ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ‘କିୱି’ ତ୍ବଚା ଉପରେ ପଡିବନି ବୟସର ପ୍ରଭାବ
ସୁନ୍ଦର ଓ ସୁସ୍ଥ ସ୍ବାସ୍ଥ୍ଯ ପାଇଁ ପନିପରିବା ସହିତ ଫଳ ଅତି ଉପକାରୀ । ଯାହାକୁ ଖାଇବା ଦ୍ବାରା ଶରୀରରେ ପ୍ରାୟତଃ କୌଣସି ପ୍ରକାରର କୁପ୍ରଭାବ ପଡିନଥାଏ । ଶରୀର ପାଇଁ ଫଳ ନିହାତୀ ଦରକାରୀ । ଆପଣମାନେ ଫଳ ଭିତରେ ମୁଖ୍ଯତଃ ଶେଓ, କମଳା, ଆମ୍ବ, ଅଙ୍ଗୁର, ଡାଳିମ୍ବ, ଲିଚୁ, ତରଭୂଜ ଆଦି ଖାଉଥିବେ…