Odisha News
Browsing Tag

election

ଆଜିଠୁ ୫ଟି ପର୍ଯ୍ୟାୟରେ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ

ଭୁବନେଶ୍ବର: ଆଜିଠୁ ୫ଟି ପର୍ଯ୍ୟାୟରେ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜିଠୁୁ ୧୩ ଜାନୁଆରୀ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତରେ ସଭାପତି ସହ କମିଟି ସଭ୍ୟ ଓ ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ହେବ ।…

ଝାଡଖଣ୍ଡରେ ବାଜିମାତ କଲା ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟ, ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ…

କେନ୍ୟୁଜ୍(ବ୍ୟୁରୋ): ଝାଡଖଣ୍ଡରେ ସରକାର ଗଢିବେ ଜେଏମ୍‌ଏମ୍‌ଏମ୍‌-କଂଗ୍ରେସ ମେଣ୍ଟ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ନେତା ହେମନ୍ତ ସୋରେନ୍‌। ଜେଏମ୍‌ଏମ-କଂଗ୍ରେସ ମେଣ୍ଟକୁ ମିଳିଛି ସ୍ପଷ୍ଟ ବହୁମତ। ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସରିଛି ମତଦାନ, ଏକଜିଟ୍‌ ପୋଲ ସୂତ୍ରରୁ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟକୁ ଅଧିକ ଆସନ…

କେନ୍ୟୁଜ୍(ବ୍ୟୁରୋ):  ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ସରିଛି। ସରିଲା ଭୋଟ୍‌। ଇଭିଏମ୍‌ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌। ଆସନ୍ତା ୨୩ ତାରିଖରେ ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟ ଫଳ। ମତଦାନ ପରେ ଆସିଛି ଏକଜିଟ୍‌ ପୋଲ ରିପୋର୍ଟ। ସମସ୍ତେ…

ଡିସେମ୍ବରରେ ୫ଟି ପର୍ଯ୍ୟାୟରେ ହେବ BJDର ସାଙ୍ଗଠନିକ ନିର୍ବାଚନ, BJDର ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଦେଲେ ସୂଚନା

କେନ୍ୟୁଜ୍(ବ୍ୟୁରୋ):   ୫ଟି ପର୍ଯ୍ୟାୟରେ ଡିସେମ୍ବର ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ରୁ ଆସନ୍ତା ୨୬ ଫେବୃୟାରୀ ୨୦୨୦ରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବରରୁ ୧୩ ଜାନୁଆରୀ ମଧ୍ୟରେ ହେବ। ଏହି ପର୍ଯ୍ୟାୟରେ ଗ୍ରାମ ପଞ୍ଚାୟତରେ ସଭାପତି ସହ…

କାଲିଠୁ ବିଜେପିର ଆରମ୍ଭ ହେବ ଜିଲ୍ଲା ସଭାପତି ନିର୍ବାଚନ, ୩୬ଟି ସାଂଗଠନିକ ଜିଲ୍ଲାର ସଭାପତି ସହମତି ଭିତିରେ ହେବେ…

କେନ୍ୟୁଜ୍(ବ୍ୟୁରୋ):   ଶେଷ ପର୍ଯ୍ୟାୟରେ ବିଜେପିର ସାଂଗଠନିକ ନିର୍ବାଚନ । ୧୦୦୪ ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ନିର୍ବାଚନ ସରିଛି । ହେଲେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ମଣ୍ଡଳ ସଭାପତି ନିର୍ବାଚନ ହୋଇପାରୁନାହିଁ ।ରାଜ୍ୟର ରାଜନୈତିକ କେନ୍ଦ୍ର ସ୍ଥଳ ଭୁବନେଶ୍ୱରରେ ଅଧାରୁ ଅଟକିଛି…

ମୋଦି ସରକାରଙ୍କ ନୂଆ ନିୟମ, ଏବେ ଘରେ ବସି ଭୋଟ ଦେଇପାରିବେ ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି

୮୦ ବର୍ଷରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗମାନେ ବର୍ତ୍ତମାନ ପୋଷ୍ଟାଲ ବାଲେଟ ଜରିଆରେ ଭୋଟ ଦେଇପାରିବେ। କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି। ରିପାର୍ଟ ଅନୁଯାୟୀ ଏହି ଶ୍ରେଣୀର ବ୍ୟକ୍ତିମାନେ ନିଜ ଇଛା ଅନୁସାରେ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇପାରିବେ। ଏଥିପାଇଁ ଦୁଇଟି ବିକଳ୍ପ ରହିବ।…

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନିର୍ବାଚନ, ପ୍ରମୁଖ ପଦ ଗୁଡିକରେ ମେଣ୍ଟ ପ୍ରାର୍ଥୀ ଅଛନ୍ତି ଆଗୁଆ

ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ନିର୍ବାଚନରେ ବାମ ମେଣ୍ଟ ଆଗରେ। ସଭାପତି, ଉପସଭାପତି, ସଂପାଦକ ଭଳି ପ୍ରମୁଖ ପଦବୀରେ ବାମ ମେଣ୍ଟ ପ୍ରାର୍ଥୀମାନେ ଆଗରେ ରହିଛନ୍ତି। ୧୮୪୧ଟି ଭୋଟରୁ ୫୫୦ଟି ଭୋଟ ଗଣତି ହୋଇଥିବା ବେଳେ ବାମମେଣ୍ଟର ସଭାପତି ପ୍ରାର୍ଥୀ ଐଶ ଘୋଷ ୨୨୬ ଖଣ୍ଡ ଭୋଟ ପାଇଛନ୍ତି। ବୀର…

ଓଡ଼ିଶା ରାଜନୀତିରେ ସୃଷ୍ଟି ହେଉଛି କି ନୂଆ ଅଧ୍ୟାୟ ?କେନ୍ଦ୍ରରେ ସମର୍ଥନ, ରାଜ୍ୟରେ ଲଢେଇ

ରାଜ୍ୟ ରାଜନୀତିରେ ଏକ ନୂଆ ଯୁଗର ସୃଷ୍ଟି ହୋଇଛି କି? ରାଜ୍ୟର ବିଜେଡି ସରକାର ଓଡ଼ିଶାରେ ବିଜେପି ସହ ଲଢେଇ କରୁଛନ୍ତି, କିନ୍ତୁ କେନ୍ଦ୍ରରେ ବିଜେପିକୁ ଗଠନମୂଳକ ସହଯୋଗ କରୁଛି। ଏହି ନୂଆ ଦିଗ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପାଟକୁରା ପାଇଁ ରାଜ୍ୟରେ ବିଜେଡି-ବିଜେପି ମଧ୍ୟ ଘମାସାନ। ବିଜେପିକୁ…

ପାଟକୁରା ପଲିଟିକ୍ସ : ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ନେତା

ନିର୍ବାଚନ ତାରିଖ ଘୋଷଣା ପରେ ଚଳଚଞ୍ଚଳ ପାଟକୁରା ପଲିଟିକ୍ସ। ଗାଁ ଗାଁରେ ପହଞ୍ଚି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି ନେତା। ଏହି ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ବିଜେଡିରୁ ପ୍ରାର୍ଥୀ ଅଛନ୍ତି ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ…

ଅଲିମ୍ପିକ୍ସ ପ୍ରସଙ୍ଗ ଆଲୋଚନା ବେଳେ, କିସ୍ ଓ ପ୍ରତିଷ୍ଠାତା ଡ. ସାମନ୍ତଙ୍କୁ ପ୍ରଂଶସା କଲେ ରାଜୀବ ପ୍ରତାପ ରୁଡ୍ଡି

ଲୋକସଭାରେ କିସ୍ ଓ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କଲେ ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି। ଭଲ କାମକୁ ସର୍ବଦା ପ୍ରଶଂସା କରାଯାଏ। କିସ୍ ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରାକୁ ବିଭିନ୍ନ ସ୍ତରରେ ପ୍ରଶଂସା କରାଯାଇଆସୁଛି। କିସ୍ ଓ ଡକ୍ଟର ଅଚ୍ୟୁତ…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ, ଜାରି ରହିଛି ତର୍କ ବିତର୍କ

ଭୁବନେଶ୍ବର କେନ୍ୟୁଜ୍ : ଦେଶରେ ଏକକ ନିର୍ବାଚନ କିପରି ସମ୍ଭବ ହୋଇ ପାରିବ। ଏ ନେଇ ତର୍କ ଓ ବିତର୍କ ଜାରି ରହିଛି। ଏକକ ନିର୍ବାଚନରେ ଫାଇଦା କଣ ଓ ଏହା ଲାଗୁ କରିବା ନେଇ କଣ ଚ୍ୟାଲେଞ୍ଜ ରହିଛି, ଆସନ୍ତୁ ଜାଣିବା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ବହୁ ପୂର୍ବରୁ ଏ ନେଇ ଆଲୋଚନା ହୋଇଛି।…

ବଦଳିଲା ମିଜୋରାମ୍ ଇତିହାସ, ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଜଣେ ମହିଳା

ଦେଶର ଲୋକସଭା ନିର୍ବାଚନା ନେଇ ମାହୋଲ ବେଶ ଗରମ ରହିଛି। ତେବେ ମିଜୋରାମ୍ ଇତିହାସରେ ଦେଖିବାକୁ ମିଳିଛି ପ୍ରଥମ ଘଟଣା। ଏଠାରେ ପ୍ରଥମ ଥର ପାଇଁ ଜଣେ ମହିଳା ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ତାହା ପୁଣି ଭଗବାନଙ୍କ ଇଚ୍ଛାରେ। ଯଦି ସେ ବିଜୟ ହାସଲ କରିବେ, ତେବେ ମିଜୋରାମ୍ ନିର୍ବାଚନୀ…