Browsing Tag

election

ସରିଲା ପୌର ନିର୍ବାଚନ: ଭୁବନେଶ୍ବରରେ ୫୦ ପ୍ରତିଶତ ହେଲା ସହରୀ ଭୋଟ

କେନ୍ୟୁଜ୍(ବ୍ୟୁରୋ):  ସରିଲା ପୌର ମତଦାନ । ଅପରାହ୍ନ ୫ଟା ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି । ୪୭ଟି ପୌର ପରିଷଦ, ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ୩ଟି ମହାନଗର ନିଗମରେ ଭୋଟଗ୍ରହଣ ଚାଲିଥିଲା । ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହୋଇଛି ।…

ଓଡ଼ିଶାରେ ନୂଆ ଇତିହାସ ; ୩୦ରୁ ୩୦ ଜିଲ୍ଲାରେ ବିଜେଡି ବିଜୟୀ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ରାଜନୀତିରେ ନୂଆ ଇତିହାସ ସୃଷ୍ଟି କଲା ବିଜେଡି। ୩୦ରୁ ୩୦ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କଲା ଦଳ। ୭୦ ପ୍ରତିଶତ ଜିଲ୍ଲାରେ ମହିଳା ଅଧ୍ୟକ୍ଷା ହୋଇଛନ୍ତି। ରାଜ୍ୟର ସବୁ ଜିଲ୍ଲାରେ ଗୋଟିଏ ଦଳ ଜିଲ୍ଲା ପରିଷଦ ଗଠନ କରିବା ପ୍ରଥମ। କେବଳ ସେତିକି ନୁହଁ ଯୁବ,…

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ୩୧୪ ବ୍ଲକରେ ପଡିବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍):ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି…

ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି

କେନ୍ୟୁଜ୍(ବ୍ୟୁରୋ): ଉତ୍ତରାଖଣ୍ଡ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ଥିଲା ୩୬ । ବିଜେପି ୪୮ ଆସନରେ ବିଜୟୀ ହୋଇଛି । କଂଗ୍ରେସକୁ ୧୮, ବିଏସପି ୨ ଓ ଅନ୍ୟାନ୍ୟ ୨ଟି ସିଟ୍‌ ପାଇଛନ୍ତି ।  ସେହିପରି ୬୦ ଆସନ…

ପଡ଼ିଲାନି ନୋଟ୍‌ବନ୍ଦୀ ପ୍ରଭାବ: ନିର୍ବାଚନ ବେଳେ ଜବତ ହୋଇଛି ୧୯୧୮ କୋଟି ନଗଦ ଟଙ୍କା, ଡ୍ରଗ୍ସ ଓ ମଦ

ନୋଟ୍‌ ବନ୍ଦୀ ବେଳେ ସରକାର ଦାବି କରିଥିଲେ ଯେ ଦେଶରେ ନଗଦ ଟଙ୍କା ଖୁବ୍‌ କମ୍‌ ମିଳିଛି। ଏହା ଦ୍ୱାରା ଖାସ୍‌ କରି ନିର୍ବାଚନ ବେଳେ ନଗଦ କାରବାର କମିଯିବ। କିନ୍ତୁ ଏବେ ୫ ବର୍ଷ ପରେ ସ୍ଥିତି ପୂରା ଅଲଗା ରହିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି- ଉତ୍ତର ପ୍ରଦେଶ,…

ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌: ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ୨୫ରେ ଉପାଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର(କେନ୍ଯୁଜ୍): ଲାଗୁ ହେବ ଦଳବଦଳ ନିରୋଧି ଆଇନ୍‌ । ଜିଲ୍ଲା ପରିଷଦ ସଭାପତି, ଉପ ସଭାପତି, ବ୍ଳକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ପଦବୀ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସବିଶେଷ ସୂଚୀ ପ୍ରକାଶ କରିଛନ୍ତି । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନରେ…

ରୋଜଗାରର ବାଟ ଖୋଲିଛି ପଞ୍ଚାୟତ ନିର୍ବାଚନ, ପରିବାରର ପେଟକୁ ଦାନା ଯୋଗାଇ ପାରୁଛନ୍ତି ଏମାନେ

ଭଞ୍ଜନଗର (କେନ୍ୟୁଜ୍‌) : କରୋନା କଟକଣା ଯାହା ଛଡ଼େଇ ନେଇଥିଲା, ପଞ୍ଚାୟତ ନିର୍ବାଚନର ପ୍ରଚାର କାର୍ଯ୍ୟ ଏବେ ତାହା ଭରଣା କଲା। ହାତକୁ କାମ ମିଳିଲା ଆଉ କିଛି ରୋଜଗାର ବି ହେଲା । ଭଲରେ ଚଳିଲେ ଅଭାବୀ ପରିବାର। ଏବେ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପ୍ରଚାର କାର୍ଯ୍ୟରେ କାମ କରୁଥିବା ଚିତ୍ରକର,…

