Browsing Tag

election campaign

ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ବାଂସୁରୀ ସ୍ୱରାଜ, ଆଖିରେ ଲାଗିଲା ଆଘାତ

ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଛନ୍ତି ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ । ତାଙ୍କ ଆଖିରେ ଆଘାତ ଲାଗିଛି । ଆଖିରେ ପଟି ବାନ୍ଧି ସେ ନିର୍ବାଚନ ପ୍ରଚାର କରୁଥିବାର ନଜର ଆସିଛନ୍ତି । ବାଂସୁରୀ ସ୍ୱରାଜ ନୂଆଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କୁ ଆଘାତ ଲାଗିଥିବା ନେଇ ସେ…

ପ୍ରଚାରର ଶେଷ ଦିନରେ କମ୍ପିଲା ରାଜଧାନୀ ; ଡୋର୍ ଟୁ ଡୋର୍ ବୁଲି ଭୋଟ ମାଗିଲେ ପ୍ରାର୍ଥୀ

ଭୁବନେଶ୍ୱର (କେନ୍ୟୁଜ): ଆଜି ପ୍ରଚାରର ଶେଷ ଦିନରେ ଦୁଲୁକିଥିଲା ରାଜଧାନୀ । ଦିନ ତମାମ ଲାଗିଥିଲା ରୋଡ ସୋ, ବାଇକ ରାଲି ଏବଂ ପଦଯାତ୍ରା । ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ସବୁ ଦଳ କରିଥିଲେ କସରତ । ଭୋଟର ହିଁ ଆସନ୍ତା ୨୪ ତାରିଖରେ କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ । ଭୁବନେଶ୍ୱରରେ…

ସରିଲା ନାମାଙ୍କନ, ଆଜିଠୁ ପ୍ରଚାର : ସମର୍ଥକ ଓ କର୍ମୀଙ୍କ ଗହଣରେ ମୈଦାନରେ ପ୍ରାର୍ଥୀ

ଭୁବନେଶ୍ବର(କେନ୍ଯୁଜ୍): ସରିଲା ନାମାଙ୍କନ, ଆଜିଠୁ ପ୍ରଚାର ଯୁଦ୍ଧ। ସମର୍ଥକ ଓ କର୍ମୀଙ୍କ ଗହଣରେ ମୈଦାନରେ ପ୍ରାର୍ଥୀ। ପ୍ରଚାରରେ କମ୍ପିଲାଣି ସହର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦମ୍‌ ଲଗାଇଦେଇଛନ୍ତି ସବୁ ଦଳ। ଆସନ୍ତା ୯ ତାରିଖରୁ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ୧୪ ତାରିଖ ଅପରାହ୍ନ ୩ଟା…

ରୋଜଗାରର ବାଟ ଖୋଲିଛି ପଞ୍ଚାୟତ ନିର୍ବାଚନ, ପରିବାରର ପେଟକୁ ଦାନା ଯୋଗାଇ ପାରୁଛନ୍ତି ଏମାନେ

ଭଞ୍ଜନଗର (କେନ୍ୟୁଜ୍‌) : କରୋନା କଟକଣା ଯାହା ଛଡ଼େଇ ନେଇଥିଲା, ପଞ୍ଚାୟତ ନିର୍ବାଚନର ପ୍ରଚାର କାର୍ଯ୍ୟ ଏବେ ତାହା ଭରଣା କଲା। ହାତକୁ କାମ ମିଳିଲା ଆଉ କିଛି ରୋଜଗାର ବି ହେଲା । ଭଲରେ ଚଳିଲେ ଅଭାବୀ ପରିବାର। ଏବେ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରଚାର କାର୍ଯ୍ୟରେ କାମ କରୁଥିବା ଚିତ୍ରକର,…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଟକଣା କୋହଳ କଲେ ଇସି: ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କରିପାରିବେ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଚାର କଟକଣା କୋହଳ କରିଛନ୍ତି ଇସି । ପଦଯାତ୍ରା ଉପରୁ କଟକଣା ହଟାଇ ଦେଇଛନ୍ତି । ପଦଯାତ୍ରାରେ କେତେ ଲୋକ ସାମିଲ ହୋଇପାରିବେ ତାହା ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

ପଶ୍ଚିମବଙ୍ଗ ନିର୍ବାଚନ: ଆଜି ସରୁଛି ପ୍ରଚାର, ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ, ଭିଆଇପି ଆସନ ଉପରେ ସମସ୍ତଙ୍କ…

ଦିନକ ପରେ ପଶ୍ଚିମବଙ୍ଗ ନିର୍ବାଚନ। ବଙ୍ଗ ଏବେ ଉଠୁଛି ପଡ଼ୁଛି। ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରଚାର ଜୋରଦାର କରାଇଛନ୍ତି। କାରଣ, ଆଜି ହେଉଛି ପ୍ରଚାରର ଶେଷ ଦିନ। ଶନିବାର ଏଠାରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ୧୯୧ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଭୋଟରମାନଙ୍କୁ…

