Browsing Tag

ed raid

ଗୋ ମାଫିଆଙ୍କ ଘରେ ରେଡ୍, ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ

କେନ୍ଦୁଝର: ଗୋ ମାଫିଆଙ୍କ ଘରେ ରେଡ୍ ।  ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ ।  କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାପିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକରର ଯାଞ୍ଚ ଚାଲିଛି ।  ସମୁଦାୟ ୫ଟି ଜିଲ୍ଲାରେ ଗୋ ମାଫିଆଙ୍କର ୨୦୦ ଟି ଆକାଉଣ୍ଟ ପୋଲିସକୁ ମିଳିଥିଛି । ସେଥି ମଧ୍ୟରୁ ବର୍ତ୍ତମାନ…

ବାଲି ମାଫିଆଙ୍କ ଘରେ ଇଡି ରେଡ୍ ,ଏକକାଳୀନ ୨ଟି ସ୍ଥାନରେ ୫ ଜଣିଆ ଟିମର ଚଢାଉ ଜାରି

ବ୍ରହ୍ମାପୁର: ଗଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ ବ୍ରହ୍ମାନଗର ଅଞ୍ଚଳରେ ଚାଲିଛି ରେଡ୍ । ଏକକାଳୀନ…

ଅଲ-ଫଲାହରେ ଇଡିର ଚଢ଼ଉ, ଆର୍ଥିକ ଅନିୟମିତତା ଅଭିଯୋଗରେ ପିଏମଏଲଏ ମାମଲା ମଧ୍ୟ ରୁଜୁ କରିଛି

ନୂଆଦିଲ୍ଲୀ : ଅଲ-ଫଲାହରେ ଇଡି ଚଢ଼ଉ । ଆର୍ଥିକ ଅନିୟମିତତା ଅଭିଯୋଗରେ ଚଢ଼ାଉ । ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ ମଧ୍ୟରେ ଅଲ-ଫଲାହ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ ଓ ଅନ୍ୟ ୨୪ଟି ସ୍ଥାନରେ ଇଡି ଚଢ଼ଉ କରିଛି । ଦିଲ୍ଲୀ-ଏନସିଆର, ଓଖଲା ଅଞ୍ଚଳ ଏବଂ ହରିୟାଣାର ଫରିଦାବାଦ ସମେତ ୨୫ଟି…

ବ୍ରହ୍ମପୁରରେ ଇଡି ରେଡ୍, ଚିଟଫଣ୍ଡ ମାମଲାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ବ୍ରହ୍ମପୁର: ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଯୋଧ୍ୟା ନଗରରେ ଥିବା ଗ୍ରୀନ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସିଂଙ୍କ ବାସଭବନରେ ଚଢ଼ାଉ ହୋଇଛି । ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ…

ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ ଜାରି, ଅର୍ଥ କାରବାର ମାମଲାରେ ଚଢ଼ାଉ କରୁଛି ED

ଭୁବନେଶ୍ବର : ଭୁବନେଶ୍ବରରେ ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ । ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ କରୁଛି ED । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ ।…

ଇଡି ପଞ୍ଝାରେ ଫରେଷ୍ଟ ରେଞ୍ଜ ଅଫିସର, ଦୁଇ କୋଟି ୫୦ ଲକ୍ଷ ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗ

ଭବାନୀପାଟଣା: ଫରେଷ୍ଟ ରେଞ୍ଜ ଅଫିସରଙ୍କ ଘର ଓ ଅଫିସରେ ED ରେଡ୍ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଫରେଷ୍ଟ ରେଞ୍ଜ ଅଫିସର ଅଶୋକ ସାହୁଙ୍କ ଘରେ ଭୁବନେଶ୍ବର ED ରେଡ୍ କରିଛି ।  ବେନାମୀ ଆକାଉଣ୍ଟ କାରବାର ନେଇ ରେଡ ହୋଇଛି । ସର୍ଚ୍ଚରେ ଏକାଧିକ ଏଟିଏମ କାର୍ଡ, ମୋବାଇଲ ଫୋନ, ଟଙ୍କା ଉଠାଇବା…

ଖଣି ବ୍ୟବସାୟୀଙ୍କ ଘରେ ED ରେଡ୍ , ୧୪ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ଵର : ଖଣି ବ୍ୟବସାୟୀଙ୍କ ଘରେ ED ରେଡ୍ । ରତିକାନ୍ତ ରାଉତ ଓରଫ ଜୁଲୁଙ୍କ ଘରେ ଚାଲିଛି ଚଢ଼ାଉ । ରତିକାନ୍ତଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି । ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଘର, ଢେଙ୍କାନାଳ, ଭୁବନେଶ୍ଵରରେ ଥିବା ଅଫିସ, ବ୍ୟବସାୟ ପ୍ରତିଷ୍ଠାନରେ ଇଡି ଚଢାଉ କରିଛି । ଖବର…

