Browsing Tag

electric

ବିନା ତାରରେ ଘରେ ପହଞ୍ଚିବ ବିଜୁଳି, ୱାଇଫାଇ ଭଳି କରିବ କାମ

ବିନା ତାରରେ ଘରେ ପହଞ୍ଚିବ ବିଜୁଳି । ୱାଇଫାଇ ଭଳି କରିବ କାମ । ସହଜରେ ଚାର୍ଜ ହେବ ଫୋନ ଓ ଗାଡ଼ି । ଅପହଞ୍ଚ ଇଲାକାରେ ବି ମିଳିବ ବିଜୁଳି । ବିନା ତାରରେ ବିଜୁଳି କେମିତି ଆସିବ । ଏମିତି କିଛି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । କିନ୍ତୁ ୨୦୩୦ ସୁଦ୍ଧା ଏସବୁ ସମ୍ଭବ ହେବାକୁ ଯାଉଛି ।…

ସଙ୍କଟାପନ୍ନ ବିଦ୍ୟୁତ ତାର ତଳେ ଗାଁର ଛଅ ପରିବାର, କେତେବେଳେ ଅଘଟଣ ଘଟିବ କହିହେବନି

କୁଚିଣ୍ଡା: ଛାତର ଏକ ଫୁଟ ଉପରେ ଯାଇଛି ଇଲେଭେନ କେଭି ବିଦ୍ୟୁତ ତାର । ଛାତକୁ ଯିବାକୁ ଭୟ କରୁଛନ୍ତି ପରିବାର । ଆଉ ଅଦିନରେ କାଳ ବୈଶାଖୀ ହେଉଥିବାରୁ ଘର ଲୋକଙ୍କ ମୁଣ୍ଡରେ ଘାରିଛି ଚିନ୍ତା । ପିଲା ଛୁଆ ନେଇ ଘରେ ରହୁଛନ୍ତି । କାଳେ କେତେବେଳେ ଅଘଟଣ ଘଟିବ କହିହେବନି । ସବୁଠାରୁ ବଡ଼ କଥା…

ଭୁବନେଶ୍ବରରେ ରହି ଦୁଇ ବର୍ଷ ହେଲା ବିଜୁଳିରୁ ବଞ୍ଚିତ ଗୋଟିଏ ଦୁଃଖୀ ପରିବାର

ମାଆ, ଆମ ଘରକୁ କେବେ ଲାଇନ୍ ଆସିବ? କଣ ଆମେ ଏମିତି ଅନ୍ଧାରରେ ଥିବା ? ଆମେ ପରା ଭୁବନେଶ୍ବରରେ ଅଛୁ ? ଆମେ ଆଉ କେତେ ଦିନ ଏମିତି ମହମବତୀ ଆଲୁଅରେ ଅନ୍ଧାରରେ ବଞ୍ଚୁଥିବା ? ମହମବତୀ ଆଲୁଅରେ ବହି ଅକ୍ଷର ଦେଖା ଯାଉନି କି ପାଠ ପଢି ହେଉନି l ଆଗକୁ ମୋର ନାଚ ପ୍ରୋଗ୍ରାମ ଅଛି, କେମିତି ପ୍ରାକ୍ଟିସ…

୨୦୨୫-୨୬ ଆର୍ଥିକବର୍ଷ ପାଇଁ ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ, ଘୋଷଣା କରିବ OERC

ଭୁବନେଶ୍ୱର : ଆଜି ଆସିବ ନୂଆ ବିଦ୍ୟୁତ ଟାରିଫ । ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଟାରିଫ ଜାରି କରିବ OERC । ବିଦ୍ୟୁତ କମ୍ପାନୀମାନଙ୍କ ସହ ଆଲୋଚନା ପରେ ଆସିବ ନୂଆ ଟାରିଫ । ଆଜି ଅପରାହ୍ଣ ୪ଟାରେ ଘୋଷଣା କରିବ OERC । ଅନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ବୋର୍ଡର ଉପନିର୍ଦ୍ଦେଶକ  ।