ଦିଲ୍ଲୀ ନିର୍ବାଚନରେ ଆଜି ସରୁଛି ପ୍ରଚାର, ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ

ଦିଲ୍ଲୀ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଶେଷ ଦିନରେ ଜମୁଛି କ୍ୟାମ୍ପେନିଂ। ଭୋଟରଙ୍କୁ ମନାଇବାକୁ ଆପ୍ରାଣ ଚେଷ୍ଟା ଚଲାଇଛନ୍ତି ସବୁ ଦଳର ନେତା ଓ କର୍ମୀ । ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମାନେ ମାରାଥନ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି, କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌

କେନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଲେ ମୋଦି। ନାସିକରେ ପ୍ରଚାର ଅଭିଯାନ ଆରମ୍ଭ କରି କାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, କାଶ୍ମୀରବାସୀଙ୍କୁ ଦଶନ୍ଧି ଦଶନ୍ଧି ଧରି ଦୁର୍ଦ୍ଦଶା ଭିତରେ ରଖିଥିଲା…

ସରି ସରି ଆସୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର : ପ୍ରାର୍ଥୀ, ସମର୍ଥକ ଓ ଷ୍ଟାର୍‌ ପ୍ରଚାରକଙ୍କ ହାଇଭୋଲଟେଜ…

ସାରସକଣାରୁ ସାଲେପୁର। ମୋରଡ଼ାରୁ ମହାକାଳପଡ଼ା । ଏବେ ଉଠୁଛି ପଡୁଛି। ସୂର୍ଯ୍ୟ ତାତିରୁ ବି ବଳିଯାଇଛି ନିର୍ବାଚନ ପ୍ରଚାର ତାତି। ମୈଦାନରେ ଷ୍ଟାର ପ୍ରଚାରକ। ଭୋଟରଙ୍କ ମନ ଜିଣିବାକୁ କେତେ କଣ ଫନ୍ଦି ଫିକର କରୁଛନ୍ତି ପ୍ରାର୍ଥୀ। ସଭା, ଶୋଭାଯାତ୍ରା ଓ ରୋଡ୍‌ ସୋ ପୁଣି କେଉଁଠି ପଥପ୍ରାନ୍ଥ ସଭା ।…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କ୍ୟାମ୍ପେନ ପାଇଁ ହାତରେ ଆଉ ୨ ଦିନ : ସଭା, ଶୋଭାଯାତ୍ରା ଓ ରୋଡ ସୋରେ କମ୍ପୁଛି ଚାରିଆଡ଼

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମାରାଥନ ପ୍ରଚାର। ୬ଟି ଲୋକସଭା ଆସନ ଓ ୪୧ଟି ବିଧାନସଭା ଆସନ ପାଇଁ କମ୍ପୁଛି ପ୍ରଚାର ମୈଦାନ। ନିର୍ବାଚନ ପ୍ରଚାରରେ ଓହ୍ଲାଇଛନ୍ତି ଦଳର ହେଭିୱେଟ ନେତା । ବଡ଼ଚଣା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅମର ପ୍ରସାଦ ଶତପଥୀ ମାରାଥନ…

କେନ୍ଦ୍ରାପଡ଼ା ଆସନ ଲାଗି ବିଜେଡିର ଜୋରଦାର ପ୍ରଚାର, ସହରରୁ ଗାଁ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଓ ଏହା ଅଧିନରେ ଥିବା ୭ ବିଧାନସଭା, ଚତୁର୍ଥ ପର୍ଯ୍ୟାୟର ହାଇପ୍ରୋଫାଇଲ ଆସନ। ସବୁ ଦଳ ଚଳାଇଛନ୍ତି ପ୍ରଚାର। ଲୋକସଭା ଆସନଟି ବିଜେଡି ପାଇଁ ସ୍ୱାଭିମାନର ପ୍ରଶ୍ନ ହୋଇଛି। ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି, ନିର୍ବାଚନୀ କ୍ଷେତ୍ରର ଗାଁଠୁ ସହର…

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର, କମ୍ପୁଛି ନିର୍ବାଚନ ମଣ୍ଡଳୀ

ଭୁବନେଶ୍ବର : ପ୍ରବଳ ଖରାକୁ ବଳି ପଡ଼ିଲାଣି ନିର୍ବାଚନ ଉଷ୍ଣତା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। କମ୍ପୁଛି ନିର୍ବାଚନ ମଣ୍ଡଳୀ। ମାରାଥନ୍‌ କ୍ୟାମ୍ପେନିଂ ଚଳାଇଛନ୍ତି ସମ୍ବଲପୁର ବିଜେଡି ବିଧାୟିକା ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ । ଘରକୁ ଘର ବୁଲି ଭୋଟ…