ବଲିଉଡ ଇଣ୍ଡଷ୍ଟ୍ରୀରେ କ୍ୟାରି ମିନାଟିଙ୍କ ଗ୍ରାଣ୍ଡ ଏଣ୍ଟ୍ରି, ଏକତା କପୁରଙ୍କ ଫିଲ୍ମ ‘ଲଭ୍, ସେକ୍ସ ଔର୍ ଧୋକା ୨’ରେ…
ଆଜିକାଲି ଏକତା କପୁର ତାଙ୍କ ସୁପରହିଟ୍ ଫିଲ୍ମ ‘ଲଭ୍,ସେକ୍ସ ଔର୍ ଧୋକା’ର ସିକ୍ୱେଲ ପାଇଁ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମର କାଷ୍ଟ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖବର ବାହାରକୁ ଆସୁଛି । ବର୍ତ୍ତମାନ ଫିଲ୍ମରେ କ୍ୟାରି ମିନାଟିଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ୨୦୨୧ରେ…