ଓଡଙ୍ଗ ନିକଟରେ ଓଲଟିଲା ଅଣ୍ଡା ବୋଝେଇ ଟ୍ରକ୍
ରସୁଲପୁର (କେନ୍ୟୁଜ୍ ) : ଆନ୍ଦ୍ରପ୍ରଦେଶରୁ ଆସୁଥିବା ଏକ ଅଣ୍ଡା ବୋଝେଇ ଟ୍ରକ୍ ଆଜି ସକାଳେ ଓଡଙ୍ଗ ନିକଟରେ ଓଲଟି ପଡ଼ିଥିବା ଜଣାଯାଇଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଡ୍ରାଇଭର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାନୁଯାୟୀ, ଆନ୍ଧ୍ରପ୍ରଦେଶର ଅନପର୍ତ୍ତିରୁ…