ଦଶ ଘଣ୍ଟା ପରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ED ଟିମ୍, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ଜବତ

ଭୁବନେଶ୍ୱର : ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ। ପୂର୍ବତନ ପିସିସି ସଭାପତିଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଛି । ଦଶ ଘଣ୍ଟା ରେଡ ପରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବାହାରିଲା ED ଟିମ୍ । କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଦସ୍ତାବିଜ୍ ଧରି ବାହାରିଲା…

ସମ୍ବଲପୁରରେ ED ରେଡ, ବ୍ୟାଙ୍କ୍ ଫ୍ରଡ ମାମଲାରେ ୩ଟି ସ୍ଥାନରେ ଚଢ଼ାଉ

ସମ୍ବଲପୁର: ସମ୍ବଲପୁରରେ ଇଡି ରେଡ୍ । ୨୩୧ କୋଟି ବ୍ୟାଙ୍କ ଜାଲିଆତି ମାମଲାରେ ଚାଲି ରେଡ୍ । ଏକ ସ୍ବେଚ୍ଛାସେବୀ ସଂଗଠନରେ ଚାଲିଛି ଚଢାଉ । ସମ୍ବଲପୁରର ୩ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି। ବ୍ୟାଙ୍କ ଫ୍ରଡ୍ ମାମଲାରେ ରେଡ୍ କରୁଛି ଇଡି । ସଂସ୍ଥାର ପୂର୍ବତନ କର୍ମଚାରୀ ପୀତବାସ ସେଠି…

ED ପଞ୍ଝାରେ ତମନ୍ନା ଭାଟିଆ, HPZ ଆପ୍ ଘୋଟଲା ମାମଲାରେ ଚାଲିଛି ପଚରାଉଚରା

ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ HPZ ଆପ୍ ସ୍କାମରେ ଜଡିତ ଅଛନ୍ତି । ଅଭିନେତ୍ରୀ ଗୁରୁବାର ଦିନ ଗୌହାଟିରେ ଥିବା ଇଡି କାର୍ଯ୍ୟାଳୟରେ ପଚରାଉଚରା ପାଇଁ ହାଜର ହୋଇଥିଲେ । ସୂଚନାନୁସାରେ, ଯାଞ୍ଚ ଏଜେନ୍ସୀ ଡାକିବା ପରେ ତମନ୍ନା ଭାଟିଆ ତାଙ୍କ ମା'ଙ୍କ ସହ ଗୌହାଟୀରେ ପହଞ୍ଚିଥିଲେ । ଏହାପୂର୍ବରୁ…

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ଘରେ ଇଡିର ରେଡ, ବିଧାୟକ ଆଣିଲେ ଏଭଳି ଅଭିଯୋଗ

ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନଙ୍କ ବାଟଲା ହାଉସ ସ୍ଥିତ ଘରେ ଇଡି ଟିମ ଚଢାଉ କରିଛି । ଇଡି ସୋମବାର ସକାଳୁ ସକାଳୁ ଅମାନତୁଲ୍ଲାହ ଖାନଙ୍କ ଘରେ ଚଢାଉ କରିବାକୁ ଯାଇଥିଲା । ଇଡି ଟିମ୍‌ ଓ୍ୱାକଫ ବୋର୍ଡ ମନି ଲଣ୍ଡ୍ରିଂ ମାମଲାରେ ଯାଞ୍ଚ ପାଇଁ ତାଙ୍କ ଘରେ ଚଢାଉ କରିଥିଲା । ଏହି ମାମଲାରେ ଇଡି…

ଫି ୱୁଇନ ଅନଲାଇନ ଗେମ୍ ପାଇଁ ୬ଟି ଘରେ ଗୋଗୁଆ ଗ୍ରାମରେ ଇଡିର ଚଢାଉ

ବଣାଇଁ : ବଣାଇଁ ଥାନା ଅନ୍ତର୍ଗତ ବଡଗୋଗୁଆ ଗ୍ରାମର ୬ଟି ଘରେ ଇଡିର ଚଢାଉ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ କିଛି ମାସ ତଳେ ଏକ ଗେମ୍ ମୋବାଇଲରେ ଫି ୱୁଇନ ଖେଳ ହୋଇଥିବା ବେଳେ ବଣାଇଁ ଅଞ୍ଚଳରେ ଥିବା ବଡଗୋଗୁଆ ଗ୍ରାମରେ କେତେ ଜଣ ଯୁବକ ଅନଲାଇନ ଗେମ୍ ଖେଳାଖେଳି କରୁଥିବା ବେଳେ…