Browsing Tag

election

ଆଜି ଛତିଶଗଡ଼ ଓ ମିଜୋରମରେ ମତଦାନ, ବିଧାନସଭା ‌ଭୋଟ୍‌ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ୨୦ ବିଧାନସଭା ଆସନରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏମାନଙ୍କ ମଧ୍ୟରେ ୨୫ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟିଂ ପାଇଁ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ଦୁଇଟି…

ନିର୍ବାଚନ ପାଇଁ ବିଜେଡିର ମାନସମନ୍ଥନ: ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର

କେନ୍ୟୁଜ୍(ବ୍ୟରୋ): ନିର୍ବାଚନ ପାଇଁ କସରତ । ବିଜେଡିର ମାନସମନ୍ଥନ । ନବୀନ ନିବାସରେ ଗୁରୁତ୍ବପୂର୍ଣ୍ଣ ବୈଠକ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ବିରୋଧୀଙ୍କ ଅପପ୍ରଚାରକୁ ରୋକ୍। ସୋସିଆଲ ମିଡିଆରେ ଯୋଡ଼ି ରହିବାକୁ ଦଳୀୟ…

କର୍ଣ୍ଣାଟକରେ ଭୁଲ ତଥ୍ୟ ପାଇଁ ଭୋଟିଂ ମେସିନ ଭାଙ୍ଗିଲେ ଗ୍ରାମବାସୀ, ୨୩ ଜଣ ଗିରଫ

ବେଙ୍ଗାଳୁରୁ (କେନ୍ୟୁଜ୍): ଭୁଲ ତଥ୍ୟ ହେତୁ ଗ୍ରାମବାସୀମାନେ ଭାଙ୍ଗିଲେ ଭୋଟିଂ ମେସିନ୍ । କର୍ଣ୍ଣାଟକ ବିଜୟପୁର ଜିଲ୍ଲାରେ ଘଟିଛି ଏହି ଘଟଣା।  ବିଜୟପୁର ଜିଲ୍ଲାର ବାସଭାନ ବାଗେୱାଡି ତାଲୁକର ମାସାବିନାଲା ଗ୍ରାମରେ ଘଟିଛି। ଭୋଟିଂ ମେସିନ୍ କ୍ଷେତ୍ରରେ ବ୍ୟବହାର ପାଇଁ ଇଭିଏମ୍ ଏବଂ ଭିଭିପିଏଟ୍…

ଆଜି ତ୍ରିପୁରାରେ ଭୋଟ : ମତଦାନ କରୁଛନ୍ତି ଭୋଟର

ନୂଆଦିଲ୍ଲୀ : ଆଜି ତ୍ରିପୁରା ନିର୍ବାଚନ । ୬୦ ସଦସ୍ୟ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଆଜି ନିର୍ବାଚନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ଭୋଟର । ମୋଟ ୩ ହଜାର ୩୩୭ ବୁଥରେ ମତଦାନ ହେଉଛି ।…

କାହା ହାତକୁ ଯିବ ଦିଲ୍ଲୀ ମୁନସିପାଲ କର୍ପୋରେସନ୍‌ ? ଏମସିଡି ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ

ଦିଲ୍ଲୀ(କେନ୍ୟୁଜ୍):ଦିଲ୍ଲୀ ମୁନସିପାଲ କର୍ପୋରେସନ୍‌ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ସମସ୍ତ ୨୫୦ ଏମ୍‌ସିଡି ଓ୍ଵାର୍ଡ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୫ଟାରେ ଶେଷ ହେବ। ଦିଲ୍ଲୀରେ ବସବାସ କରୁଥିବା ୧ କୋଟି…

ଭୋଟ ଦେବ ହିମାଚଳ ପ୍ରଦେଶ : ୭୮୮୧ ମତଦାନ କେନ୍ଦ୍ରରେ ୫୬ ଲକ୍ଷ ମତଦାତା ଦେବେ ଭୋଟ୍

ନୂଆଦିଲ୍ଲୀ : ଆଜି ଭୋଟ ଦେବ ହିମାଚଳ । କଡ଼ା ସୁରକ୍ଷା ବଳୟରେ ସାରା ରାଜ୍ୟ । ସକାଳ ୮ଟାରୁ ସଂଧ୍ୟା ୫ଟା ଭିତରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ । ପାଖାପାଖି ୫୬ ଲକ୍ଷ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ୬୮ଟି ଆସନରେ ୪୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ଦେବେ…

ସରିଲା ପୌର ନିର୍ବାଚନ: ଭୁବନେଶ୍ବରରେ ୫୦ ପ୍ରତିଶତ ହେଲା ସହରୀ ଭୋଟ

କେନ୍ୟୁଜ୍(ବ୍ୟୁରୋ):  ସରିଲା ପୌର ମତଦାନ । ଅପରାହ୍ନ ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟଗ୍ରହଣ ଚାଲିଥିଲା । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଛି ।…

ଓଡ଼ିଶାରେ ନୂଆ ଇତିହାସ ; ୩୦ରୁ ୩୦ ଜିଲ୍ଲାରେ ବିଜେଡି ବିଜୟୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ,…

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ୩୧୪ ବ୍ଲକରେ ପଡିବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍):ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି…

ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ): ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ଥିଲା ୩୬ । ବିଜେପି ୪୮ ଆସନରେ ବିଜୟୀ ହୋଇଛି । କଂଗ୍ରେସକୁ ୧୮, ବିଏସପି ୨ ଓ ଅନ୍ୟାନ୍ୟ ୨ଟି ସିଟ୍‌ ପାଇଛନ୍ତି ।  ସେହିପରି ୬୦ ଆସନ…

ପଡ଼ିଲାନି ନୋଟ୍‌ବନ୍ଦୀ ପ୍ରଭାବ: ନିର୍ବାଚନ ବେଳେ ଜବତ ହୋଇଛି ୧୯୧୮ କୋଟି ନଗଦ ଟଙ୍କା, ଡ୍ରଗ୍ସ ଓ ମଦ

ନୋଟ୍‌ ବନ୍ଦୀ ବେଳେ ସରକାର ଦାବି କରିଥିଲେ ଯେ ଦେଶରେ ନଗଦ ଟଙ୍କା ଖୁବ୍‌ କମ୍‌ ମିଳିଛି। ଏହା ଦ୍ୱାରା ଖାସ୍‌ କରି ନିର୍ବାଚନ ବେଳେ ନଗଦ କାରବାର କମିଯିବ। କିନ୍ତୁ ଏବେ ୫ ବର୍ଷ ପରେ ସ୍ଥିତି ପୂରା ଅଲଗା ରହିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି- ଉତ୍ତର ପ୍ରଦେଶ,…

ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌: ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌ । ଜିଲ୍ଲା ପରିଷଦ ସଭାପତି, ଉପ ସଭାପତି, ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ପଦବୀ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସବିଶେଷ ସୂଚୀ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନରେ…