Browsing Tag

election commission

ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଡାକିଲେ ସର୍ବଦଳୀୟ ବୈଠକ । ରାଜ୍ୟର ସମସ୍ତ ଜାତୀୟ ଓ ଆଞ୍ଚଳିକ ଦଳଙ୍କୁ ବୈଠକରେ ସାମିଲ ହେବା ପାଇଁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ରାଜ୍ୟରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ…

ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗ କଠୋର, ସୁରଜେୱାଲା ଓ ଖରଗେଙ୍କୁ ନୋଟିସ୍‌

ମଥୁରା ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରଣଦୀପ ସୁରଜେୱାଲାଙ୍କ ସମସ୍ୟା ଥମୁନାହିଁ । ବର୍ତ୍ତମାନ ନିର୍ବାଚନ ଆୟୋଗ ହେମାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହା ବ୍ୟତୀତ ଆୟୋଗ…

ନିର୍ବାଚନ ପୂର୍ବରୁ ୨ ନୂଆ ଏସ୍‌ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର (କେନ୍ୟୁଜ): ରାଉରକେଲା ଓ ଅନୁଗୁଳରେ ନୂଆ ଏସପି ନିଯୁକ୍ତ  ।  ଦୁଇ ଜଣ ଏସ୍ ପି ଓ ଜଣେ DCPଙ୍କୁ ଦାୟିତ୍ବ ଅନୁମତି ଦେଇଛନ୍ତି ECI ।  ବ୍ରିଜେଶ କୁମାର ରାୟଙ୍କୁ ରାଉରକେଲା ଏସପି ଓ ଡକ୍ଟର ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି ।  କଟକ DCP ହୋଇଛନ୍ତି…

ଏଗଜିଟ ପୋଲ ଉପରେ ପ୍ରତିବନ୍ଧକ ଲଗାଇଲେ ନିର୍ବାଚନ କମିଶନ, ଏପ୍ରିଲ ୧୯ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଏସବୁ ମନା

ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଏଗଜିଟ୍‌ ପୋଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୌଣସି ସମ୍ବାଦ ସରବରାହ ସଂସ୍ଥା ଏପ୍ରିଲ ୧୦ ତାରିଖ ସକାଳ ୭ରୁ ଜୁନ୍‌ ୧ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ କୌଣସି ଏଗଜିଟ ପୋଲ ଉପରେ ସମ୍ବାଦ ଦେଖାଇପାରିବେ ନାହିଁ । ଏନେଇ ନୋଟିଫିକେସନ ଜାରି…

ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ଼ ଏସପି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ଼ ଏସପି । ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କଲେ ଭାରତୀୟ ନିର୍ବାଚନ କମିଶନ । ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ନିର୍ଦେଶ ଦେଲେ । ଦେବଗଡ଼ ଓ କଟକ ଗ୍ରାମୀଣ ଏସପିଙ୍କ ମଧ୍ୟ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ । ନିର୍ବାଚିତ…

ଆଜି ବାଜିବ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ନୂଆଦିଲ୍ଲୀ : ଆଜି ବାଜିବ ନିର୍ବାଚନ ବିଗୁଲ୍ । ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ତାରିଖ ବାହାରିବ । ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ । ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ମୁଖ୍ୟ…

ଶେଷ ପର୍ଯ୍ୟାୟରେ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି, ଇଲେକ୍ସନକୁ ନିରପେକ୍ଷ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ (କେନ୍ୟୁଜ): ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କର । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କୁ ECIଙ୍କ ଗୁରୁମନ୍ତ୍ର । ଦିଲ୍ଲୀ ବିଜ୍ଞାନ ଭବନରେ ହାଇବ୍ରିଡ ମୋଡରେ ଆୟୋଜିତ ବୈଠକରେ ଆଇଏଏସ, ଆଇପିଏସ୍ ଅଧିକାରୀଙ୍କ ସମେତ ଭାରତୀୟ ରାଜସ୍ବ ସେବା ଏବଂ…

ରାଜନୈତିକ ଦଳଙ୍କୁ ନିର୍ବାଚନ କମିଶନଙ୍କ ଚେତାବନୀ, ଆଚରଣବିଧି ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପୂର୍ବରୁ ଆସିଲା ନିର୍ବାଚନ କମିଶନଙ୍କ ଚେତାବନୀ । ଜନସଭାରେ ଶାଳୀନତା ରକ୍ଷା କରିବାକୁ ରାଜନୈତିକ ଦଳଗୁଡିକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେବା ସହ ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ।…

ଆଜି ମୁଖ୍ୟ ସଚିବ ଓ ଡିଜିପିଙ୍କ ସହ ନିର୍ବାଚନ ଆୟୋଗଙ୍କ ବୈଠକ, ନିର୍ବାଚନରେ କଳାଟଙ୍କା କାରବାର ରୋକିବା ଉପରେ ଗୁରୁତ୍ବ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ନିର୍ବାଚନ ପରିଚାଳନା ପାଇଁ ବଡ଼ ବ୍ଲୁ ପ୍ରିଣ୍ଟ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ନିର୍ବାଚନ ଆୟୋଗ ମାରାଥନ୍ ବୈଠକ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ…

ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍: ଆଜି ସମସ୍ତ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା

ଭୁବନେଶ୍ୱର(କେନ୍ୟୁଜ୍‌):  ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍ । ତିନି ଦିନିଆ ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ଟିମ୍ । ଆଜି ଓ ଆସନ୍ତାକାଲି ଓଡ଼ିଶାରେ ରହିବେ । ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ । ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା…

NCP ଛଡ଼ାଇ ନିଆଯିବା ପରେ ଏବେ ଶରଦ ପାଓ୍ଵାର ଯିବେ ସୁପ୍ରିମ୍‌କୋର୍ଟ

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହଇଚଇ ସୃଷ୍ଟି ହୋଇଛି । ଶିବସେନା ପରେ ଏବେ NCPର ଅବସ୍ଥା ମଧ୍ୟ ସେହିଭଳି ହୋଇଯାଇଛି । ନିର୍ବାଚନ ଆୟୋଗ ମଙ୍ଗଳବାର ଅଜିତ ପାୱାରଙ୍କ ଦଳକୁ ଅସଲି NCP ଘୋଷଣା କରିଛନ୍ତି । ଆୟୋଗ ଅଜିତ ପାୱାରଙ୍କ ଦଳକୁ ପାର୍ଟିର ନାମ ଏବଂ ନିର୍ବାଚନ ଚିହ୍ନ (ଘଣ୍ଟା) ବଣ୍ଟନ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ

ଚଳିତ ସପ୍ତାହରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନଙ୍କ ଟିମ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ନିର୍ବାଚନର ପ୍ରସ୍ତୁତି ନେଇ ଚୂଡାନ୍ତ ସମୀକ୍ଷା କରିବେ। ନିକଟରେ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ…