Browsing Tag

ecuador

ଆତଙ୍କର ୩୦ ମିନିଟ, ଲାଇଭ୍‌ ପ୍ରୋଗ୍ରାମ ଚାଲିଥିବା ବେଳେ ଟିଭି ଷ୍ଟୁଡିଓରେ ପଶିଲେ ମାସ୍କ ପିନ୍ଧା ବନ୍ଧୁକଧାରୀ

ଲାଟିନ ଆମେରିକା ଦେଶ ଇକ୍ୱାଡୋରରେ ଆତଙ୍କ ଖେଳାଇଲେ ମାସ୍କ ପିନ୍ଧା ବନ୍ଧୁକଧାରୀ । ତା ପୁଣି ଟିଭି ଷ୍ଟୁଡିଓ ଲାଇଭ ପ୍ରୋଗ୍ରାମରେ । ଟିଭିରେ ଲାଇଭ ପ୍ରୋଗ୍ରାମରେ ପଶି ସେମାନେ ମାରି ଦେବାର ଧମକ ଦେଇ ସେଠାରେ ଉପସ୍ଥିତ କର୍ମଚାରୀ ଓ ସାଧାରଣ ଲୋକଙ୍କ ହାତ ବାନ୍ଧି ତଳେ ପକାଇ ଦେଇଥିଲେ । ଯାହାର…

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଗୁଳି କରି ହତ୍ୟା

ଇକ୍ବାଡୋରର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା । ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କ ରାଲି ବେଳେ ଗୁଳି କରି ହତ୍ୟା କରାଯାଇଛି । କାରରେ ବସିବାକୁ ଯାଉଥିବାବେଳେ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ୨୦ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି…

ଭୂକମ୍ପରେ ଥରିଲା ପେରୁ ଓ ଇକ୍ୱେଡର : ୧୪ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଥରିଲା ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର। ପେରୁ ଓ ଇକ୍ୱେଡରରେ ଭୂକମ୍ପର ତୀବ୍ର ଝଟ୍‌କା । ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୬.୭ ।ଏହି ଦୁର୍ଘଟଣାରେ ପ୍ରାୟ ୧୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଗୁୟାସ ଉପକୂଳରେ ଭୂକମ୍ପର ପ୍ରଭାବ…

ଏହି ଦେଶରେ ଭୟଙ୍କର ହୋଇଛି ପରିସ୍ଥିତି, ଶେଷରେ ଶବକୁ ଫ୍ରିଜରେ ରଖିବାକୁ ବାଧ୍ୟ ହୋଇଛନ୍ତି ଲୋକେ

କରୋନାଭାଇରସ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି କିନ୍ତୁ ଇକ୍ୟୁଏଡରର ପରିସ୍ଥିତି ଏହାର ଭୟଙ୍କର କାହାଣୀ କହୁଛି । ଏହି ଦେଶରେ କରୋନା ଭାଇରସ୍ ଦ୍ୱାରା ନିହତ ହୋଇଥିବା ଲୋକଙ୍କ ଶବକୁ ବଡ଼ ରେଫ୍ରିଜରେଟରରେ ରଖାଯାଉଛି କାରଣ ଡାକ୍ତରଖାନାରେ ମୃତଦେହ ପାଇଁ ଆଉ ସ୍ଥାନ ନାହିଁ । Covid-19 ଏହି…