Browsing Tag

ekamra khetra

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସକାଳୁ ସକାଳୁ ଗ୍ରାଉଣ୍ଡରେ ପହଞ୍ଚିଥିଲେ । ଏକାମ୍ର କ୍ଷେତ୍ର ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ନୂଆବର୍ଷ ସୁଦ୍ଧା ସରିବ ପ୍ରକଳ୍ପ କାମ । ଏଥିପାଇଁ କାମକୁ ଜୋରସୋରରେ ତ୍ବରାନ୍ବିତ କରିବାକୁ…

ଏକାମ୍ର ପ୍ରକଳ୍ପର ସମୀକ୍ଷା କଲେ 5T ସଚିବ, ତ୍ବରାନ୍ବିତ କରିବା ପାଇଁ ଦେଲେ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍):  ଏକାମ୍ର ପ୍ରକଳ୍ପର ସମୀକ୍ଷା । ଏକାମ୍ର ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମୀକ୍ଷା କରିଛନ୍ତି । ପ୍ରକଳ୍ପ ସ୍ଥାନକୁ ଯାଇ ଅଗ୍ରଗତିର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ପ୍ରକଳ୍ପ…

୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଭୂମିପୂଜା, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୨୮ ତାରିଖରେ ଏକାମ୍ର ପ୍ରକଳ୍ପର ଭୂମିପୂଜା । ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଲିଙ୍ଗରାଜ ମନ୍ଦିର ସେବାୟତ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ପାଇବା ପରେ ଖୁସି…

ଅକ୍ଷୟ ତୃତୀୟାରୁ ୨୨ ଦିନ ପର୍ଯ୍ୟନ୍ତ ପାଳିତ ହୁଏ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

ଏକାମ୍ରକ୍ଷେତ୍ରର ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ପାଳିତ ହେଉଛି ପବିତ୍ର ଚନ୍ଦନ ଯାତ୍ରା ପର୍ବ। ଅକ୍ଷୟ ତୃତୀୟା ଠାରୁ ଏହା ଦୀର୍ଘ ୨୨ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଅକ୍ଷୟ ତୃତୀୟା ଉତ୍କଳର ଏକ ବିଶିଷ୍ଟ କୃଷି ଭିତ୍ତିକ ପର୍ବ ସହ ଏହିଦିନ ଯେକୌଣସି ସମୟରେ ଆପଣ ଯାହା କଲେ ତାହା ଶୁଭ ମନାଯାଏ। ଏହି…

ଅନିଶ୍ଚିତତାରେ ଏକାମ୍ର ଯୋଜନା: ଶ୍ରୀଲିଙ୍ଗରାଜ ମନ୍ଦିର ସହ ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଉପନିୟମ…

ଭୁବନେଶ୍ବର: ଏକାମ୍ର କ୍ଷେତ୍ରକୁ ନେଇ ହଟୁନି ଏନ୍‌ଏମ୍‌ଏ କେଁ । ଅନିଶ୍ଚିତତାରେ ଏକାମ୍ର ଯୋଜନା । ଶ୍ରୀଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଉପନିୟମ ବଳବତ୍ତର ରହିଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏହା ସ୍ପଷ୍ଟ କରିବା ପରେ ପୁଣି ବିବାଦ ମୁଣ୍ଡ ଟେକିଛି ।…

ଖୁବ ଶୀଘ୍ର ଏକାମ୍ରକ୍ଷେତ୍ର ହେବ ଭିକାରୀମୁକ୍ତ, ଥଇଥାନ କରିବ ବିଏମସି

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଏବଂ ଭୁବନେଶ୍ୱର  ଡେଭେଲେପମେଣ୍ଟ (ବିଡିଏ) ଖୁବ ଶିଘ୍ର ଏକାମ୍ରକ୍ଷେତ୍ରକୁ ଭିକାରୀ ମୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି। ଏକାମ୍ରକ୍ଷେତ୍ର ଯୋଜନା ମାଧ୍ୟମରେ  ଏକାମ୍ର କ୍ଷେତ୍ରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକାରଣ…

ଘୋଷଣା ହେଲା ଏକାମ୍ର କ୍ଷେତ୍ର ଆକ୍ସନ ପ୍ଳାନ, ଫେଜ-୧ରେ ଲିଙ୍ଗରାଜ ମନ୍ଦିରର କୋର ଏରିଆ ଓ ବିନ୍ଦୁସାଗର ଉପରେ ଦିଆଯାଇଛି…

କେନ୍ୟୁଜ୍(ବ୍ୟୁରୋ): ସରକାର ଘୋଷଣା କଲେ ଏକାମ୍ର କ୍ଷେତ୍ର ଆକ୍ସନ ପ୍ଳାନ । ଫେଜ-୧ରେ ଲିଙ୍ଗରାଜ ମନ୍ଦିରର କୋର ଏରିଆ ଓ ବିନ୍ଦୁସାଗର ଉପରେ ଗୁରୁତ୍ୱ ଦିଆଯାଇଛି । ୬୫ ଏକର ଜମିରେ ଚଲାପଥ ନିର୍ମାଣ କରାଯିବ । ଏହି ଚଲାପଥ ଦେଇ ମନ୍ଦିରକୁ ଯିବେ ଭକ୍ତ ଓ ପର୍ଯ୍ୟଟକ । ଏକାମ୍ର ଯୋଜନାର…