Browsing Tag

eating

ବାରମ୍ବାର ଭୋକ ଲାଗୁଥିଲେ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଶରୀରରେ କେଉଁ ସମସ୍ୟା ହେଲେ ଏପରି ହୁଏ

ଖାଦ୍ୟ ଖାଇବା କେବଳ ଶରୀରକୁ ଠିକ ରଖେ ତାହା ନୁହେଁ ବରଂ ଏହା ଦ୍ୱାରା ମୁଡ ବି ଠିକ ରହିଥାଏ । ସାଧାରଣତଃ ଲୋକମାନେ ବ୍ରେକଫାଷ୍ଟ, ଲଞ୍ଚ, ସନ୍ଧ୍ୟାରେ କିଛି ସ୍ନାକ୍ସ ଏବଂ ଡିନର କରିଥାନ୍ତି । କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଏତେ ଭୋକିଲା ଅନୁଭବ କରନ୍ତି ଯେ ସେମାନେ ଦିନରେ ଅନେକ…

ଆପଣଙ୍କ ପିଲା ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଉଛି କି ,ଏହି ଅଭ୍ୟାସରୁ ପିଲାଙ୍କୁ କିପରି ଦୂରେଇ ରଖବେ ଜାଣନ୍ତୁ ଉପାୟ

ଆପଣଙ୍କ ପିଲା ଅଧିକ ମିଠା ଖାଉଛି ଓ ଆପଣ ଏହା ଭାବୁଥିବେ, ହଁ ଏବେ ପିଲା ଛୋଟ ଅଛି ଖାଉ। ଛୋଟ ପିଲା ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଏହା ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ଅଧିକ ମିଠା ଖାଇବା ଦ୍ୱାରା ଶରୀରର ଓଜନ ବୃଦ୍ଧି ହୁଏ । କରୋନା ଲକଡାଉନ ସମୟରେ ପିଲାଙ୍କର ଖାଦ୍ୟ ଅଭ୍ୟାସ…

ଓଟି ରୁମରେ ପଶି ନବଜାତକ ଶିଶୁକୁ ଝୁଣି ଖାଇଦେଲା କୁକୁର, ପରିବାର ଲୋକଙ୍କୁ ଡାକ୍ତର ଦେଲେ ଭୂଲ ସୂଚନା

ଡାକ୍ତରଖାନାର ଓଟି ରୁମରେ ପଶି ନବଜାତକ ଶିଶୁକୁ ଖାଇଦେଲା କୁକୁର। ଡକ୍ତର କହିଲେ ମୃତ ଶିଶୁ ଜନ୍ମ ନେଇଛି। ପରିବାର ଲୋକଙ୍କ ସନ୍ଦେହ  ବଢିବାରୁ  ଓଟିକୁ ଯାଇ ଯାହା ଦେଖିଲେ ତାହା କଳ୍ପନା ବାହାର ଦୃଶ୍ୟ ଥିଲା। ଏଭଳି ଛାତି ଥରାଇଦେଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଫରୁଖବାଦ ଅଞ୍ଚଳର ଆକାଶ…

ବିଛଣା ଉପରେ ବସି ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି? ଆଜି ହିଁ ଛାଡ଼ି ଦିଅନ୍ତୁ, ନଚେତ୍‌ ଭୋଗିପାରନ୍ତି ଏଭଳି କଷ୍ଟ

ଆପଣ ଜାଣିଛନ୍ତି କି, ବିଛଣାରେ ବସି ଖାଦ୍ୟ ଖାଇବା ଭଲ ଅଭ୍ୟାସ ନୁହେଁ? କାରଣ, ଅପରିଷ୍କାର ବିଛଣା ଏବଂ ଅପରିଷ୍କାର ଚାଦର ଅନେକ ରୋଗର କାରକ ହୋଇଥାଏ। ଆମେ ଅନେକ ସମୟରେ ଲୋକଙ୍କୁ ତଳେ ବସି ଖାଇବା ବଦଳରେ ବିଛଣାରେ ବସି ଖାଦ୍ୟ ଖାଉଥିବାର ଦେଖିବାକୁ ପାଉ। କିନ୍ତୁ ଏହା ଏକ ଖରାପ ଅଭ୍ୟାସ। ଏମିତି…

ଆୟୁର୍ବେଦର ଏହି ନିୟମ ଗୁଡିକୁ ପାଳନ କରି କରନ୍ତୁ ଫଳ ସେବନ

ଫଳ ପ୍ରକୃତିର ଏକ ଅନନ୍ୟ ବରଦାନ । ଏହାକୁ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହାକୁ ଖାଇବା ଦ୍ୱାରା ଶରୀରରେ ମୋଟା ପଣ ବଢ଼ିନଥାଏ କି ଚର୍ବି ମଧ୍ୟ ଜମି ନଥାଏ । କିନ୍ତୁ ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଖାଇବା ସମୟରେ କେତେ ଗୁଡିଏ…

ଜାଣନ୍ତିକି ଏକାଠି ଭୋଜନ କରିବା ଦ୍ୱାରା ବଢିଥାଏ ଓଜନ

ଆଜି କାଲି ଲୋକେ ନିଜ ବଢୁଥିବା ଓଜନକୁ ନେଇ ବେଶ ଚିନ୍ତିତ । ନିଜ ଓଜନକୁ କମ କରିବା ପାଇଁ ଲୋକେ ଦିନ ରାତି ଜିମରେ ବିତେଇବା ଠାରୁ ଆରମ୍ଭ କରି ସକାଳ ସନ୍ଧ୍ୟାରେ ୱାକ କରିବାକୁ ପଛାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଖାଦ୍ୟ ଅଭ୍ୟାସ ସହ ହିଁ ଆପଣଙ୍କର ମୋଟାପଣ ସମ୍ଭନ୍ଧ ସିଧାସଳକ ଅଛି…

ଶରୀର ପାଇଁ ଲାଭଦାୟକ ହୋଇଥାଏ ‘ଚେରି’, ଦେଇଥାଏ ଅନେକ ଫାଇଦା

ଚେରି ଏକ ଏମିତି ଫଳ ଯାହା ସମସ୍ତଙ୍କୁ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏହା ଅତ୍ୟଧିକ ମିଠା ହେଇଥିବାରୁ ଏହା ଖାଇଲେ ଶରୀରକୁ କ୍ଷତି ପହଞ୍ଚାଇଥାଏ ବଲି ଅନେକ ଭାବନ୍ତି। ହେଲେ ଏହା ଭୁଲ ଭାବନା, କାରଣ ଚେରିରେ ଏମିତି କିଛି ବି ଉପାଦାନ ନାହିଁ ଯାହା ଶରୀରକୁ କ୍ଷତି ପହଞ୍ଚାଇବ ବରଂ ଏହା…

ଆପଣ କଣ ଖାଦ୍ୟକୁ ଜଲଦି ଚୋବାଇ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ନଚେତ ଭୋଗିବେ ସମସ୍ୟା

ଛୋଟ ବେଳେ ଖାଦ୍ୟ ଧୀରେ ଧୀରେ ଚୋବାଇ ଖାଇବା ପାଇଁ କୁହାଯାଇଥାଏ। କାରଣ ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ପେଟ ଭର୍ତ୍ତି ହେବା ସହ ଅଧିକ ଖାଦ୍ୟ ଖାଇ ହୋଇଥାଏ। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟ ଶୀଘ୍ର ଖାଇବା ଫଳରେ ଲୋକ ଖାଦ୍ୟକୁ ଚୋବାଇବାକୁ ଭୁଲି ଯାଆନ୍ତି। ଏହି କାରଣରୁ…