Browsing Tag

electric death

ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ୧୧ କେଭି ତାର ; ଚାଲିଗଲା ୪ ଜୀବନ, ଜଣେ ଗୁରୁତର

ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପୋଡ଼ିଯାଇଛନ୍ତି । କରେଣ୍ଟ ଆଘାତରେ ୫ ଜଣଙ୍କ ମଧ୍ୟରୁ ୪ ଜଣଙ୍କ…

କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଓଡ଼ିଆ ଶ୍ରମିକ

ବେଙ୍ଗାଲୁରୁ: ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ । କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ । ବିଦ୍ୟୁତ ସଂସ୍ପର୍ଶରେ ଆସି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କାହିଁକି ନଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରବାସୀ ଓଡ଼ିଆ ସଂଗଠକ ତଥା ସମ୍ପର୍କୀୟ । ତେବେ…

ଫୁଲ ତୋଳୁ ତୋଳୁ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ଅଭିଯୋଗ

ନୀଳଗିରି: ସବୁଦିନ ପରି ଆଜି ବି ଫୁଲ ତୋଳିବାକୁ ଯାଇଥିଲେ ତାପସ । ଫୁଲ ତୋଳି ମନ୍ଦିରକୁ ଦିଅନ୍ତି । କିନ୍ତୁ ଆଜି ସକାଳୁ ଯେମିତି ମୃତ୍ୟୁ ତାଙ୍କୁ ଅନେଇ ବସିଥିଲା । ଫୁଲ ତୋଳୁ ତୋଳୁ ହଠାତ କରେଣ୍ଟ ଲାଗି ତାପସଙ୍କ ଜୀବନ ଯାଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । ପୁଅକୁ ହରାଇ ବାହୁନି…

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ, ପାଣି ମଟର ଖୋଲୁଥିବା ସମୟରେ ଅଘଟଣ

ପୋଲସରା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ବେତାରସିଂ ଗ୍ରାମର ନୁଆଁସାହିରେ ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି  ।  ମୃତ ଯୁବକ ଜଣକ ବାବୁଲି ଜେନାଙ୍କ ବଡ଼ପୁଅ ଆଶୀର୍ବାଦ ଜେନା ।  ଆଶୀର୍ବାଦ ନିଜ ନିର୍ମାଣଧିନ ଘରେ ଲାଗିଥିବା ପାଣି ମଟର ଖୋଲୁଥିବା ସମୟରେ ଅସାବଧାନତା…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଚାଷୀ ମୃତ, ଚାଷଜମିକୁ ମୋଟର ସାହାଯ୍ୟରେ ପାଣି ମଡାଉଥିଲେ

କଳାହାଣ୍ଡି : ଚାଷ ଜମିରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଚାଷୀଙ୍କ ମୃତ୍ୟୁ  l  ମୃତକ ଦୁଇ ଚାଷୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ଗାଁର ଚାଷୀ ଧନୁର୍ଯ୍ୟ ମଶ୍ରା  ଓ କଛାରପଡା ଗ୍ରାମର ଅନିରୁଦ୍ଧ ନାଏକ l ସେମାନେ ସମ୍ପର୍କରେ ଶଳା ଭେଣେଇ ବୋଲି…

ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ, ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ

ଆନନ୍ଦପୁର : ଏମିତି ସାଙ୍ଗ ଜଗତେ ନାହିଁ ।  ସାଙ୍ଗକୁ ବଞ୍ଚାଇବାକୁ ଯାଇ ସାଙ୍ଗ ମୃତ ।  କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବଡ଼ପଦନା ଗାଁରେ ଅଘଟଣ ଘଟିଛି । ମୃତକ ହେଲେ ଶୁଭମ ସାହୁ ।  ପଦନା ଗାଁର ଶୁଭମ ଓ ମାନସ ଅନ୍ଧାରୀ ଗାଁର ଅନ୍ୟଜଣେ ସାଙ୍ଗ ଘରକୁ ଜନ୍ମଦିନ ଭୋଜି ଖାଇବାକୁ ଯାଇଥିଲେ ।…

ବିଦ୍ୟୁତ ଆଘାତରେ ବର୍ଷକର ଶିଶୁ ମୃତ

କାମାକ୍ଷାନଗର : ମହାବିରୋଡ଼ ଥାନା ବାମ ପଞ୍ଚାୟତ ହନୁମନ୍ତିଆ ସାହିରେ ଅଘଟଣ   l ବିଦ୍ୟୁତ ଆଘାତରେ ଚାଲିଗଲା ବର୍ଷକର ଶିଶୁର ଜୀବନ  l ସୂଚନା ଅନୁସାରେ ହନୁମନ୍ତିଆ ସାହିର ପୁର୍ଣ୍ଣ ସାଇଆଁଙ୍କ ବର୍ଷକର ଶିଶୁଟି ଘରେ ଖେଳୁଥିବା ବେଳେ ଏକ ବିଦ୍ୟୁତ ବୋର୍ଡ ସଂସ୍ପର୍ଶରେ ଆସିଥିଲା  l  ଘରେ କେହି…

ବିଦ୍ୟୁତ ଆଘାତରେ ଛାତ୍ରଙ୍କ ମୃତ୍ୟୁ

ବାସୁଦେବପୁର : ବିଦ୍ୟୁତ ଆଘାତରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ଗାଁରେ ଘଟିଛି ଏହି ଅଘଟଣ । ମୃତକ ସେହି ଗ୍ରାମର ରାଜେଶ ମହାଳିକଙ୍କ ପୁଅ ରଶ୍ମିରଂଜନ ମହାଳିକ । ନିଜ ବାଡ଼ିରେ ପରିବା ଗଛରେ ପାଣିଦେବା ପାଇଁ ମୋଟର ଲଗାଉଥିବା ବେଳେ ବିଦ୍ୟୁତ…

୧୧ କେଭି ବିଦ୍ୟୁତ ଆଘାତ ଲାଗି ମିସ୍ତ୍ରୀ ମୃତ, ଘର ମାଲିକଙ୍କୁ ଦାୟୀ କଲେ ମୃତକଙ୍କ ପରିବାର

ଆନନ୍ଦପୁର: ୨ ମହଲା ଘର ଛାତ ପକାଇବା ପାଇଁ ସଟ୍ରିଂ କରିବାକୁ ଚାଲିଥିଲା ମାପଚୁପ, ଘର ଉପରେ ଯାଇଥିବା ୧୧ କେଭି ବିଦ୍ଯୁତ୍ ତାର ସଂସ୍ପର୍ଶରେ ଆସି ସଟ୍ରିଂ ମିସ୍ତ୍ରୀ ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ଆନନ୍ଦପୁର ଥାନା ଅଧିନ ଫକୀରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ନିକଟରେ ନିର୍ମାଣାଧିନ ଏକ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ ହନ୍ତାଳପୁଟ ଗ୍ରାମର ସନା ଦଳେଇ । ଅନକାଡେ଼ଲି ସ୍ଥିତ ଜୋଇଁଙ୍କ ନୂତନ ଘର ନିର୍ମାଣ କରୁଥିଲେ ସୋନା  l ସନ୍ଧ୍ୟାରେ କାର୍ଯ୍ୟ ସାରି ଗୋଡ଼ ହାତ ଧୋଇ ବାହାରେ ପଡ଼ିଥିବା ଲୁହା…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗାଁ ଲୋକେ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପଦନିପାଳ ଦୈତାରିପୁର ଗାଁର ପ୍ରଶାନ୍ତ ମଳିକ(୪୬) । ପ୍ରଶାନ୍ତ ଆଜି…

ଚେକ ଡ୍ୟାମ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ

ନୂଆପଡା : ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପରକୋଟ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ l ମୃତକ ହେଲେ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ ବିମଳା ରାଉତ l ଆଜି ମଧ୍ୟାହ୍ନରେ ଦୁହେଁ ଚାଷ ଜମିକୁ ଯାଇଥିଲେ l ସେଠାରେ ଜଳବାୟୁ ପରିବର୍ତ୍ତନ…