ଏହି ଶତାବ୍ଦୀର ଶେଷରେ ମଣିଷ ବଞ୍ଚିବେ ୧୮୦ ବର୍ଷ, ମତ ଦେଲେ ବିଶେଷଜ୍ଞ
ଆଜିର ବିଜ୍ଞାନ ଅନେକ ଆଗରେ ରହିଛି । ଏମିତିକି ଅନେକ ମେସିନ ଓ ମଣିଷ ପରି ରୋବୋଟ ମଧ୍ୟ ତିଆରି କରିବାର ସକ୍ଷମ ମଧ୍ୟ ବୈଜ୍ଞାନିକଙ୍କ ପାଖରେ ରହିଛି । ପୁଣି ବୈଜ୍ଞାନିକମାନେ ମଧ୍ୟ ମଣିଷର ଜୀବନସୀମା ଉପରେ ମଧ୍ୟ ଏବେ ଗବେଷଣା କରିବା ଆରମ୍ଭ କରିଦେଇଛନ୍ତି । ଏକ ପରୀକ୍ଷାରୁ ଜଣା ପଡିଛି ଯେ ଏହି…