Browsing Tag

economics

ଅର୍ଥନୀତି ବିଜ୍ଞାନରେ ନୋବେଲ୍‌ ଘୋଷଣା, କ୍ଲାଉଡିଆ ଗୋଲ୍ଡିନ୍‌ଙ୍କୁ ମିଳିବ ପୁରସ୍କାର

ଆମେରିକୀୟ ଅର୍ଥନୀତିଜ୍ଞ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ବିଜ୍ଞାନରେ ୨୦୨୩ର ନୋବେଲ ପୁରସ୍କାର ମିଳିବ। ରୟାଲ୍ ସ୍ୱିଡିଶ୍‌ ଏକାଡେମୀ ଅଫ୍ ସାଇନ୍ସେସ୍ କ୍ଲାଉଡିଆ ଗୋଲ୍ଡିନଙ୍କୁ ଅଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଅର୍ଥନୀତି ବିଜ୍ଞାନରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ମହିଳା…

୧୪.୨ରୁ ୫ କିଲୋଗ୍ରାମ ହୋଇଯିବ କି ଏଲ୍‌ପିଜି ସିଲିଣ୍ଡର? ଜାଣନ୍ତୁ ଓଜନ କମାଇବା ଉପରେ କ’ଣ ରହିଛି ଯୋଜନା; କାହିଁକି…

ଏବେ ଭାରତ ସରକାର ରୋଷେଇ ଗ୍ୟାସ୍‌ ସିଲିଣ୍ଡରର ଓଜନ କମାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହା ପଛରେ ସରକାର ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ କହିଛନ୍ତି। ରୋଷେଇ ଗ୍ୟାସ୍‌ ସିଲିଣ୍ଡରଗୁଡ଼ିକ ସାଧାରଣତଃ ବହୁତ ଭାରୀ ହୋଇଥାଏ। ଏହାକୁ ଉଠାଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଯିବା…

ଦେଶର ଏହି ଆଇଆଇଟିରେ ପ୍ଲେସ୍‌ମେଣ୍ଟରେ ଭାଙ୍ଗିଲା ସବୁ ରେକର୍ଡ, ପିଲାଙ୍କୁ ଅଫର୍‌ ହେଲା ଅଢ଼େଇ କୋଟି ଦରମା! ଜାଣନ୍ତୁ…

ଦେଶର ଖ୍ୟାତନାମା ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି, ଖଡ଼ଗପୁର (ଆଇଆଇଟି ଖଡ଼ଗପୁର)ରେ ଚଳିତ ବର୍ଷ ପ୍ଲେସ୍‌ମେଣ୍ଟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଏ ବର୍ଷ ଯେତିକି ପିଲାଙ୍କୁ ନିଯୁକ୍ତି ମିଳିଛି, ତାହା ଏହି ସଂସ୍ଥାନର ଇତିହାସରେ କେବେ ବି ହୋଇ ନ ଥିଲା। ଏଥର ସଂସ୍ଥାନରେ ୨୦ରୁ ଅଧିକ…

ବିନା ତେଲରେ କେମିତି ହେବ ରୋଷେଇ! ଚିନ୍ତା ବଢ଼ାଇ ଦେଉଛି ମହଙ୍ଗା ମାଡ଼; ଅନେକ ରାଜ୍ୟରେ ଏବେ ସୋରିଷ ତେଲର ଦାମ୍‌ ୨୦୦…

ଆଜିକାଲି ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ଆଣି ଦେଉଛି। ଗତ ବର୍ଷେ ଭିତରେ ସୋରିଷ ତେଲର ଦାମ୍‌ ପାଖାପାଖି ଦୁଇ ଗୁଣା ବଢ଼ି ଯାଇଛି, ଯାହାର ପ୍ରଭାବ ରୋଷେଇ ଘର ଉପରେ ପଡ଼ିଛି। ରିପୋର୍ଟ ମୁତାବକ, ଗତ ଲକ୍‌ଡାଉନ ସମୟରେ ସୋରିଷ ତେଲର ଦାମ୍‌ ୯୦ରୁ ୯୫ ଟଙ୍କା ପ୍ରତି ଲିଟର ଥିଲା। ଏବେ…

