ଚାନ୍ଦ ଦିଶିଲା, ରୋଜା ଭାଙ୍ଗିଲା: ଆଜି କଟକରେ ଧୂମଧାମରେ ପାଳନ ହେବ ‘ଇଦ୍’
କଟକ (କେନ୍ୟୁଜ): ଆଜି ଇଦ-ଉଲ-ଫିତର । ଶେଷ ହୋଇଛି ପବିତ୍ର ରମଜାନ ମାସ । ଆଜି ଇଦ ପାଳନ ନେଇ ଘୋଷଣା କରିଛି କଟକ ଚାନ୍ଦ କମିଟି । ଶୁକ୍ରବାର ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ହେବା ପରେ ଆଜି ଇଦ୍ ପାଳନ କରିବାକୁ କଟକ ଦେଓ୍ଵାନ ବଜାର ଠାରେ ବସିଥିବା ଚାନ୍ଦ କମିଟି ନିଷ୍ପତି ଗ୍ରହଣ କରିଛି ।…