କୋଭିଡ୍ ପଜିଟିଭ ଥିଲେ ମଧ୍ୟ ଭୋଟ୍ ଦେବେ! ଜାଣନ୍ତୁ ନିର୍ବାଚନ ଆୟୋଗ କହିଲେ କ’ଣ; ବରିଷ୍ଠ, ଦିବ୍ୟାଙ୍ଗଙ୍କ ପାଇଁ…
ଦେଶର ୫ ରାଜ୍ୟରେ ନିର୍ବାଚନ ତାରିଖ ଘୋଷଣା ହୋଇ ଯାଇଛି। ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁରରେ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଥିଲା ଯେ ଯେଉଁ ଲୋକ କରୋନାରେ ସଂକ୍ରମିତ ଅଛନ୍ତି, ସେମାନେ ଏଥର କିପରି ମତଦାନ କରିବେ? ଏହି ପ୍ରଶ୍ନର ଉତ୍ତର…