Browsing Tag

election 2019

ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ, ନବୀନ ନିବାସରେ ରଣନୀତି ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ ଜାରି ରହିଛି। ଏନେଇ ଗତକାଲି ନବୀନ ନିବାସରେ ରଣନୀତି ବୈଠକ ବସିଥିଲା। ବୈଠକରେ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ପାଟକୁରା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ବିଜେପୁର ପାଇଁ କିଏ ହେବ…

ସରକାର ନୂଆ, ଦାୟିତ୍ବ ପୁରୁଣା : ଏହି ୧୮ ମନ୍ତ୍ରୀଙ୍କର ବଦଳିନାହିଁ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ। ମୋଦିଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ସ୍ବାଧୀନ ପାହ୍ୟା…

ନବୀନଙ୍କ ନୂଆ ଟିମ୍, ବିଧାନସଭାର ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ। ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥରକୁ ମିଶାଇ ସପ୍ତମ ଥର ପାଇଁ ବିଧାୟକ ଭାବେ ଜିତିଛନ୍ତି । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ…

ନବୀନଙ୍କ ନୂଆ ଟିମରେ ୯ ନୂଆ ଚେହେରା, ଜାଣନ୍ତୁ କିଏ ପାଇଲେ ମନ୍ତ୍ରିମଣ୍ଡଳରେ ସ୍ଥାନ

ଭୁବନେଶ୍ବର : ପ୍ରଥମ ଥର ନବୀନଙ୍କ କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି ୯ ଜଣ ବିଧାୟକ। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ହେବେ ମନ୍ତ୍ରୀ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ଦାଶ, ଟିଟିଲାଗଡ଼ ବିଧାୟିକା ଟୁକୁନି…

ନବୀନଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ଗୁରୁତ୍ୱ

ଭୁବନେଶ୍ବର : ନବୀନଙ୍କ ନୂଆ ଟିମ୍‌ । ପୁରୁଣା ଓ ନୂଆ ଚେହେରାଙ୍କୁ ନବୀନ ତାଙ୍କ ପଞ୍ଚମ ପାଳି କ୍ୟାବିନେଟରେ ସାମିଲ କରିବାକୁ ଯାଉଛନ୍ତି। ମନ୍ତ୍ରୀ ହେବେ ଭଟଲି ବିଧାୟକ ସୁଶାନ୍ତ ସିଂ। ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ମନ୍ତ୍ରୀ ଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସଂସ୍କୃତି ମନ୍ତ୍ରୀ…

୨୦୧୪ଠୁ ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ, ତଥାପି ଏହା ୧୪.୬ ପ୍ରତିଶତରେ ସୀମିତ

ଏଥର ଲୋକସଭାରେ ଓଡ଼ିଶାର ୨୧ ସାଂସଦଙ୍କ ମଧ୍ୟରୁ ୭ ମହିଳା। ଅର୍ଥାତ ପ୍ରତିଶତ ହିସାବରେ ଓଡ଼ିଶା ଆସନ ସଂଖ୍ୟାର ୩୩ ପ୍ରତିଶତ ମହିଳା, ଲୋକସଭାକୁ ଯାଇଛନ୍ତି। ବିଜେଡିର ୫ ଓ ବିଜେପିର ୨। ବିଜେଡିରୁ ସବୁଠାରୁ ବୟସ୍କା ପ୍ରମିଳା ବିଷୋୟୀ, ଆଉ ସବୁଠାରୁ କନିଷ୍ଠା ଚନ୍ଦ୍ରାଣି ମୁର୍ମୁ। ଚନ୍ଦ୍ରାଣୀ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ତାପୂର୍ବରୁ ସେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ପୁରୀ ଯାଇଥିଲେ ନବୀନ ପଟ୍ଟନାୟକ। ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ।…

ଆସନ୍ତା ୨୯ରେ ଶପଥ ନେବେ ନବୀନ : ଯୋଗ ଦେଇପାରନ୍ତି ଦେଶର ବହୁ ଶିଳ୍ପପତି ଓ ନାମିଦାମୀ ବ୍ୟକ୍ତି, ସୁରକ୍ଷା ବ୍ୟବସ୍ଥା…

ଶପଥ ଗ୍ରହଣ ଉତ୍ସବ ପାଇଁ ସଜବାଜ । ସାଧାରଣ ଲୋକଙ୍କ ସାମନାରେ ପଞ୍ଚମ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ ପଟ୍ଟନାୟକ। ଓଡ଼ିଶା ଇତିହାସରେ ପ୍ରଥମ ଥର ରାଜଭବନ ବାହାରେ ଭବ୍ୟ ଉତ୍ସବ ଅନୁଷ୍ଠିତ ହେଉଛି। ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆସନ୍ତା ୨୯ ତାରିଖ ସକାଳ ସାଢ଼େ ୧୦ଟାରେ ଶପଥ…

ଆଜି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ, ନବୀନ ନିବାସରେ ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ

ଆଜି ବସୁଛି ବିଜେଡି ବିଜୟୀ ସାଂସଦ ପ୍ରାର୍ଥୀଙ୍କ ବୈଠକ । ଦିନ ୧୦ଟା ୩୦ରେ ନବୀନ ନିବାସରେ ଦଳର ନବ ନିର୍ବାଚିତ ଲୋକସଭା ସାଂସଦଙ୍କୁ ଭେଟିବେ ବିଜେଡି ସୁପ୍ରିମୋ । ଭର୍ତ୍ତୃହରି ମହତାବଙ୍କୁ ଲୋକସଭା ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇପାରେ । ସେହିପରି ପିନାକୀ ମିଶ୍ରଙ୍କୁ ଚିଫ୍‌ ହ୍ଵିପ୍‌…

ଦଳ ବଦଳାଇ କିଏ ପାଇଲେ ଫାଇଦା, କାହାର ହେଲା ଘାଟା ?

ଚଳିତ ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଥିଲା ଦଳ ଡିଆଁ ପର୍ବ। ଅନ୍ୟ ରାଜନୈତିକ ଦଳରୁ ଆସି ଅନେକ ଟିକେଟ ନେଇଥିଲେ। ସେହିପରି କାହାକୁ ଟିକେଟ ନମିଳିବାରୁ କିଏ ଦଳ ସହ ସମ୍ପର୍କ କାଟିବା ଘଟଣା ନଜରକୁ ଆସିଥିଲା। ଏମାନଙ୍କ ଭିତରୁ କିଛି ଜିତିଲେ କିଛି ପରାଜିତ ହେଲେ। ନଜର ପକାନ୍ତୁ ଦଳ ବଦଳ…

ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ । ଚୁଡାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ଶ୍ରୀଲଙ୍କା ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଭୋଟ୍‌ ଗଣତିର ଟ୍ରେଣ୍ଡ ଦେଖି ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ…

ଦଳକୁ ହାରୁଥିବାର ଦେଖି କଂଗ୍ରେସ ଜିଲ୍ଲାଧ୍ୟକ୍ଷଙ୍କ ହୃଦଘାତରେ ମୃତ୍ୟୁ, ମତଗଣନା କେନ୍ଦ୍ରରେ ହିଁ ପଡିଗଲେ ତଳେ

ଲୋକସଭା ନିର୍ବାଚନ ୨୦୧୯ରେ କଂଗ୍ରେସକୁ ବଡ ଝଟକା ଲାଗିଛି। ଦଳ ପାଇଁ ମଧ୍ୟପ୍ରଦେଶରୁ ଖରାପ ଖବର ରହିଛି। ସିହୋରରେ ଏକ ମତଗଣନା କେନ୍ଦ୍ରରେ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ ସିଂହ ଠାକୁରଙ୍କର ହୃଦଘାତ ହେଲା। ଯେଉଁକାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଛି। କୁହାଯାଉଛି ଯେ ରତନ ସିଂହ ଠାକୁର…