୩୭୦୦ ବର୍ଷ ପୁରୁଣା ‘‘ସାଦ ଅଲ-କାଫାରା’’ ଡ୍ୟାମ୍, ଜାଣନ୍ତୁ କେଉଁ ଠାରେ ଅବସ୍ଥିତ
କାଇରୋ ଠାରୁ ପ୍ରାୟ ୪୦ କିଲୋମିଟର ସାଇଥ୍ ଇଷ୍ଟରେ ଥିବା ହେଲୱାନ୍ ସହର ନିକଟରେ ଏକ ସ୍ୱତନ୍ତ୍ର ବନ୍ଧ ରହିଛିି । ଯାହାକି ପ୍ରାୟ ୩୭୦୦ ବର୍ଷ ପୁରୁଣା । ‘‘ସାଦ ଅଲ-କାଫାରା’’ ପରିତ୍ୟକ୍ତ ଘର ଅଞ୍ଚଳରେ ଅବସ୍ଥିତ । ଏହି ବନ୍ଧଟି ହଠାତ୍ ଅସିଥିବା ତୋଫାନ ଏବଂ ପ୍ରବଳ ବନ୍ୟା ପରିସ୍ଥିତିରୁ…