କର୍ମଚାରୀଙ୍କ ପାଇଁ ଖୁସି ଖବର! ଅବସର ବୟସ ଓ ପେନସନରେ ହେବ ବୃଦ୍ଧି; ଶୀଘ୍ର ନିଷ୍ପତ୍ତି ନେଇ ପାରନ୍ତି ମୋଦି ସରକାର

କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବହୁତ ଜଲ୍‌ଦି ଏକ ଖୁସି ଖବର ଦେଇ ପାରନ୍ତି। ସରକାର, କର୍ମଚାରୀମାନଙ୍କ ଅବସର ବୟସ ଏବଂ ପେନସନ ରାଶି ବଢ଼ାଇବା ଉପରେ ବିଚାର କରୁଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ପ୍ରସ୍ତାବ (ୟୁନିଭର୍ସାଲ ପେନସନ ସିଷ୍ଟମ) ଆର୍ଥିକ ପରାମର୍ଶଦାତା ସମିତି…

କ’ଣ ଜୀବନସାଥୀଙ୍କ ପେନ୍‌ସନ ପାଇବା ପାଇଁ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ରହିବା ଜରୁରୀ କି? ଜାଣନ୍ତୁ କ’ଣ କହୁଛନ୍ତି ସରକାର

ଅବସର ପରେ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ପେନସନ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟ ରହିବା କେତେ ଜରୁରୀ? ଯଦି ଆପଣ ବି ଏହି ପ୍ରଶ୍ନର ଉତ୍ତର ଚାହୁଁଛନ୍ତି, ତା’ ହେଲେ ଆମେ ଆପଣଙ୍କୁ କହିବୁ କି, କେନ୍ଦ୍ର ସରକାର ପେନସନ ସହ ଜଡ଼ିତ ନିୟମରେ ଢିଲା ଦେଇଛନ୍ତି। ସରକାରୀ…

ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଲେ ସରକାର! ନୂଆବର୍ଷଠାରୁ ମହଙ୍ଗା ହେଉଛି ଜୋତା-ଚପଲ ଓ କପଡ଼ା; ଏହି କାରଣରୁ ବଢ଼ୁଛି…

ଯଦି ଆପଣଙ୍କର ବି ନୂଆ ନୂଆ ଜୋତା ଏବଂ କପଡ଼ା କିଣିବାକୁ ସଉକ ଅଛି, ତା’ ହେଲେ ଏକ ଜରୁରୀ ଖବର ଜାଣି ରଖନ୍ତୁ। ନୂଆ ବର୍ଷ ଅର୍ଥାତ୍‌ ୧ ଜାନୁଆରୀ ୨୦୨୨ଠାରୁ କପଡ଼ା ଏବଂ ଜୋତାର ଦାମ୍‌ ବଢ଼ିବାକୁ ଯାଉଛି। ବାସ୍ତବରେ, କେନ୍ଦ୍ର ସରକାର ଏହି ଉତ୍ପାଦଗୁଡ଼ିକ ଉପରେ ଲାଗୁଥିବା ଜିଏସ୍‌ଟି ଦରକୁ ବୃଦ୍ଧି…

ସାଢ଼େ ୬ କୋଟି ଲୋକଙ୍କ ଖାତାକୁ ଆସି ଯାଇଛି PF ସୁଧ, ଘରେ ବସି SMS ଜରିଆରେ ଫଟାଫଟ୍‌ କରନ୍ତୁ ଚେକ୍‌

ମୋଦି ସରକାର ଦେଶର ୬.୫ କୋଟି ଲୋକଙ୍କ ଖାତାରେ ବିତ୍ତୀୟ ବର୍ଷ ୨୦୨୦-୨୧ର PF ସୁଧ ଟ୍ରାନ୍ସପର କରି ଦେଇଛନ୍ତି। ଏହା ଆପଣଙ୍କ ପିଏଫ୍‌ ଖାତାକୁ ମଧ୍ୟ ଆସି ସାରିଥିବ। ଯଦି ଏ ପର୍ଯ୍ୟନ୍ତ ଆପଣଙ୍କୁ SMS ଆସିନାହିଁ, ତା’ ହେଲେ ଆପଣ ଘରେ ବସି ସହଜରେ ଚେକ୍‌ କରି ପାରିବେ। ଗତ ଅନେକ ମାସରୁ ଲୋକମାନେ…