Activa Electric ପରେ Honda ଲଞ୍ଚ କରିବ ୧୦ ଟି ନୂଆ ଇଲେକ୍ଟ୍ରିକ୍ ଗାଡ଼ି, ଭାରତ ହେବ EV ମ୍ୟାନୁଫାକ୍ଚରିଙ୍ଗର ହବ୍

ଭାରତୀୟ ବଜାରରେ Activa Electric ଲଞ୍ଚ କରିବା ସହିତ Honda EV ଟୁ-ହୁଇଲର ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଗତ ମାସରେ ଅଟୋ ଏକ୍ସପୋ ୨୦୨୫ ରେ ଦୁଇଟି ନୂଆ ଟୁ-ହୁଇଲର ଲଞ୍ଚ କରିଛି । Honda Activa Electric ଲଞ୍ଚ ହେବା ସହିତ QC1 କୁ ମଧ୍ୟ ମାର୍କେଟକୁ ଅଣାଯାଇଥିଲା । ଏକ ରିପୋର୍ଟ…

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, କିନ୍ତୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ

କୋରାପୁଟ ଲମତାପୁଟ ନନ୍ଦପୁର ଥାନା ଅଧୀନ ଗେରୁପୁଟ ଗାଁର ସ୍ବାମୀ ବଳରାମ ଗାଲେଲ୍ ଓ ସ୍ତ୍ରୀ ବଲା ଗାଲେଲ୍ । ନନ୍ଦପୁର ହାଟ ପଦା ନିକଟରେ ଚା ଦୋକାନ କରି ଲୋକଙ୍କୁ ଚା’ ପିଆନ୍ତି । ଗତ କାଲି ସନ୍ଧ୍ୟାରେ ବି ଦୋକାନ ଖୋଲି ଚା’ ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଜାଳେଣି…

ବିଦ୍ୟୁତ୍ ବିଲ ପଇଠ କରି ପାଇଲେ ଉପହାର, ନିଆରା ପ୍ରୟାସରେ ସମସ୍ତେ ଖୁସି

ବିଦ୍ୟୁତ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ TPWODL ତରଫରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯେଉଁ ମାନଙ୍କ ବକେୟା ନାହିଁ ଏବଂ ପ୍ରତ୍ୟେକ ମାସରେ ନିୟମିତ ବିଦ୍ୟୁତ ବିଲ୍ ଦେଉଛନ୍ତି ସେମାନଙ୍କୁ ଖୁଲ ଯା ସିମ୍ ସିମ୍ ଢଙ୍ଗରେ ଅର୍ଥାତ ଲକି କୁପନ ଉଠାଣ ମାଧ୍ୟମରେ ପୁରସ୍କାର ଦେଇ ସମ୍ମାନିତ…

ଭାରତରେ BYD eMax 7 ଇଲେକ୍ଟ୍ରିକ୍‌ MPV ର ବୁକିଂ ଆରମ୍ଭ , ଜାଣନ୍ତୁ ବିଶେଷ ଅଫର

BYD eMax 7 ଇଲେକ୍ଟ୍ରିକ୍‌ MPV ର ବୁକିଂ ଆରମ୍ଭ ହୋଇଛି । ଆଗ୍ରହୀ ଗ୍ରାହକମାନେ ଦେଶରେ ଉପସ୍ଥିତ ଥିବା କୌଣସି ଡିଲରସିପରେ ଟୋକେନ ପରିମାଣର ୫୧,୦୦୦ ଟଙ୍କା ସହିତ ଆଗାମୀ MPV ବୁକ୍‌ କରିପାରିବେ । ଆଗାମୀ ଇଲେକ୍ଟ୍ରିକ୍‌ କାର୍‌ ପାଇଁ ସେମାନଙ୍କର ଅଫିସିଆଲ ୱେବସାଇଟ୍‌ରେ ଅନୁସନ୍ଧାନ…

