Browsing Tag

egg

ଡାଇନୋସର ଅଣ୍ଡାକୁ ଇଷ୍ଟ ଦେବତା ଭାବେ କରୁଥିଲେ ପୂଜା, ୧୭ ବର୍ଷ ପରେ ଗାଁ ଲୋକଙ୍କ ଆଖି ଖୋଲିଲେ ବିଶେଷଜ୍ଞ

ମଧ୍ୟପ୍ରଦେଶର ଧର ଜିଲ୍ଲା ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଧର ଜିଲ୍ଲାର ପାଡଲ୍ୟା ଗାଁର କିଛି ଲୋକଙ୍କୁ ଅନେକ ଦିନ ତଳେ ଗୋଲାକାର ପଥର ପରି ବସ୍ତୁ ମିଳିଥିଲା । ପରେ ଗ୍ରାମବାସୀମାନେ ଏହି ପଥର ପରି ବସ୍ତୁକୁ ନେଇ ବିଭିନ୍ନ ସ୍ଥାନରେ ରଖି ପୂଜା କରିବା ଆରମ୍ଭ କରିଥିଲେ । କେବଳ…

ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ଜାଣନ୍ତୁ କେଉଁ ପକ୍ଷୀ ଦେଇଥାଏ ଏହି ଅଣ୍ଡା

ଅନେକ ଲୋକଙ୍କ ଜଳଖିଆ ଅଣ୍ଡାରୁ ଆରମ୍ଭ ହୋଇଥାଏ । ଆପଣମାନେ ଧଳା ଏବଂ ସାମାନ୍ୟ ଲାଲ ରଙ୍ଗର ଅଣ୍ଡା ତ ନିଶ୍ଚୟ ଦେଖିଥିବେ । ଲାଲ ଅଣ୍ଡାକୁ ଲୋକେ ଦେଶୀ ଅଣ୍ଡା ମଧ୍ୟ କହିଥାନ୍ତି । କିନ୍ତୁ ଆପଣ କେବେ ସବୁଜ ରଙ୍ଗର ଅଣ୍ଡା ଦେଖିଛନ୍ତି କି ? ସବୁଜ ରଙ୍ଗର ଅଣ୍ଡା କଥା ଶୁଣି ଆପଣଙ୍କୁ ହୁଏତ…

ଥରକରେ କେତେ ଅଣ୍ଡା ଦେଇଥାଏ କିଙ୍ଗ୍ କୋବ୍ରା, ଜାଣନ୍ତୁ ଏହି ରୋଚକ ତଥ୍ୟ

କିଙ୍ଗ୍ କୋବ୍ରା ବା ଅହିରାଜ ସାପର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ଆସେ । ଏହାର ଲମ୍ଭ ବହୁତ ଅଧିକ ଥାଏ । ସେହିପରି ଏହା ବହୁତ ବିଷାକ୍ତ ମଧ୍ୟ ହୋଇଥାଏ । କିଙ୍ଗ୍ କୋବ୍ରା ପ୍ରଜାତିର ସାପ ଅଧିକତର ଭାରତ ଏବଂ ଏସିଆର ଅନ୍ୟ ଦେଶମାନଙ୍କରେ ଦେଖାଯାନ୍ତି । ସେମାନଙ୍କର ବୟସ ୨୦ରୁ ୨୫ ବର୍ଷ ହୋଇଥାଏ ।…

ଶବ ନୁହେଁ, ଗନ୍ଧାଉଥିଲା ଅଣ୍ଡା : ଖୋଲା ହେଲା ଯଶୱନ୍ତ ଏକ୍ସପ୍ରେସର ଦୁର୍ଗନ୍ଧ ହେଉଥିବା ବଗି

ବାଲେଶ୍ୱର (କେନ୍ୟୁଜ): ବଗିରୁ ଶବ ନୁହେଁ, ବାହାରିଲା ପଚା ଅଣ୍ଡା । ବଗିରେ ନଥିଲା ମୃତଦେହ । କିଛିଦିନ ହେବ ବଗିରୁ ଦୁର୍ଗନ୍ଧ ବାହରୁଥିବାରୁ ବଗି ମଧ୍ୟରେ ଆହୁରି ମୃତଦେହ ଥିବା ଅଭିଯୋଗ କରିଥିଲେ ଲୋକ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ, ତହସିଲଦାର, NDRF ଟିମ୍‌ ଓ ସ୍ଥାନୀୟ…

ଭାଇରାଲ ଭିଡିଓ ଦେଖି ମାଇକ୍ରୋୱେଭରେ ଅଣ୍ଡା ପ୍ରସ୍ତୁତ କରିବା ମହିଳାଙ୍କୁ ପଡ଼ିଲା ମହଙ୍ଗା

(କେନ୍ୟୁଜ ବ୍ୟୁରୋ): ରୋଷେଇ କରିବା ଅନେକ ଲୋକଙ୍କ ମନ ପସନ୍ଦର କାମ । କିଛି ଲୋକ ମୋବାଇଲର ଭିଡିଓ ଦେଖି ରୋଷେଇ କରିବାକୁ ଭଲ ପାଇଥାନ୍ତି । ଭିନ୍ନ ଭିନ୍ନ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ପରଷିବା ଲୋକଙ୍କର ଅଭ୍ୟାସରେ ପରିଣତ ହୋଇଯାଇଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ…

ମାର୍କେଟରେ ଅଣ୍ଡା କିଣିଲା ସମୟରେ ଏପରି ଚେକ କରନ୍ତୁ କେଉଁଟା ପୁରୁଣା ଏବଂ କେଉଁଟା ଫ୍ରେସ୍‌ ଏଗ୍‌

ଆଜିକାଲି ବଜାରରେ ଅପମିଶ୍ରଣ ଏବଂ ନକଲୀ ଜିନିଷ ବିକ୍ରି କରିବା ଏକ ଧନ୍ଦା ପାଲଟିଗଲାଣି । ଅନେକ ବେପାରୀମାନେ ନିଜ ବ୍ୟବସାୟକୁ ବଢ଼ାଇବା ଚକ୍କରରେ ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି । ମାର୍କେଟରେ ନକଲୀ କିମ୍ବା ପୁରୁଣା ଅଣ୍ଡା ମଧ୍ୟ ମିଳୁଛି । ତେବେ ଆପଣ ତ ଜାଣିଛନ୍ତି ସବୁ ଜିନିଷର…

ଅଣ୍ଡା ସହିତ ଏହି ୫ଟି ଜିନିଷ ଖାଇବା ବିଷ ସହ ସମାନ; ଶରୀରକୁ ଦେଇଥାଏ ଭୟଙ୍କର ପରିଣାମ

ଅଣ୍ଡା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପ୍ରୋଟିନରେ ଭରପୂର ଅଣ୍ଡା ନା କେବଳ ଆମ ମାଂସପେଶୀକୁ ମଜଭୁତ କରିଥାଏ, ବରଂ ହାର୍ଟ ଫଙ୍କସନକୁ ବି ସପୋର୍ଟ କରିଥାଏ। ନ୍ୟୁଟ୍ରିସନର ପାଓ୍ଵାରହାଉସ୍‌ କୁହାଯାଉଥିବା ଅଣ୍ଡା ବ୍ରେକ୍‌ଫାଷ୍ଟରେ ଖିଆ ଯାଉଥିବା ସବୁଠାରୁ ଭଲ ଅପସନ ହୋଇଥାଏ। ହେଲେ…

ଫିଟ୍‌ ରହିବାକୁ ଅଣ୍ଡାର ଧଳା ଅଂଶ ଖାଉଛନ୍ତି କି! ଦେଖାଦେଇପାରେ ଏସବୁ ସମସ୍ୟା

ଅଣ୍ଡା ହେଉଛି ପ୍ରୋଟିନ୍‌ର ଏକ ଉତ୍ତମ ସ୍ରୋତ। ଶରୀରରେ ପ୍ରୋଟିନ୍‌ ଅଭାବ ଦୂର କରିବା ପାଇଁ ଅଣ୍ଡା ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅଧିକାଂଶ ଲୋକ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି। କିଛି ଲୋକ ଏହାକୁ ଆମ୍‌ଲେଟ୍‌ ବନାଇ ଖାଇଥାନ୍ତି ତ ଆଉ କିଛି ସିଝାଇ। ଅଣ୍ଡାରେ ଆଇରନ୍‌,…

