ଦେବ ଉତ୍ଥାପନ ଏକାଦଶୀ, ଜାଣନ୍ତୁ ବ୍ରତ କରିବାର ଶୁଭ ମୂହୁର୍ତ୍ତ
୨୯ ଜୁନରେ ଭଗବାନ ବିଷ୍ଣୁ ଦୀର୍ଘ ସମୟ ଧରି ଶୟନ କରିଥିଲେ । କିନ୍ତୁ ଭଗବାନ ଶ୍ରୀ ହରି ଶୟନରୁ ଜାଗ୍ରତ ହେବେ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ଯେଉଁ ଦିନ ଭଗବାନ ବିଷ୍ଣୁ ଜାଗ୍ରତ ହୁଅନ୍ତି, ସେହି ଦିନ ଦେବ ଉତ୍ଥାପନ ଏକାଦଶୀ ଭାବେ ପାଳନ କରାଯାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ଏହି ଦିନ ନାରାୟଣଙ୍କ…