Browsing Tag

egg throw

ସଣ୍ଡେ ହୋୟା ମଣ୍ଡେ, ରୋଜ ଫୈକୋ ଅଣ୍ଡେ ! ଓଡ଼ିଶାରେ ପୁଣି ମାତିଛି ଅଣ୍ଡା ମାଡ଼ ଟ୍ରେଣ୍ଡ

ବେଳେ ବେଳେ ଏମିତି ହୁଏ । କଣ ଗୋଟେ ଆରମ୍ଭ ହୋଇଗଲେ ତାହା କିଛି ଦିନ ପାଇଁ ଧାରା ବନି ଯାଏ । ଯେମିତି ଏବେ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରି ଦେଇଛନ୍ତି । ପରସ୍ପର ନେତାଙ୍କ ଉପରେ ଅଣ୍ଡା ମାଡ଼ କରୁଛନ୍ତି । ବିଜେପି ବିଜେଡିକୁ, ବିଜେଡି ବିଜେପିକୁ ଆଉ କଂଗ୍ରେସ ମଧ୍ୟ ଉଭୟଙ୍କୁ । ଅବଶ୍ୟ ଏଇ…