Browsing Tag

egyptian mummy started speaking

୩୦୦୦ ବର୍ଷ ପରେ କବରରୁ ବାହାରି କଥା ହେବାକୁ ଲାଗିଲା ମମି, ଶୁଣିବା ପରେ କାବା ହୋଇଗଲେ ଲୋକେ

କଥା ପିରାମିଡ୍‌ର ରହସ୍ୟକୁ ନେଇ ହଲିଉଡ୍‌ରେ ଅନେକ ଫିଲ୍ମ ତିଆରି ହୋଇଛି। କେଉଁଥିରେ ମମି କବରରୁ ବାହାରି ଚାଲିବାକୁ ଲାଗୁଛି ତ ଆଉ କେଉଁଥିରେ କଥାବାର୍ତ୍ତା କରୁଛି। କିନ୍ତୁ ଏବେ କୌଣସି ଫିଲ୍ମରେ ନୁହେଁ ବରଂ ସତରେ କଥା କହୁଛି ମମି। ମିଶରର ଏକ ୩୦୦୦ ବର୍ଷ ପୁରାତନ ମମି ଜୀବିତ ଥିବା ବେଳେ…