ECIL ରେ ବମ୍ପର ପଦବୀ ଖାଲି, ବିନା ପରୀକ୍ଷାରେ ହେବ ଚୟନ
ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍ରେ ଗ୍ରାଜୁଏଟ ଏବଂ ଡିପ୍ଲୋମା ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯଦି ଆପଣ ଇଚ୍ଛୁକ ରହିଛନ୍ତି, ତେବେ ଫଟାଫଟ କରନ୍ତୁ ଆବେଦନ । ଏହି ଭର୍ତ୍ତି ଅଧିନରେ ୩୬୩ ପଦବୀରେ ଭର୍ତ୍ତି ପାଇଁ କେବଳ ଅନଲାଇନ ଆବେଦନ…