ଅଣ୍ଡା ଖାଇବାକୁ ପସନ୍ଦ କରୁଛନ୍ତି କି? ହୋଇଯାଆନ୍ତୁ ସତର୍କ, କରାଇପାରେ ହାର୍ଟ ଆଟାକ୍

ଅନେକ ଲୋକ ଅଛନ୍ତି ଯିଏ କି ଅଣ୍ଡା ଖାଇବାକୁ ଖୁବ୍ ପସନ୍ଦ କରନ୍ତି କିନ୍ତୁ ଆପଣ କଣ ଜାଣନ୍ତି କି, ଏହି ଅଣ୍ଡା ଆପଣଙ୍କ ପାଇଁ କେତେ ଭଲ ଆଉ କେତେ ମନ୍ଦ। ସବୁ ଖାଦ୍ୟରେ ପୋଷଣ ରହିଛି କିଛି ଆମକୁ ଏହି ସବୁ ଖାଦ୍ୟ ଖାଇବାର ଉପାୟ ଜାଣିବା ନିହାତି ଦରକାର। କାରଣ ଯଦି ଆମେ ଠିକ୍ ଭାବେ ଓ ଉଚିତ୍…

ଏଭଳି କେଶର ଥିବା ଅଣ୍ଡାକୁ ଖାଉଥିଲେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଗମ୍ଭୀର ସମସ୍ୟା

ଅଣ୍ଡା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। କିନ୍ତୁ ଏହାକୁ ଖାଇବାର ଫାଇଦା ସେତେବେଳେ ମିଳିଥାଏ ଯେତେବେଳେ ଏହି ଖାଦ୍ୟ ହେଲ୍ଦି ଥିବ। ତେବେ ଅଣ୍ଡା କେତେ ହେଲ୍ଦି ଅଛି ତାହା ଭିତରେ ଥିବା କେଶର ରଙ୍ଗ କହିଥାଏ। ଏହାର ରଙ୍ଗକୁ ଦେଖିଲେ ଜଣାପଡେ ଯେ…

ଅଣ୍ଡା ଭାଙ୍ଗିବା ବେଳେ ଯଦି ଦେଖାଯାଏ ଏମିତି ରଙ୍ଗ: ତେବେ ହୋଇଯାନ୍ତୁ ସାବଧାନ, ଲୁଚିଥିବା ଭୂତାଣୁ ଆଣିପାରେ ସମସ୍ୟା

ସ୍ୱାଦିଷ୍ଟ ତଥା ପ୍ରୋଟିନରେ ଭରପୁର ରହିଛି ଅଣ୍ଡା । ହେଲେ ଏହାକୁ ଖାଇବା ବେଳେ ଯଦି କିଛି ଜିନିଷ ଉପରେ ଆପଣ ନଜର ନ ରଖନ୍ତି ତେବେ ଏହା ଆପଣଙ୍କ ଶରୀରରେ ରୋଗ ସୃଷ୍ଟି କରିପାରେ । ବୈଜ୍ଞାନିକମାନଙ୍କ କହିବା ମୁତାବକ କିଛି ଅଣ୍ଡାରେ ଏମିତି ଭୂତାଣୁ ଲୁଚି ରହିଛି, ଯାହାକି ଆପଣଙ୍କୁ ଗମ୍ଭୀର…

ବଡ଼ ତୁଳନାରେ ଖାଆନ୍ତୁ ଛୋଟ ଅଣ୍ଡା, ଭରି ରହିଛି ଅଧିକ ପୋଷକ ତତ୍ତ୍ୱ

ସାଧାରଣତଃ ଆମେ ଦୋକାନକୁ ଅଣ୍ଡା କିଣିବାକୁ ଯିବା ବେଳେ ବାଛି ବାଛି ବଡ଼ ବଡ଼ ଅଣ୍ଡା କିଣିଥାଉ। ଏଥିରେ ଅଧିକ ତରଳ ପଦାର୍ଥ ଓ ବଡ଼ କେସର ଥିବ ବୋଲି ଆମର ଏକ ଧାରଣା ରହିଛି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଡ଼ ଅଣ୍ଡା ତୁଳନାରେ ଛୋଟ ଅଣ୍ଡାରେ ଅଧିକ ପୋଷକ ତତ୍ତ୍ୱ ରହିଛି। ନିକଟରେ ଏନେଇ…