Browsing Tag

edible oil price

ସାଧାରଣ ଲୋକଙ୍କ ପାଇଁ ବଡ ଖୁସିଖବର: କମିଲା ଆଳୁ, ପିଆଜ ଓ ତେଲ ସମେତ ୧୧ଟି ସାମଗ୍ରୀର ମୂଲ୍ୟ

ସାଧାରଣ ଲୋକଙ୍କ ପାଇଁ ବଡ଼ ଖୁସିଖବର । ସାରାଦେଶରେ ଖାଇବା-ପିଇବା ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଗୋଟିଏ ମାସ ଭିତରେ ୧୧ଟି ଆବଶ୍ୟକୀୟ ଖାଇବା ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି ବୋଲି ସରକାର କହିଛନ୍ତି। ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ…

ମହଙ୍ଗା ମାଡରୁ ମିଳିପାରେ ଆଶ୍ୱସ୍ତି; ଆଗାମୀ ଦିନରେ ଖାଇବା ତେଲ ଏତିକି ଟଙ୍କା ହୋଇପାରେ ଶସ୍ତା

ନୂଆଦିଲ୍ଲୀ :  ମହଙ୍ଗା ମାଡ଼ରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଗାମୀ ଦିନରେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ଆସନ୍ତା କିଛି ଦିନ ମଧ୍ୟରେ ଖାଦ୍ୟ ତୈଳ ଉପରେ ମହଙ୍ଗା ମାଡ ଟିକିଏ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ବୈଠକ ପରେ ଖାଦ୍ୟ ତେଲ ପ୍ରୋସେସର ଓ…

ମାତ୍ର କେଇ ସେକେଣ୍ଡରେ ଜାଣନ୍ତୁ ଯେ ଆପଣଙ୍କ ଖାଇବା ତେଲରେ କ’ଣ ମିିଶିଛି?

ଆଜିକାଲି ବଜାରରେ ସୁବ ଜିିିନିଷର ଭେଜାଲ ମାନେ ଡୁପ୍ଲିକେଟ ମିଳିଲାଣି। ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ଏପରି ସମସ୍ୟା ଅନେକ ଥର ସାମ୍ନାକୁ ଆସିଲାଣି। ଏମିତିରେ ଫୁଡ ସେଫ୍ଟି ଡିପାର୍ଟମେଣ୍ଟ ଏକ ଉପାୟ ବାହାର କରିଛି। ଯାହାକୁ ଆପଣାଇ ଆମେ ଅତି ସହଜରେ ଖାଦ୍ୟ ଦ୍ରବ୍ୟରେ ମିଶ୍ରଣ ହୋଇଛି କି ନାହିଁ…

ଖାଦ୍ୟ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ! ଅଦାନୀ କମ୍ପାନୀ ଲିଟର ପିଛା କମାଇଲା ୩୦ ଟଙ୍କା

ମହଙ୍ଗା ବଜାରରେ ନାନା ହିନସ୍ତା ଭୋଗୁଥିବା ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ‘ଅଦାନୀ ଓ୍ଵିଲ୍‌ମର’ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ କରିଛି। କମ୍ପାନୀ ଏହାର ଦାମ୍‌ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି। ବିଶ୍ୱ…

ଖୁସି ଖବର! କମିଲା ଖାଇବା ତେଲ ଦର, ଜାଣନ୍ତୁ ଏବେ କେତେ ହେଲା ମୂଲ୍ୟ

ଖାଉଟିଙ୍କ ପାଇଁ ଖୁସି ଖବର। କମିଲା ଖାଇବା ତେଲ ଦର। ଏବେ ମହଙ୍ଗା ମାଡ଼ରୁ ମିଳିଲା ଟିକେ ଆଶ୍ୱସ୍ତି। ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି। ପୁଣିଥରେ କମିଛି ଖାଇବା ତେଲ ଦର। ଦିଲ୍ଲୀ-ଏନ୍‌ସିଆରର ଅନ୍ୟତମ ମୁଖ୍ୟ ଦୁଧ ଆପୂର୍ତ୍ତିକର୍ତ୍ତା ମଦର…

ଖାଇବା ତେଲ ଦର ଉପରେ ଲାଗିବ ବଡ଼ ରୋକ, କେନ୍ଦ୍ର ସରକାର ଦେଲେ କଡ଼ା ନିର୍ଦ୍ଦେଶ

ଗତ କିଛି ସପ୍ତାହରୁ ରିଫାଇଣ୍ଡ ଅଏଲର ଦର ବଢ଼ିବାରେ ଲାଗିଛି। ଏମିତିକି ପ୍ରତିଲିଟର ପିଛା ୨୫ ଟଙ୍କା ବଢ଼ିଥିବା ବେଳେ ବାଦାମ ତେଲ ଦର ୨୦ ରୁ ୩୦ ଟଙ୍କା ପ୍ରତି କିଲୋ ଦରରେ ବଢ଼ିବାକୁ ଲାଗିଛି। କୁହାଯାଉଛି ଯେ ଆଗକୁ ମଧ୍ୟ ଏହାର ଦର ଆହୁରି ବଢ଼ିପାରେ। ଲଗାତାର ଭାବେ ଖାଇବା ତେଲ ଦର ବଢ଼ିବା ହେତୁ ଏବେ…

ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲ, ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର

ପେଟ୍ରୋଲ ପରେ ଏବେ କମିଲା ଖାଇବା ତେଲ । ଖାଇବା ତେଲ ଉପରୁ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର । ପାମୋଲିନ, ସୋୟାବିନ, ସୂର୍ଯ୍ୟମୁଖୀ ତେଲ ଆଦିରୁ ଶୁଳ୍କ କମାଯାଇଥିବା ନେଇ ସୂଚନା ମିଳିଛି । ସୂଚନା ଦେବା ଯୋଗ୍ୟଯେ ପୂର୍ବରୁ କେନ୍ଦ୍ର ସରକାର ଶୁଳ୍କ ହ୍ରାସ କରିବା ପରେ ରାଜ୍ୟ ସରକାର ବି ଶୁଳ୍କ…

କମିବ ଖାଇବା ତେଲ ଦର, ଉତ୍ପାଦନକାରୀ ଦ୍ରବ୍ୟର ମୂଲ୍ୟ ଉପରୁ ଶୁଳ୍କ କମାଇବେ କେନ୍ଦ୍ର ସରକାର

କମିବ ଖାଇବା ତେଲ ଦର । ହୁ ହୁ ହୋଇ ବଢୁଥିବା ଦରବୃଦ୍ଧିରେ ଲାଗିବ ରୋକ । ଉପଭୋକ୍ତାଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦନକାରୀ ଦ୍ରବ୍ୟର ମୂଲ୍ୟ ଉପରୁ କମାଇବେ ଉତ୍ପାଦ ଶୁଳ୍କ । ପାମ୍‌, ସୋୟାବିନ, ସୂର୍ଯ୍ୟମୁଖୀ ଆଦି ଦ୍ରବ୍ୟ ଉପରେ ଉତ୍ପାଦ ଶୁଳ୍କକୁ ୩୨.୫…