Browsing Tag

election campaigning

ନିଆର ଢ଼ଙ୍ଗରେ ପ୍ରଚାର, ପ୍ରାର୍ଥୀଙ୍କ ବେକରେ ଫୁଲମାଳ ସହ ଚପଲମାଳ

ଆଉ ଦିନ କେଇଟା ପରେ ହେବ ଭୋଟ । ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସେଥିପାଇଁ ପ୍ରଚାର ମୈଦାନରେ ପ୍ରାର୍ଥୀ। ଜୋରସୋରରେ ଚଳାଇଛନ୍ତି ନିଜର ପ୍ରଚାର । ଆଉ ଲୋକଙ୍କ ମନରେ ଜାଗା ତିଆରି କରିବା ପାଇଁ କରୁଛନ୍ତି ପ୍ରଚେଷ୍ଟା । ବର୍ତ୍ତମାନ ଉଠୁଛି ପଡ଼ୁଛି ପ୍ରଚାର ମୈଦାନ । କାରଣ ପ୍ରଚାର ମୈଦାନରେ…

ତେଲେଙ୍ଗାନା: ନିର୍ବାଚନ ପ୍ରଚାର ବେଳେ ବିଆର୍‌ଏସ୍‌ ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ, ପେଟରେ ଛୁରୀ ଭୁସିଦେଲେ ଅଜଣା ଯୁବକ

ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ଏଠାରେ ନିର୍ବାଚନ ପ୍ରଚାର ବେଳେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ସାଂସଦ କୋଠା ପ୍ରଭାକର ରେଡ୍ଡୀଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ସୂଚନା ଅନୁସାରେ, ଜଣେ ଅଜଣା ଯୁବକ ସାଂସଦଙ୍କ ପେଟରେ ଛୁରୀ ଭୁସି…

ଧାମନଗର ଉପନିର୍ବାଚନ ପାଇଁ ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ, ଆଜି ସନ୍ଧ୍ୟାରେ ସରିବ…

ଭଦ୍ରକ(କେନ୍ୟୁଜ୍): ଶେଷ ପର୍ଯ୍ୟାୟରେ ଧାମନଗର ଉପନିର୍ବାଚନ ଲଢେଇ। କ୍ୟାମ୍ପେନିଂରେ କମ୍ପୁଛି ମଇଦାନ । ଆଜି ସନ୍ଧ୍ୟାରେ ସରିବ ପ୍ରଚାର, ୩ରେ ଭୋଟ୍‌। ସଭା, ଶୋଭାଯାତ୍ରା ସହ ଜମୁଛି ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନିଂ। ଗତକାଲି ଭର୍ଚୁଆଲରେ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି, ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ…

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି…

ରାଜ୍ୟ ରାଜନୀତିରେ ଉଷ୍ଣତା ଭରିଦେଇଛି ଧାମନଗର ଉପନିର୍ବାଚନ: ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ

ଭଦ୍ରକ(କେନ୍ୟୁଜ୍): ସରଗରମ ଧାମନଗର ରାଜନୀତି । ନିର୍ବାଚନ ପାଇଁ ମଇଦାନ ପ୍ରସ୍ତୁତ। ମଇଦାନରେ ଅବନ୍ତୀ -ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ। ବିଜେଡିରୁ ପ୍ରାର୍ଥି ଭାବେ ଲଢିବେ ଅବନ୍ତୀ ଦାସ । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତିଥିଲେ ଅବନ୍ତୀ…

ହାତରେ ଆଉ ମାତ୍ର କେଇ ଘଣ୍ଟା, ଆଜି ଅପରାହ୍ନ ୫ଟା ପରେ ଥମିବ ପ୍ରଚାର

ଭୁବନେଶ୍ବର(କେନ୍ଯୁଜ୍): ହାତରେ ଆଉ ମାତ୍ର କେଇ ଘଣ୍ଟା। ଆଜି ସନ୍ଧ୍ୟାରେ ଥମିବ ପ୍ରଚାର। ଅପରାହ୍ନ ୫ଟା ପରେ ପ୍ରଚାର ଓ ଶୋଭାଯାତ୍ରା ହୋଇପାରିବ ନାହିଁ। ପୌର ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟରେ ମାରାଥନ କ୍ୟାମ୍ପେନିଂ କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ। ଚଳାଇଛନ୍ତି ଝାଳବୁହା ପ୍ରଚାର ।…

