ ବିଶେଷ କରି ଖରାଦିନେ ଲୋକମାନେ ଲସି ବା ସରବତ ଭାବେ ଅଧିକ ପରିମାଣରେ ଦହି ସେବନ କରିଥାନ୍ତି। କିନ୍ତୁ ଶୀତଦିନେ ଦହି ଖାଇବାକୁ ନେଇ କିଛି ଲୋକଙ୍କ ମନରେ ଦ୍ୱିଧା ରହିଥାଏ। କିଛି ଲୋକ ଭାବନ୍ତି ଯେ…