Browsing Tag

election commission

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ହେବ ତାରିଖ ଘୋଷଣା, ୨୩ରେ ସରିବ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ

ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ଅପରାହ୍ନ ୨ଟାରେ ନିର୍ବାଚନ କମିଶନରଙ୍କ ପ୍ରେସ ମିଟ ରହିଛି । ଫେବୃଆରୀ ୨୩ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରିବ । ୭୦ ଆସନ ବିଶିଷ୍ଠ ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେଉଛି ।…

ସେପ୍ଟେମ୍ବର ୧୮ରୁ ଜମ୍ମୁ-କାଶ୍ମୀର ନିର୍ବାଚନ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇଛି । ଏଠାରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ସେପ୍ଟେମ୍ବର ୨୫ରେ…

ଜମ୍ମୁ-କାଶ୍ମୀର ଓ ହରିୟାଣାରେ ଆଜି ହେବ ତାରିଖ ଘୋଷଣା, ଘାଟିରେ ୩୭୦ ହଟିବା ପରେ ପ୍ରଥମ ବିଧାନସଭା ନିର୍ବାଚନ

ଆଜି ଘୋଷଣା ହେବ ଜମ୍ମୁ-କାଶ୍ମୀରର ନିର୍ବାଚନ ତାରିଖ । ଏହା ସହିତ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯିବ । ଭାରତୀୟ ନିର୍ବାଚନ ଆୟୋଗ ଅପରାହ୍ନ ୩ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନୀ ସୂଚୀ ଘୋଷଣା କରିବେ । ୩୭୦ ହଟିବା ପରେ…

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । ମୁମ୍ବାଇ ପୋଲିସ ଶିବସେନା (ସିନ୍ଦେ ଦଳ) ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଣି ଥରେ ଇଭିଏମ୍‌…

ନିର୍ବାଚନ କମିଶନଙ୍କ ଘୋଷଣା: ୭ଟି ରାଜ୍ୟର ୧୩ ବିଧାନସଭା ଆସନରେ ହେବ ଉପନିର୍ବାଚନ, ଜୁଲାଇ ୧୦ରେ ଭୋଟ

ନିର୍ବାଚନ କମିଶନ ଦେଶର ୭ଟି ରାଜ୍ୟର ୧୩ଟି ବିଧାନସଭା ଆସନରେ ଉପନିର୍ବାଚନ କରିବାକୁ ଘୋଷଣା କରିଛନ୍ତି । ନିର୍ବାଚନ କମିଶନ ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତାମିଲନାଡୁ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହି ୧୩ ସିଟରେ…

ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ରାଜ୍ୟର ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ବୈଠକରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ…

ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କଠୋର, ସୁରଜେୱାଲା ଓ ଖରଗେଙ୍କୁ ନୋଟିସ୍‌

ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ସମସ୍ୟା ଥମୁନାହିଁ । ବର୍ତ୍ତମାନ ନିର୍ବାଚନ ଆୟୋଗ ହେମାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ ଆୟୋଗ…

ନିର୍ବାଚନ ପୂର୍ବରୁ ୨ ନୂଆ ଏସ୍‌ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର (କେନ୍ୟୁଜ): ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତ  ।  ଦୁଇ ଜଣ ଏସ୍ ପି ଓ ଜଣେ DCPଙ୍କୁ ଦାୟିତ୍ବ ଅନୁମତି ଦେଇଛନ୍ତି ECI ।  ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି ।  କଟକ DCP ହୋଇଛନ୍ତି…

ଏଗଜିଟ ପୋଲ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ, ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଏସବୁ ମନା

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଏଗଜିଟ୍‌ ପୋଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୌଣସି ସମ୍ବାଦ ସରବରାହ ସଂସ୍ଥା ଏପ୍ରିଲ ୧୦ ତାରିଖ ସକାଳ ୭ରୁ ଜୁନ୍‌ ୧ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ କୌଣସି ଏଗଜିଟ ପୋଲ ଉପରେ ସମ୍ବାଦ ଦେଖାଇପାରିବେ ନାହିଁ । ଏନେଇ ନୋଟିଫିକେସନ ଜାରି…

ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ଼ ଏସପି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି । ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କଲେ ଭାରତୀୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ନିର୍ଦେଶ ଦେଲେ । ଦେବଗଡ଼ ଓ କଟକ ଗ୍ରାମୀଣ ଏସପିଙ୍କ ମଧ୍ୟ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ । ନିର୍ବାଚିତ…

ଆଜି ବାଜିବ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ନୂଆଦିଲ୍ଲୀ : ଆଜି ବାଜିବ ନିର୍ବାଚନ ବିଗୁଲ୍ । ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ତାରିଖ ବାହାରିବ । ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ । ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ମୁଖ୍ୟ…

ଶେଷ ପର୍ଯ୍ୟାୟରେ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ଇଲେକ୍ସନକୁ ନିରପେକ୍ଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ (କେନ୍ୟୁଜ): ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କର । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କୁ ECIଙ୍କ ଗୁରୁମନ୍ତ୍ର । ଦିଲ୍ଲୀ ବିଜ୍ଞାନ ଭବନରେ ହାଇବ୍ରିଡ ମୋଡରେ ଆୟୋଜିତ ବୈଠକରେ ଆଇଏଏସ, ଆଇପିଏସ୍ ଅଧିକାରୀଙ୍କ ସମେତ ଭାରତୀୟ ରାଜସ୍ବ ସେବା ଏବଂ…