ପିକଅପ୍ ଭ୍ଯାନ ଧକ୍କାରେ ବୃଦ୍ଧ ମୃତ
ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଚାନ୍ଦବାଲି ରାଜ୍ଯ ରାଜପଥର କଖାରୁ ଡିହ ଛକରେ ଏକ ପିକଅପ୍ ଭ୍ଯାନ ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ହେଲେ ଭଖାରୁଡିହ ଠାରେ ଗାଁର ୭୮ ବର୍ଷର ନିତ୍ଯାନନ୍ଦ ମହାନ୍ତି। ରିପୋର୍ଟ ଅନୁଯାୟୀ ଆଜି ଭୋର ସମୟରେ ଫୁଲ ତୋଳି ଘରକୁ ଫେରିବା ବେଳେ ଭଦ୍ରକରୁ…