Browsing Tag

electric bike

ସ୍ୱଦେଶୀ ଇଲେକ୍ଟ୍ରିକ୍‌ ବାଇକ୍‌କୁ ଦୁଇ ମାସରେ ମିଳିଛି ୧ ଲକ୍ଷରୁ ଅଧିକ ବୁକିଂ, ଲୋକେ ଭରିଛନ୍ତି ୧,୦୦୦ କୋଟି ଟଙ୍କା;…

ପେଟ୍ରୋଲ, ଡିଜେଲର ଦାମ୍‌ ବୃଦ୍ଧି ଏବଂ ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ଏବେ ଲୋକଙ୍କ ଆକର୍ଷଣ ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକ ପ୍ରତି ବଢ଼ୁଛି। ଆଗାମୀ ଭବିଷ୍ୟତରେ ଏହି ଇଲେକ୍ଟ୍ରିକ୍‌ ଗାଡ଼ି ହିଁ ରହିବ ଏବଂ ଏଥିପାଇଁ ଅନେକ କମ୍ପାନୀ ନିଜର ବିସ୍ତାର ଦିଗରେ କାର୍ଯ୍ୟ କରୁଛନ୍ତି। ନିକଟରେ କିଛି…

Revolt RV 400 ଦେଶର ୬୪ ନୂଆ ସହରରେ ହେବ ଲଞ୍ଚ୍‌, ଜାଣନ୍ତୁ କେବେଠୁ ବୁକ୍‌ କରିପାରିବେ ଏହି ସୁନ୍ଦର ଇଲେକ୍ଟ୍ରିକ୍‌…

Revolt Motors ଖୁବ୍‌ ଜଲ୍‌ଦି ଭାରତୀୟ ବଜାରରେ ନିଜର RV 400 ଇଲେକ୍ଟ୍ରିକ୍‌ ବାଇକ୍‌ ପ୍ରବେଶ କରେଇବାକୁ ପ୍ରସ୍ତୁତି ଚଳାଇଛି। EV ନିର୍ମାତା RV 400ର ଖୁଚୁରା ପଏଣ୍ଟ ତାଲିକାରେ ୬୪ଟି ନୂଆ ସହର ଯୋଡ଼ିବାକୁ ଯୋଜନା କରିଛି। ରେକର୍ଡ ପାଇଁ ବାଇକ୍‌ ବର୍ତ୍ତମାନ କେବଳ ୬ ଭାରତୀୟ ସହରରେ ଉପଲବ୍ଧ…

ଆସିଲା ଗୋଟିଏ ଚକ ଥିବା ଇଲେକ୍ଟ୍ରିକ୍‌ ବାଇକ୍‌, ଥରେ ଚାର୍ଜରେ ୧୦୦ କିମି କରିପାରିବ ଯାତ୍ରା

ଆଜିକାଲି ଇଲେକ୍ଟ୍ରିକ୍‌ କାର୍‌ ଏବଂ ବାଇକ୍‌ ଉପରେ ଅଧିକ ଫୋକସ୍‌ କରାଯାଉଛି। ଚୀନର ଇ-କମର୍ସ କମ୍ପାନୀ ‘ଅଲୀବାବା’ ଏବେ ଏକ ୟୁନିକ୍‌ ଡିଜାଇନର ଇଲେକ୍ଟ୍ରିକ୍‌ ବାଇକ୍‌କୁ ବଜାର ପ୍ରବେଶ କରାଇଛି, ଯେଉଁଥିରେ କେବଳ ଗୋଟିଏ ଚକ ଦିଆଯାଇଛି। ଥରେ ଚାର୍ଜ ହେଲେ ଏହି ବାଇକ୍‌ ୧୦୦ କିମି ଯାତ୍ରା…

ମାତ୍ର ୭ ଟଙ୍କାରେ ୧୦୦ କିମି ଚାଲିବ ଏହି ବାଇକ୍‌, ଦାମ୍‌ ୫୦ ହଜାର ଫିଚର୍ସ ଦମଦାର

ପ୍ରତିଦିନ ବଢୁଥିବା ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ଆପଣ ଚିନ୍ତିତ ଅଛନ୍ତି କି? ଖାସ୍‌ ଏଥିପାଇଁ ଏବେ ଲୋକଙ୍କ ଭିତରେ ଇଲେକ୍ଟ୍ରିକ୍ ବାଇକ୍ ଓ ସ୍କୁଟିର ଚାହିଦା ବଢିବାରେ ଲାଗିଛି। ଏବେ ଏମିତି ଏକ ବାଇକ୍‌ ଆସିଛି, ଯାହାକି ମାତ୍ର ୭ ରୁ ୧୦ ଟଙ୍କା ଖର୍ଚ୍ଚରେ ୧୦୦ କିଲୋମିଟର ପର୍ଯ୍ୟନ୍ତ…

ଚିତା ଠାରୁ ବି ଦ୍ରୁତ ବେଗରେ ଚାଲୁଛି ଏହି ବାଇକ, ଥରେ ଚାର୍ଜ ହେଲେ ଚାଲିବ ୩୯୪ କିମି

ଇଲେକ୍ଟ୍ରିକ ଯାନବାହନର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି ।  ନିକଟରେ ହିଁ ଭାରତୀୟ ବଜାରରେ ବଜାଯ ଚେତକ ଓ ଟିଭିଏସ କମ୍ପାନୀ ନିଜ ନିଜ ଇଲେକ୍ଟ୍ରିକ ସ୍କୁଟରକୁ ଲଞ୍ଚ କରିଥିଲେ ।  ଏବେ ୟୁକ୍ରେନର ଏକ ଇଲେକ୍ଟ୍ରିକ ବାଇକ ନିର୍ମାତା କମ୍ପାନୀ ଡେଲଫାଷ୍ଟ ଏକ ଇ-ବାଇକ ରେଞ୍ଜକୁ ବିଶ୍ୱ…

ଆଉଦେବାକୁ ହେବନି ଇଲେକ୍ଟ୍ରି ଯାନବାହନର ରେଜିଷ୍ଟ୍ରେସନ ଫି, ପରିବହନ ବିଭାଗ ଦେଲା ପ୍ରସ୍ତାବ

ନୂଆଦିଲ୍ଲୀ : ଇଲେକ୍ଟ୍ରି ଯାନବାହନ କିଣିବାକୁ ଯୋଜନା କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଖୁସି ଖବର ! କାରଣ ଭାରତ ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଇଲେକ୍ଟ୍ରି କାର ଓ ବାଇକକୁ ଲୋକପ୍ରିୟ କରିବା ଲକ୍ଷ୍ଯରେ ରେଜିଷ୍ଟ୍ରେସନ ଓ ରି-ରେଜିଷ୍ଟ୍ରେସନ ଫିକୁ ନିଃଶୁଳ୍କ କରିବା ପାଇଁ ପ୍ରସ୍ତାବ ଦେଇଛି।…

କାର ଭଳି ଦେଖାଯାଉଥିବା ଇଲେକଟ୍ରିକ୍‌ ବାଇକ୍‌ ‘କୁବୋ’ ଭାରତରେ ହେବ ଲଞ୍ଚ, ମୂଲ୍ୟ ମାତ୍ର …

ନୂଆଦିଲ୍ଲୀ : ଆମେରିକୀୟ କମ୍ପାନୀ ଲିଟ ମୋଟର୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଇଲେକଟ୍ରିକ୍‌ ସ୍କୁଟର ‘କୁବୋ’ ଖୁବ ଶୀଘ୍ର ଭାରତରେ ହେବାକୁ ଯାଉଛି ଲଞ୍ଚ। ଏହି ସ୍କୁଟର ଦେଖିବାକୁ ଏକ ମିନି କାର ସଦୃଶ। ତେବେ ଏହାକୁ ସାଧାରଣ ମଧ୍ୟବୀତ ପରିବାରର ପକେଟକୁ ନଜରେ ରଖି ପ୍ରସ୍ତୁତ କରାଯାଇଛି। କାରଣ…

ସ୍ମାର୍ଟ ଫୋନ ଓ ସ୍ମାର୍ଟ ଝାଡୁ ପରେ ଏବେ ସାଓମୀ ଆଣୁଛି ସ୍ମାର୍ଟ ବାଇସାଇକେଲ, ଜାଣନ୍ତୁ କଣ ରହିଛି ଫିଚର୍ସ

ସ୍ମାର୍ଟ ମୋବାଇଲ ଓ ସ୍ମାର୍ଟ ଝାଡୁ ମାର୍କେଟକୁ ଛାଡିବା ପରେ ଖୁବ ଶୀଘ୍ର ବଜାରକୁ ସ୍ମାର୍ଟ ବାଇସାଇକେଲ ଆଣିବାକୁ ଯାଉଛି ସାଓମୀ । ଯାହା ବାଇକ ଠାରୁ କମ ଦାମରେ ମିଳିପାରିବ ।  ଏହି ଇଲେକ୍ଟ୍ରି ସ୍ମାର୍ଟ ବାଇସାଇକେଲ ଗ୍ରାହଙ୍କ ପ୍ରଥମ ପସନ୍ଦ ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଆଉ ଏହାର…

ଘରେ ଥିବା ପୁରୁଣା ବାଇକର ଏକ୍ସଚେଞ୍ଜରେ କିଣନ୍ତୁ HEROର ଏହି ଇଲେକଟ୍ରିକ୍ ବାଇକ୍, ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ : ହିରୋ ଇଲେକଟ୍ରିକ୍ ବାଇକ୍ ଗ୍ରାହକଙ୍କ ପାଇଁ ଆଣିଛି ଶାନଦାର ଅଫର। କମ୍ପାନି ତରଫରୁ କୌଣସି ମଧ୍ୟ ପେଟ୍ରୋଲ ଯୁକ୍ତ ଦୁଇ ଚକିଆ ଯାନର ବଦଳରେ ଗ୍ରାହକଙ୍କୁ ୬ହଜାର ଟଙ୍କାର ଅତିରିକ୍ତ ଲାଭ ମିଳିବ। କମ୍ପାନି ଏହି ଅଫର ଇଲେକଟ୍ରିକ୍ ଦୁଇଚକିଆ ଯାନର ବିକ୍ରି ବଢ଼ାଇବା ପାଇଁ କରିଛି।…