ପିଲାଙ୍କୁ ବ୍ରେଡ୍ ଜାମ୍ ଖାଇବାକୁ ଦେଉଛନ୍ତି କି ? ରୁହନ୍ତୁ ସାବଧାନ! ହୋଇପାରେ ଏହି ସବୁ ସମସ୍ୟା
ଅଧିକାଂଶ ଲୋକେ ସକାଳ ଭୋଜନରେ ବ୍ରେଡ୍ ସହ ଜାମ୍ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଜଲଦି ପ୍ରସ୍ତୁତ ହୋଇ ପାରୁଥିବାରୁ ଲୋକେମାନେ ନିଜ ପିଲାମାନଙ୍କୁ ସକାଳ ଭୋଜନରେ ଏହା ଖାଇବାକୁ ଦେଇଥାନ୍ତି। ଭାରତୀୟ ପରିବାରରେ ଅଧିକାଂଶ ଲୋକଙ୍କର ବ୍ରେଡ୍ ଜାମ୍ ଫେଭ୍ରେଟ୍ ବ୍ରେକଫାଷ୍ଟ ମଧ୍ୟରେ…