ହ୍ଵାଟସଆପରେ ଏବେ Edit ହେବ ମେସେଜ
ହ୍ଵାଟସଆପ ଏକ ଲୋକପ୍ରିୟ ଚାଟିଂ ଆପ୍। ଯାହାକୁ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ସମସ୍ତେ ବ୍ୟବହାର କରୁଛନ୍ତି। ସବୁଥର ସେ ନିଜ ୟୁଜର୍ସଙ୍କ ପାଇଁ ବଢ଼ିଆ ବଢ଼ିଆ ଫିଚର୍ସ ଆଣିଥାଏ। ଯେମିତିକି କେହି ଏହାକୁ ବ୍ୟବହାର କରି ବୋର୍ ହେବେ ନାହିଁ। ତେବେ ଚଳିତ ଥର ପୁଣି ଥରେ ହ୍ଵାଟସଆପ୍ ଏକ…