ଭେଲୋର ଲୋକସଭା ଆସନରେ ନିର୍ବାଚନ ବାତିଲ
ତାମିଲନାଡୁର ଭେଲୋର ଲୋକସଭା ଆସନରେ ନିର୍ବାଚନକୁ ବାତିଲ କରି ଦେଇଛନ୍ତି ନିର୍ବାଚନ କମିଶନ୍ । ଜଣେ ଡିଏମ୍କେ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରୁ ବିପୁଳ ପରିମାଣରେ ନଗଦ ଟଙ୍କା ମିଳିବା ପରେ ନିର୍ବାଚନ କମିଶନ୍ ଏଭଳି ପଦକ୍ଷେପ ନେଇଛନ୍ତି ।
ଆୟକର ବିଭାଗ ଗତ ମାର୍ଚ୍ଚ ୩୦ ତାରିଖରେ ଚଢ଼ାଉ କରି…