କାହା ପାଇଁ ଭଲ ଷ୍ଟାର୍ଟଅପ୍ କ୍ୟାରିୟର, ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ପ୍ରୋସେସ
ବର୍ତ୍ତମାନ ଅନେକ ଲୋକ ଷ୍ଟାର୍ଟଅପ୍ ଆଡ଼କୁ ଅଗ୍ରସର ହେଉଛନ୍ତି। କେବଳ ସେତିକି ନୁହେଁ ନିଜେ ଡିଜିଟାଲ ମାର୍କେଟିଙ୍ଗ ମଧ୍ୟ ଅନେକ ଲୋକ କରୁଛନ୍ତି । କିନ୍ତୁ ଏଥିରେ ସମସ୍ତେ ସଫଳ ହେବ ମଧ୍ୟ କଷ୍ଟକର। ଏହା ଏହା ଭଲ ବିଜନେସ କିନ୍ତୁ ଷ୍ଟାର୍ଟଅପ କରିବା ପୂର୍ବର ଅନେକ ଜିନିଷ ଉପରେ ଧ୍ୟାନ ଦେବାକୁ…