ଦୁଇ ଦିନ ପରେ ପୌର ପରୀକ୍ଷା: ଆସନ୍ତାକାଲି ସରିବ ପ୍ରଚାର, ଖରାକୁ ଖାତିର ନକରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି…

ଭୁବନେଶ୍ବର(କେନ୍ୟୁଜ୍): ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି । କେଉଁଠି ରୋଡ୍‌ ସୋ ଓ ବାଇକ ରାଲି ତ ଆଉ କେଉଁଠି ସଭାରେ…

ଦିନକ ପରେ ପଞ୍ଚାୟତ ନିର୍ବାଚନ, ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଭୁବନେଶ୍ୱର (କେନ୍ୟୁଜ): ଆଜି ସନ୍ଧ୍ୟାରେ ସରିବ ପ୍ରଚାର। ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୧୬ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟା ଠାରୁ ପ୍ରଚାର ବନ୍ଦ ରହିବ। ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର…

ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ତିନି ପୋଷା କୁକୁର, ପ୍ରାର୍ଥୀଙ୍କ ସହ ବୁଲୁଛନ୍ତି ଦୁଆର ଦୁଆର

ଗଞ୍ଜାମ(କେନ୍ୟୁଜ୍):  ପଞ୍ଚାୟତ ନିର୍ବାଚନକୁ ନେଇ ଦିନକୁ ଦିନ ଅନେକ ରୋଚକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି।  ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପାର୍ଥୀ ମାନେ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । କେଉଁଠି ଗାଁ ସେବା କରିବା ପାଇଁ ପ୍ରାର୍ଥମାନେ ବିବାହ ନକରିବାର ଶପଥ ନେଉଛନ୍ତି ତ ଆଉ କେଉଁଠି…

୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ମମତା ବାନାର୍ଜୀଙ୍କ ଧାରଣା ଜାରି, ଏକୁଟିଆ ବସି ପେଟିଂ ବନାଉଥିବାର ଆସିଲେ ନଜର

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ଲାଗିଥିବା ୨୪ ଘଣ୍ଟିଆ ବ୍ୟାନ୍‌ ବିରୋଧରେ ଧାରଣା ଜାରି ରହିଛି। ମମତା ପୂର୍ବାହ୍ନ ୧୧ଟା ୪୦ ମିନିଟ୍‌ରେ ମାୟୋ ସଡକରେ ପହଞ୍ଚିଥିଲେ ଏବଂ ପରିସରସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି…

ମହାରାଷ୍ଟ୍ର ଓ ହରିଆନା ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର, ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ଉଦ୍ୟମ

କେନ୍ୟୁଜ୍: ମହାରାଷ୍ଟ୍ର ଓ ହରିଆନା ବିଧାନସଭା ନିର୍ବାଚନ ପାଇଁ ଆଜି ଥମିବ ପ୍ରଚାର। ୨୧ ତାରିଖରେ ମହାରାଷ୍ଟ୍ରର ୨୮୮ ଓ ହରିଆନାର ୯୦ଟି ଆସନରେ ହେବ ମତଦାନ। ଏଥପାଇଁ ସବୁ ଦଳ ଚଳାଇଛନ୍ତି ଜୋରଦାର ପ୍ରଚାର। ଦୀର୍ଘ ୫୦ ବର୍ଷ ପରେ ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ନିଜର କାର୍ଯ୍ୟକାଳ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଲା ଆଉ କିଛି ଘଣ୍ଟା, କମ୍ପୁଛି ଉପକୂଳ ଓ…

କେନ୍ୟୁଜ୍ : ଆଜି ସରୁଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କ୍ୟାମ୍ପେନିଂ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଛି ଆଉ କିଛି ଘଣ୍ଟା । କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଏବେ ସବୁ ବଳ ଖଟାଇ ଦେଇଛନ୍ତି । ଦିନ ରାତି ଚଳାଇଛନ୍ତି ପ୍ରଚାର ।…