ନୂଆ ଷ୍ଟାଇଲରେ ବନାନ୍ତୁ ଅଣ୍ଡା ଭୁଜିଆ, ଏପରି କରନ୍ତୁ ପ୍ରସ୍ତୁତ
ଅଣ୍ଡା ଭୁଜିଆ ସାମଗ୍ରୀ
୪ କପ୍ ଅଣ୍ଡା
୧/୨ କପ୍ ପିଆଜ (ଛୋଟ କଟା ହୋଇଥିବା)
୧ ଛୋଟ ଟମାଟୋ (ଛୋଟ କଟା ହୋଇଥିବା)
ଏକ ଚାମ ଅଦା ରସୁଣ ପେଷ୍ଟ
ଲାଲ ଲଙ୍କା ପାଉଡର
୧/୨ ଚାମଚ ଗୋଲମରୀଚ ପାଉଡର
୧/୨ ଚାମଚ ଗରମ ମସଲା
କଟା ଧନିଆ ପତ୍ର
ସ୍ୱାଦାନୁସାରେ ଲୁଣ…