ସଙ୍କଟରେ ଏୟାର ଇଣ୍ଡିଆ କର୍ମଚାରୀ! ୬ ମାସ ଭିତରେ କ୍ୱାଟର ଖାଲି କରିବାକୁ ମିଳିଲା ନୋଟିସ୍‌

ଏୟାର ଇଣ୍ଡିଆର ନିଲାମୀ ପରଠାରୁ ଏହାର କର୍ମଚାରୀମାନଙ୍କ ଉପରେ ସଙ୍କଟ ମାଡ଼ି ଆସିଛି। କମ୍ପାନୀର କର୍ମଚାରୀମାନଙ୍କୁ କ୍ୱାଟର ଛାଡ଼ିବାକୁ ନୋଟିସ୍‌ ଦିଆଯାଇଛି, ଯାହାକୁ ନେଇ କର୍ମଚାରୀ ସଙ୍ଘ ରାଗିଯିବା ସହିତ ହଡ଼ତାଳ କରିବାକୁ ଧମକ ଦେଇଛି। କର୍ମଚାରୀମାନଙ୍କୁ ଜାରି ନୋଟିସ୍‌ରେ କୁହାଯାଇଛି ଯେ…

ଅନଲାଇନ ଜରିଆରେ ବଦଳାଇ ପାରିବେ ନିଜ ରାଶନ କାର୍ଡରୁ ମୋବାଇଲ୍‌ ନମ୍ବର, ଜାଣନ୍ତୁ ସହଜ ଉପାୟ

ରାଶନ କାର୍ଡ ଭାରତରେ ଖାଦ୍ୟଶସ୍ୟ ନେବା ବ୍ୟତୀତ ଏକ ଜରୁରୀ ଦସ୍ତାବିଜ୍‌ ରୂପରେ ମଧ୍ୟ ଉପଯୋଗ କରାଯାଉଛି। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠୁ ଆରମ୍ଭ କରି ଆୟ, ନିବାସ ଭଳି ପ୍ରମାଣ ପତ୍ର ବନାଇବାରେ ଏହାର ପ୍ରୟୋଗ କରାଯାଇଥାଏ। ଏଥି ସହିତ ରାଶନ କାର୍ଡରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା…

ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ଏମିତି ପରିବର୍ତ୍ତନ କରିପାରିବେ ନିଜ ନାମ ଓ ଜନ୍ମ ତାରିଖ, ଜାଣନ୍ତୁ…

ଯଦି ଆଧାର ଅନୁସାରେ ଆପଣଙ୍କ EPFO ଆକାଉଣ୍ଟରେ ନିଜ ନାମ ଓ ଜନ୍ମ ତାରିଖ ନାହିଁ ଅର୍ଥାତ୍‌ ଦୁଇଟି ଯାକରେ ଭିନ୍ନ ଭିନ୍ନ ରହିଛି, ତା’ହେଲେ ପିଏଫ୍‌ ବାହାର କରିବାରେ କିମ୍ବା ଅନ୍ୟ କୌଣସି କାଗଜପତ୍ର କାମରେ ଆପଣଙ୍କୁ ସମସ୍ୟା ହୋଇ ପାରେ। ତେଣୁ ଏହାକୁ ଯେତେ ଜଲ୍‌ଦି ସୁଧାରି ନେବା ଆବଶ୍ୟକ। ଘରେ…

ଅର୍ଥନୀତି ବିଜ୍ଞାନରେ ନୋବେଲ:୨୦୨୧ ମସିହା ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ୨୦୨୧ ମସିହା ପାଇଁ ତିନିଜଣ ଅର୍ଥନୀତିଜ୍ଞଙ୍କୁ ମିଳିବ ପୁରସ୍କାର। ଅର୍ଥନୀତିଜ୍ଞ ଡେଭିଡ କାର୍ଡ, ଜୋସୁଆ ଡି. ଆଙ୍ଗରିଷ୍ଟ ଓ ଗୁଇଡୋ ଡବ୍‌ଲ୍ୟୁ ଇମ୍ବେନ୍‌ସଙ୍କୁ ମିଳିବ ୨୦୨୧ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର।…