Browsing Tag

Egypt

୩୭୦୦ ବର୍ଷ ପୁରୁଣା ‘‘ସାଦ ଅଲ-କାଫାରା’’ ଡ୍ୟାମ୍‌, ଜାଣନ୍ତୁ କେଉଁ ଠାରେ ଅବସ୍ଥିତ

କାଇରୋ ଠାରୁ ପ୍ରାୟ ୪୦ କିଲୋମିଟର ସାଇଥ୍‌ ଇଷ୍ଟରେ ଥିବା ହେଲୱାନ୍ ସହର ନିକଟରେ ଏକ ସ୍ୱତନ୍ତ୍ର ବନ୍ଧ ରହିଛିି । ଯାହାକି ପ୍ରାୟ ୩୭୦୦ ବର୍ଷ ପୁରୁଣା । ‘‘ସାଦ ଅଲ-କାଫାରା’’ ପରିତ୍ୟକ୍ତ ଘର ଅଞ୍ଚଳରେ ଅବସ୍ଥିତ । ଏହି ବନ୍ଧଟି ହଠାତ୍ ଅସିଥିବା ତୋଫାନ ଏବଂ ପ୍ରବଳ ବନ୍ୟା ପରିସ୍ଥିତିରୁ…

ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍‌ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା। ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି। ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ…

ଇଜିପ୍ଟର ପ୍ରଥମ ରାଣୀଙ୍କ ସମାଧି ପରିସରରୁ ମିଳିଲା ୫୦୦୦ ବର୍ଷ ପୁରୁଣା ମଦ ପାତ୍ର; ବୈଜ୍ଞାନିକ କଲେ ଏହି ଦାବି

ମିଶରର ପ୍ରଥମ ରାଣୀଙ୍କ ସମାଧି ପରିସରରୁ ୫୦୦୦ ବର୍ଷ ପୁରୁଣା ମଦ ପାତ୍ର ମିଳିଛି। ଗବେଷକମାନେ କହିଛନ୍ତି ଯେ ମଦର ଏହି ଭଣ୍ଡାର ପାଖାପାଖି ୩୦୦୦ ଖ୍ରୀଷ୍ଟପୂର୍ବ ପରି ଲାଗୁଛି। ଭିୟନା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହି ମଦ ଭଣ୍ଡାର ଆବିଷ୍କାର କରିଛନ୍ତି। ମିଶରର ପ୍ରଥମ ରାଣୀଙ୍କ…

ଇଜିପ୍ଟରେ ଯାତ୍ରୀବାହୀ ବସ୍‌ ଉପରକୁ ଗୁଳି ଚଳାଇଲା ପୋଲିସ, ଇସ୍ରାଏଲର ୨ ପର୍ଯ୍ୟଟକ ମୃତ

ହାମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ଦୁଇ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସଦ୍ୟତମ ରିପୋର୍ଟ ମୁତାବକ, ଇଜିପ୍ଟରେ ଜଣେ ପୋଲିସ୍ କର୍ମଚାରୀ ଇସ୍ରାଏଲ୍‌ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଆଲେକ୍ସଜାଣ୍ଡାରିଆରେ ଇଜିପ୍ଟର ପୋଲିସ୍…

ପିଏମ୍‌ ମୋଦିଙ୍କୁ ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ, ‘Order of the Nile’ରେ ସମ୍ମାନିତ କଲେ…

ଆମେରିକା ଯାତ୍ରା ପରେ ଏବେ ଦୁଇ ଦିବସୀୟ ମିଶର ଯାତ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ମିଶରର ରାଜଧାନୀ କାହିରାରେ ରାଷ୍ଟ୍ରପତି ଅବଦେଲ୍‌ ଫତହ ଅଲ୍‌-ସିସିଙ୍କୁ ସାକ୍ଷାତ କରିଥିଲେ। ସେଠାରେ ପିଏମ୍‌ ମୋଦିଙ୍କୁ ମିଶରର ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ…

ଆଜିଠୁ ୨ ଦିନିଆ ଇଜିପ୍ଟ ଗସ୍ତରେ ମୋଦି ,କାଇରୋରେ ଅଲ୍‌- ହାକିମ ମସଜିଦ ବୁଲି ଦେଖିବେ

ନୂଆଦିଲ୍ଲୀ : ଆଜିଠୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨ ଦିନିଆ ଇଜିପ୍ଟ ଗସ୍ତ ଆରମ୍ଭ ହେବ । ଭାରତ ଓ ଇଜିପ୍ଟ ଦୁନିଆର ଦୁଇଟି ବୃହତମ ପ୍ରାଚୀନ ସଭ୍ୟତା ଓ ଉଭୟ ଦେଶ ମଧ୍ୟରେ ସମ୍ପର୍କ ୪ ଜହାର ବର୍ଷ ପୁରୁଣା ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଭିନ୍ନ ଢଙ୍ଗରେ ଦେଖୁଛନ୍ତି, ଭାରତୀୟ…

ସମୁଦ୍ର ମଝିରେ କ୍ରୁଜ ଜାହାଜରେ ଲାଗିଲା ଭୟଙ୍କର ନିଆଁ, ୩ ବ୍ରିଟିଶ ପର୍ଯ୍ୟଟକ ନିଖୋଜ…ଘଟଣାର ଭିଡିଓ ଭାଇରାଲ

ମିଶର ଉପକୂଳ ନିକଟ ଲୋହିତ ସାଗରରେ ଯାଉଥିବା ଏକ କ୍ରୁଜ୍‌ ଜାହାଜରେ ଭୟଙ୍କର ନିଆଁ ଲାଗିଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଖବରରୁ ଜଣାପଡ଼ିଛି ଯେ ଗତକାଲି ରବିବାର ଲୋହିତ ସାଗରରେ ଏକ କ୍ରୁଜ୍ ଜାହାଜରେ ଭୀଷଣ ନିଆଁ ଲାଗିଯାଇଥିଲା। ଏହି ଜାହାଜ…

୫ ବର୍ଷର ପିଲାକୁ କୁରାଢୀରେ ହାଣିଲା ରାକ୍ଷସୀ ମା’, ହାଣିବା ପରେ ମୁଣ୍ଡକୁ ରାନ୍ଧି ଖାଇଲା

ନିଜ ପିଲାର ଖୁସି ପାଇଁ ମା’ କିଛି ବି କରିପାରେ । ପିଲାକୁ ଟିକେ ବି କ୍ଷତି ଆସିବାକୁ ଦିଏନି ମା’ । କିନ୍ତୁ ନିଜ ପିଲାକୁ ହତ୍ୟା କରିବା ଘଟଣା ହୁଏତ ଆପଣ ପ୍ରଥମ ଥର ପାଇଁ ଶୁଣୁଥିବେ । କେବଳ ହତ୍ୟା ନୁହେଁ ପିଲାର ମୃତଦେହକୁ ଟିକଟିକ୍‌ କରି କାଟିବା ପରେ ମୁଣ୍ଡକୁ ରାନ୍ଧି ଖାଇଛି ମା’ । ଏଭଳି…

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟ ରାଷ୍ଟ୍ରପତି ଫତହ ଅଲ-ସିସି, ରହିଛି ୭୫ ବର୍ଷର ରାଜନୈତିକ…

ନୂଆଦିଲ୍ଲୀ : ୨୬ ଜାନୁଆରୀ ଗଣତନ୍ତ୍ର ଦିବସ ସମାରୋହ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଇଜିପ୍ଟର ରାଷ୍ଟ୍ର ପତିଫତହ ଅଲ-ସିସି । ଚଳତି ବର୍ଷ ଭାରତ ଜି ୨୦ ରେ ଅଧ୍ୟକ୍ଷତା ଅବସରରେ ଇଜିପ୍ଟକୁ ଅତିଥି ଦେଶ ଭାବେ ଆମନ୍ତ୍ରଣ କରିଛି । ନୂଆଦିଲ୍ଲୀ ଠାରେ ହେବାକୁ ଥିବା ଗଣତନ୍ତ୍ର ଦିବସ…

ଇଜପ୍ଟରେ ଭୟଙ୍କର ବସ୍‌ ଦୁର୍ଘଟଣା; ୨୨ ମୃତ, ଅନେକ ଗୁରୁତର

ଇଜପ୍ଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଗୁରୁତର ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଇଜପ୍ଟର ମିଶରୀ ଉତ୍ତରାଞ୍ଚଳର ଆଗା ସହରରେ ଦକାହିଲିଆରେ ଏହି ବସ୍‌ ଦୁର୍ଘଟଣା ହୋଇଛି। ଆଗା ସହରରେ ଏକ ଯାତ୍ରୀବାହୀ ବସ୍‌…

ଇଜିପ୍ଟ: ସଭା ଚାଲିଥିବା ବେଳେ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ; ୪୧ ଜଣ ଜୀବନ୍ତ ଦଗ୍ଧ

ଇଜିପ୍ଟର ଏକ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଇଜିପ୍ଟର କୋପ୍ଟିକ୍‌ ଚର୍ଚ୍ଚ ସୂତ୍ରରୁ ଜଣାପଡ଼ିଛି ଯେ କାହିରାସ୍ଥିତ ଚର୍ଚ୍ଚରେ ଏହି ଅଗ୍ନିକାଣ୍ଡ ଦ୍ୱାରା ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି। ନିଆଁ…

ସାମ୍ନାକୁ ଆସିଲା ଦୁନିଆର ପ୍ରଥମ ଗର୍ଭବତୀ ମମି; ପେଟରୁ ମିଳିଲା ବିନା ହାଡ଼ ଥିବା ଭ୍ରୁଣ!

ଇଜିପ୍ଟରେ ଏକ ମମି ପେଟରୁ ମିଳିଛି ୨୮ ମାସର ଭ୍ରୁଣ, ଯାହାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ଏହି ଭ୍ରୁଣ ଗତ ୨୦୦୦ ବର୍ଷ ଧରି ମମି ପେଟରେ ସୁରକ୍ଷିତ ରହିଥିଲା। ଏହି ଭ୍ରୁଣ ଠିକ୍ ସେମିତି ହିଁ ଅଛି, ଯେମିତି ଆଚାର ଅନେକ ବର୍ଷ ଧରି ସଂରକ୍ଷିତ ରହିଥାଏ। ଏହାକୁ ଇଜିପ୍ଟର ପ୍ରଥମ ଗର୍ଭବତୀ ମମି…