Browsing Tag

electric death

ଚେକ ଡ୍ୟାମ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ

ନୂଆପଡା : ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନା ପରକୋଟ ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀ ମୃତ l ମୃତକ ହେଲେ ପରକୋଟ ଗାଁର ରାମେଶ୍ୱର ରାଉତ ଏବଂ ବିମଳା ରାଉତ l ଆଜି ମଧ୍ୟାହ୍ନରେ ଦୁହେଁ ଚାଷ ଜମିକୁ ଯାଇଥିଲେ l ସେଠାରେ ଜଳବାୟୁ ପରିବର୍ତ୍ତନ…

ବେଲଗୁଣ୍ଠା ଗଡିଶାପଲ୍ଲୀ ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ, ପରିବା କ୍ଷେତକୁ ଯାଇ ବିଦ୍ୟୁତ…

ଭଞ୍ଜନଗର (କେନ୍ୟୁଜ୍): ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଗଡିଶାପଲ୍ଲୀ ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଧୋବା ବିଷୋୟୀ । ପରିବା କ୍ଷେତକୁ ଯାଇଥିବା ବେଳେ ସେଠାରେ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ…

ବିଦ୍ୟୁତ ଆଘାତରେ ଚାଲିଗଲା ମା’-ପୁଅଙ୍କ ଜୀବନ

ଏକ ଅଭାବନୀୟ ଘଟଣା ଘଟିଛି ଭୋଗରାଇ ଗାଁ ରେ । ସାମାନ୍ୟ ଅସାବଧାନତା ଯୋଗୁଁ ବିଦ୍ୟୁତ ଆଘାତରେ ଚାଲିଗଲା ମା-ପୁଅଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଭୋଗରାଇ ଗାଁରେ । ଗାଁର କାର୍ତ୍ତିକ ସେଠୀ ଘର କାମ ପାଇଁ ଇଲେକ୍ଟ୍ରି କଟରରେ ଲୁହାରଡ କାଟିଲା…

ପୁଣି ଅଘଟଣ: ଭଦ୍ରକ ଭଳି କେନ୍ଦୁଝରରେ ବି ବିଜୁଳୀ ତାରରେ ଡିଜେ ଗାଡ଼ି ଲାଗି ଗଲା ଜଣଙ୍କ ଜୀବନ

କେନ୍ଦୁଝର(କେନ୍ଯୁଜ୍): ବିଜୁଳୀ ତାରରେ ଡିଜେ ଗାଡ଼ି ଲାଗି ଜଣେ ମୃତ। କେନ୍ଦୁଝର ଟାଉନ ଥାନା ଆଟୋପୋର ନିକଟରେ ପୁରୁଣା ବଜାର ପଟକୁ ଯାଉଥିବା ଏକ ବରଯାତ୍ରୀ ପ୍ରସେଶନର ଡିଜେ ଗାଡ଼ି କୌଣସି କାରଣରୁ ବିଜୁଳୀ ତାର ସଂସ୍ପର୍ଷରେ ଆସିଯାଇଥିଲା। ଫଳରେ ଡିଜେ ଗାଡିରେ ଥିବା ଜଣେ ଯୁବକ ବିଜୁଳୀ କରେଣ୍ଟ…

ମାର୍ଶାଘାଇ ବଜାରରେ ରଙ୍ଗ କାମ ଚାଲିଥିବାବେଳେ ଅଘଟଣ, ବିଦ୍ଯୁତ୍ ଆଘାତରେ ମିସ୍ତ୍ରୀ ମୃତ

ମାର୍ଶାଘାଇ(କେନ୍ୟୁଜ୍): କେନ୍ଦ୍ରାପଡା ମାର୍ଶାଘାଇ ବଜାରରେ ବିଦ୍ଯୁତ୍ ଆଘାତରେ ଯୁବକ ମୃତ। ମୃତ ଯୁବକଙ୍କ ଘର ମହାକାଳପଡ଼ା କେଆରବାଙ୍କ ଗାଁର ବନମାଳୀ ସାହୁ (୩୮) । ବନମାଳୀ ଜଣେ ରଙ୍ଗ ମିସ୍ତ୍ରୀ ଭାବେ କାମ କରନ୍ତି। ମାର୍ଶାଘାଇ ବଜାର ନିକଟରେ ରଙ୍ଗ କାମ କରୁଥିଲାବେଳେ ବିଦ୍ଯୁତ୍ ଆଘାତରେ…

ପାