ରମଜାନରେ ପ୍ରସ୍ତୁତ କରନ୍ତୁ ଖାସ ଅଣ୍ଡା କିମା କରୀ
ରମଜାନ ମାସ ଆରମ୍ଭ ହୋଇସାରିଛି। ରମଜାନରେ ଇଫତାର ଭୋଜନକୁ ନେଇ ବହୁତ ମାନ୍ୟତା ରହିଛି। ଏଥିରେ ରମଜାନର କିଛି ଖାସ ବ୍ୟଞ୍ଜନ ରହିଥାଏ। ସଂଧ୍ୟାରେ ବହୁତ ପ୍ରକାରର ଖାଦ୍ୟ ହୋଇଥାଏ, ଯାହାକୁ ଇଫତାର କୁହାଯାଏ। ଏହି ସବୁ ରେସିପି ମଧ୍ୟରୁ ଏକ ଖାସ ବ୍ୟଞ୍ଜନ ହେଉଛି ଅଣ୍ଡା କିମା କରୀ।
ସାମଗ୍ରୀ…