HCL ରେ ଚାକିରି ସୁଯୋଗ, ୧୦ମ୍ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ
ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଭଲ ମଉକା । ହିନ୍ଦୁସ୍ତାନ କପର ଲିମିଟେଡ୍ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ କପର ଲିମିଟେଡ୍ରେ ଓ୍ଵାର୍କମ୍ୟାନ୍ ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ଆପଣ ମଧ୍ୟ ଆବେଦନ କରିପାରିବେ ।
ଇଚ୍ଛୁକ ପ୍ରାର୍ଥୀ ଏଚସିଏଲର ଅଫିସିଆଲ…