Browsing Tag

eat poison mushroom

ବିଷାକ୍ତ ଛତୁ ଖାଇ ଦୁଇ ପରିବାରର ୧୨ ଜଣ ଅସୁସ୍ଥ

ଆନନ୍ଦପୁର (କେନ୍ୟୁଜ୍‌) : ଏବେ ଶ୍ରାବଣ ଛତୁର ସମୟ । ହେଲେ ନଜାଣି ଛତୁ ତୋଳି ଖାଇଲେ ସମସ୍ୟାରେ ପଡ଼ିଯିବେ । ଏମିତି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବଞ୍ଚୋ ଗାଁରେ । ଏହି ଗାଁରେ ବିଷାକ୍ତ ଛତୁ ଖାଇ ଦୁଇଟି ପରିବାରର ୧୨ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ଚିକିତ୍ସା…

ବାଲେଶ୍ୱର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଗୁରୁତର

ବାଲେଶ୍ୱର : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଗୁରୁତର । ବାଲେଶ୍ୱର ଜିଲ୍ଲା ସିରିସାସାହି ଗାଁର ଗୋଟିଏ ପରିବାରର ୬ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ ଥିବା ଜଣାପଡିଛି।