୭ଟି ସ୍ଥାନରେ ଆରମ୍ଭ ହେଲା ଇକେ ରିଟ୍ରିଟ୍ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ
(କେନ୍ୟୁଜ): ରାଜ୍ୟରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ ମହୋତ୍ସବ । ୭ଟି ସ୍ଥାନରେ ଇକୋ-ରିଟ୍ରିଟ୍ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଣାର୍କ, ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି, ପାତି ସୋନପୁର ଓ କୋରାପୁଟରେ ଆଜିଠୁ ୩ ମାସ ଧରି ଚାଲିବ ଇକୋ-ରିଟ୍ରିଟ୍…