ଆସନ୍ତାକାଲି ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ, କିଏ ପିନ୍ଧିବ ରାଜମୁକୁଟ

ନୂଆଦିଲ୍ଲୀ : କିଏ ପିନ୍ଧିବ ରାଜମୁକୁଟ । କାହାର ହେବ ଉତ୍ତରାଖଣ୍ଡ ? ଗୋଆରେ କିଏ ଜିଣିବ ବାଜି ? ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ । ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ଉତ୍ତରାଖଣ୍ଡରେ ବିଜେପିକୁ…

ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା: ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର

ବ୍ରହ୍ମଗିରି(କେନ୍ଯୁଜ୍): ବ୍ରହ୍ମଗିରିରେ ପ୍ରାକ୍‌ ନିର୍ବାଚନୀ ହିଂସା । ଦୁଇ ରାଜନୈତିକ ଦଳ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଥିବା ସୂଚନା । ବ୍ରହ୍ମଗିରି ବ୍ଳକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ସଂଘର୍ଷ । ସମସ୍ତ ଗୁରୁତର ଗୋଟିଏ ଦଳର ହୋଇଥିବା ସୂଚନା…

ପଞ୍ଜାବ ନିର୍ବାଚନ ପୂର୍ବରୁ ଜେଲରୁ ବାହାରକୁ ଆସିବେ ଗୁର୍‌ମିତ ରାମ ରହିମ୍‌; ମିଳିଲା ୩ ସପ୍ତାହର ଛୁଟି

ପଞ୍ଜାବ ନିର୍ବାଚନ ୨୦୨୨ ପୂର୍ବରୁ ଡେରା ସଚ୍ଚା ସୌଦା ମୁଖ୍ୟ ଗୁର୍‌ମିତ ରାମ ରହିମ୍‌ ଜେଲରୁ ବାହାରକୁ ଆସୁଛନ୍ତି। ତାଙ୍କର ଦୁଇ ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ବର୍ତ୍ତମାନ ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଥିବା ରାମ ରହିମଙ୍କୁ ତିନି ସପ୍ତାହର ଛୁଟି (ଫର୍ଲୋ) ଦିଆଯାଇଛି। ଜେଲର ଜଣେ…

ଓଡିଶାର ସର୍ବ କନିଷ୍ଠ ସମିତି ସଭ୍ୟ ପ୍ରାର୍ଥୀ: ମାତ୍ର ୨୧ ବର୍ଷରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି

ସାଲେପୁର(କେନ୍ୟୁଜ୍): ବୟସ ମାତ୍ର ୨୧ ବର୍ଷ ୬ ମାସ। ପ୍ରାର୍ଥୀ ସମିତି ସଭ୍ୟ। କେବଳ ପୁସିଂ କାର୍ଡ ଓ ବ୍ୟାନରରେ କରୁଛନ୍ତି ପ୍ରଚାର। କେବଳ ହାତଲେଖା ଦୁଇ ଫର୍ଦ କାଗକ ନେଇ ସାଙ୍ଗ ସାଥୀଙ୍କ ସହ ଲୋକଙ୍କ ପାଖକୁ ଯାଉଛନ୍ତି। ଏଭଳି  ଜଣେ ପ୍ରାର୍ଥୀଙ୍କ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର…

ରାଜନୀତି ରଣାଙ୍ଗନରେ ମାହାଙ୍ଗାର ଏହି ଦମ୍ପତି, ସ୍ତ୍ରୀ ଜିଲ୍ଲା ପାରିଷଦ ସ୍ବାମୀ ସମିତସଭ୍ୟ ପ୍ରାର୍ଥୀ ଭାବେ କରୁଛନ୍ତି…

ମାହାଙ୍ଗା(କେନ୍ୟୁଜ୍): ସବୁ ଆଡେ ଏବେ ପଞ୍ଚାୟତ ରାଜନୀତି ସରଗରମ । ନିଜ ନିଜ ସମର୍ଥକମାନଙ୍କୁ ନେଇ କଟକଣା ଭିତରେ ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସ୍ବାମୀ ଓ ସ୍ତ୍ରୀ ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।…