ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ, ମସଜିଦରେ ଚାଲିଛି ସମୁହ ନମାଜ ପାଠ
ଭୁବନେଶ୍ୱର : ଇଦ୍ ପାଇଁ ସାରାଦେଶ ଉତ୍ସବମୁଖର । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ସାରା ଉପବାସ ରହି ରାତିରେ ରୋଜା…