Browsing Tag

election commissioner

ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ Z ସୁରକ୍ଷା

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ Z ସୁରକ୍ଷା ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମୁତାବକ, ଇଣ୍ଟେଲିଜେନ୍ସ ବ୍ୟୁରୋର ଗୁପ୍ତ ରିପୋର୍ଟ ଆଧାରରେ ମୁଖ୍ୟ ନିର୍ବାଚନ କମିଶନଙ୍କ ସୁରକ୍ଷା ଦାୟିତ୍ୱ ବଢାଇଦେଇଛି । ଖବର ମୁତାବକ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ…

ଆଜି ସନ୍ଧ୍ୟା ସୁଦ୍ଧା ହଟିବ ପୋଷ୍ଟର ଓ ବ୍ୟାନର, ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦିନ କେଇଟା ବାକି । ନିର୍ବାଚନୀ ବିଗୁଲ ବାଜିବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁଁ ଏବେ ଚାରିଆଡେ ରାଜନୈତିକ ପୋଷ୍ଟର ବ୍ୟାନର ହଟାଯାଉଛି । ସହର ଠାରୁ ଗାଁ ପର୍ଯ୍ୟନ୍ତ ସବୁଠି ଆଜି ହଟିବ ବେଆଇନ ନିର୍ବାଚନୀ…

ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ ହେଲେ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ

ନୂଆଦିଲ୍ଲୀ : ବ୍ୟୁରୋକ୍ରାଟ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଦୁଇ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି…

ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋଏଲ ଦେଲେ ଇସ୍ତଫା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଅଚାନକ ଇସ୍ତଫାକୁ ନେଇ ନାନା ଚର୍ଚ୍ଚା । ତାଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି । ତିନି ସଦସ୍ୟ ବିଶିଷ୍ଟ ନିର୍ବାଚନ କମିଶନରେ ପୂର୍ବରୁ ଗୋଟିଏ ପଦ ଖାଲି ପଡ଼ିଥିଲା । ଏବେ ନିର୍ବାଚନ…

ନିର୍ବାଚନ ପୂର୍ବରୁ ଇସିଙ୍କ କଡ଼ା ନିୟମ : ସମାନ ଲୋକସଭା କ୍ଷେତ୍ରରେ ବଦଳି ହୋଇ ପାରିବେନି ଅଧିକାରୀ

ଭୁବନେଶ୍ୱର (କେନ୍ୟୁଜ): ଅଧିକାରୀଙ୍କ ବଦଳି ଉପରେ ନିର୍ବାଚନ କମିଶନଙ୍କ ନୂଆ ନିୟମ । ସମାନ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନରେ ପାଖ ଜିଲ୍ଲାକୁ ବଦଳି ହୋଇଥିଲେ ଚଳିବ ନାହିଁ। ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ ପରେ ଜଣେ ଅଧିକାରୀ ଯେପରି ସମାନ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ପଡ଼ୋଶୀ…

ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନର, ନିର୍ବାଚନ ପ୍ରସ୍ତୁତି ଉପରେ କରିବେ ସମୀକ୍ଷା

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନର ଓ ଟିମ୍ । ଦୁଇଦିନ ଧରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ। ଓଡ଼ିଶାରେ ଏକାସଙ୍ଗେ ହେଉଛି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି କେତେ…

ନିର୍ବାଚନ କମିଶନରଙ୍କ ଚୟନ ଉପରେ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି! ଏବେ ପ୍ରଧାନମନ୍ତ୍ରୀ, ସିଜେଆଇ ଓ…

ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମ କୋର୍ଟ ଆଜି ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଏବେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ସିଜେଆଇ (CJI) ମିଳିତ ଭାବେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଚୟନ…

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କଟକଣା କୋହଳ କଲେ ଇସି: ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କରିପାରିବେ…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ପ୍ରଚାର କଟକଣା କୋହଳ କଲେ ନିର୍ବାଚନ କମିଶନ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଚାର କଟକଣା କୋହଳ କରିଛନ୍ତି ଇସି । ପଦଯାତ୍ରା ଉପରୁ କଟକଣା ହଟାଇ ଦେଇଛନ୍ତି । ପଦଯାତ୍ରାରେ କେତେ ଲୋକ ସାମିଲ ହୋଇପାରିବେ ତାହା ରାଜ୍ୟ ବିପର୍ଯ୍ୟୟ ପରିଚାଳନା…

୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଆଞ୍ଚଳ ପାଇଁ କେଉଁ ତାରିଖରେ ଭୋଟ ହେବ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ): ବାଜିଲା ନିର୍ବାଚନ ବିଗୁଲ। ମଇଦାନ କମ୍ପାଇବେ ରାଜନୈତିକ ଦଳ।  ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଆଞ୍ଚଳର ନିର୍ବାଚନ ପାଇଁ ପ୍ରେସମିଟରେ ତାରିଖ ଘୋଷଣା କଲେ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନର। ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୧ ଏପିଲରେ ଦ୍ବିତୀୟ…

ସବୁ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ, ପ୍ରଚାର କିମ୍ବା ବିଜ୍ଞାପନରେ ବ୍ୟବହାର କରିବେନି ସେନବାହିନୀର…

ଭୁବନେଶ୍ବର : ଚଳିତ ନିର୍ବାଚନରେ ସେନାର କାର୍ଯ୍ୟାକଳାପକୁ ନେଇ ପ୍ରଚାର କରାଯିବ ନାହିଁ । ସବୁ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରି ପୁଣି ଥରେ ମନେ ପକାଇ ଦେଇଛନ୍ତି ନିର୍ବାଚନ କମିଶନ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଆଡଭାଇଜରୀ ଜାରି କରି ଏପରି ନିର୍ଦ୍ଦେଶ…

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌

ଭୁବନେଶ୍ୱର(କେନ୍ୟୁଜ୍) : ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି । ସମୀକ୍ଷା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନଙ୍କ ଏକ ୬ ଜଣିଆ ଟିମ୍‌ । ନିର୍ବାଚନ କମିଶନର ଅଶୋକ ଲାଭାସା ଟିମ୍‌ର ନେତୃତ୍ୱ ନେଉଛନ୍ତି । ଦୁଇ ଦିନିଆ ଗସ୍ତରେ ବିଭିନ୍ନ…