ଓଜନ କମ୍ କରିବାକୁ ଚାହୁଁଛନ୍ତି, ରାତିରେ ନିୟମିତ ଖାଆନ୍ତୁ ଡାଲି
ସାଧାରଣତଃ ଭାରତୀୟମାନେ ଦ୍ୱିପ୍ରହର ଖାଦ୍ୟରେ ଡାଲି ଖାଇବାକୁ ପସନ୍ଦ କରନ୍ତି। ଏହା ଆମର ମୁଖ୍ୟ ଭୋଜନ ମଧ୍ୟରେ ଅନ୍ୟତମ। ଡାଲିରେ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ରାତିରେ ଡାଲି ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ। ଅଧିକାଂଶ ଲୋକ ରାତିରେ ଡାଲି ଖାଇବାକୁ ନେଇ ଅନେକ…