ଦମଦାର ରହିଛି MGର ଇଲେକ୍ଟ୍ରିକ୍‌ ସ୍ପୋଟର୍ସ କାର, ଫୁଲ ଚାର୍ଜରେ ଦେବ ୫୭୦ କିମିର ରେଞ୍ଜ

MG Cyberster ହେଉଛି ଏକ ଇଲେକ୍ଟ୍ରିକ୍ ସ୍ପୋର୍ଟସ୍ କାର୍ ଯାହାକୁ MG ମୋଟର ଡେଭଲପ୍‌ କରିଛି । ଏହା ହାଇ ପରଫର୍ମାନ୍ସ ଇଲେକ୍ଟ୍ରିକ୍‌ ଇଭି, ଯାହା ଯୁବପିଢ଼ିଙ୍କୁ ଧ୍ୟାନରେ ରଖି ଖାସ୍‌ ଭାବେ ଡିଜାଇନ୍‌ କରାଯାଇଛି । ଏହି କାର ଭାରତରେ ଆସିବା ପରେ ହଇଚଇ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।…

ଭକ୍ତଙ୍କ ପାଇଁ ଆସିଥିଲା ୩୫ଟି ଇ-ବସ୍, କିନ୍ତୁ ଚାର୍ଜିଙ୍ଗ ଷ୍ଟେସନ ନଥିବାରୁ ଅଦରକାରୀ ହୋଇପଡିଛି

ପୁରୀ: ଅଦରକାରୀ ହୋଇ ପଡ଼ିରହିଛି ୩୫ଟି ଇ ବସ୍ । ଭକ୍ତଙ୍କ ସେବାରେ ଲାଗୁନି ଏହି ବ୍ୟାଟେରୀ ଚାଳିତ ବସ୍ । ପରିକ୍ରମା ପ୍ରକଳ୍ପ ସମୟରେ ଶ୍ରୀକ୍ଷେତ୍ର ଆସିଥିବା ଏହି ୩୫ ବସ୍ ଏବେ ସମଙ୍ଗ ପାର୍କିଂ ସ୍ଥଳରେ ଅଲୋଡା ହୋଇ ପଡିରହିଛି । ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ପାଇଁ ଉଦିଷ୍ଟ ଏହି ବସ…

ବିପଦପୂର୍ଣ୍ଣ ହୋଇପାରେ କାଠ ସ୍ୱିଚ୍‌ ବୋର୍ଡ, କିଣିବା ପୂର୍ବରୁ ଧ୍ୟାନ ରଖନ୍ତୁ ଏହି ଜିନିଷ

କିଛି ବର୍ଷ ପୂର୍ବରୁ ଲୋକମାନେ ଘରେ କାଠ ସୁଇଚ୍ ବୋର୍ଡ ବ୍ୟବହାର କରୁଥିଲେ, ଏଗୁଡିକ ବଜାରରେ ସହଜରେ ଉପଲବ୍ଧ ଥିଲା ଏବଂ ଏହାର ବେସ୍‌ କାଠରେ ତିଆରି ହୋଇଥିଲା । ଆଜି ବି ଏହି ସ୍ୱିଚ୍ ବୋର୍ଡଗୁଡିକ ଅନେକ ଘରେ ଦେଖିବାକୁ ମିଳୁଛି । କିନ୍ତୁ ଏଗୁଡିକ ବ୍ୟବହାର କରିବା ନିରାପଦ ନୁହେଁ । ଯଦି ଆପଣ…

ମାର୍କେଟକୁ ଆସିଲା ଇଲେକ୍ଟ୍ରିକ୍‌ ଚାମଚ୍‌, ଏବେ ଖାଦ୍ୟରେ ଦରକାର ହେବନି ଲୁଣ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କହିଛି ଯେ ଜଣେ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମ୍ ଲୁଣ ଖାଇବା ଉଚିତ୍ । ଏହା ଠାରୁ ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟ ପ୍ରତି ବିପଦ ଥାଏ । କିନ୍ତୁ ଅଧ୍ୟୟନରୁ ଜଣାପଡିଛି ଯେ ଭାରତ ସମେତ ଅନେକ ଦେଶରେ ଖାଦ୍ୟରେ ଅତ୍ୟଧିକ ଲୁଣ ସେବନ କରନ୍ତି । ଜାପାନ ମଧ୍ୟ ଏଥିରୁ…