Browsing Tag

ED officer

ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ, ତଦନ୍ତରେ ସହଯୋଗ କରିବା ପାଇଁ ରହିଛି…

କଟକ : ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟରୁ ଜାମିନ । ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତ ହାଇକୋର୍ଟ । ୧ ଲକ୍ଷ ଟଙ୍କାର ବେଲବଣ୍ଡ ଓ ୨ ଜାମିନଦାରଙ୍କ ବଦଳରେ ଜାମିନରେ ଯାଇପାରିବେ । ଦେଶ ବାହାରକୁ ଯାଇ ପାରିବେନି ଚିନ୍ତନ। ତଦନ୍ତରେ ସହଯୋଗ କରିବା ପାଇଁ ରହିଛି ସର୍ତ୍ତ ।…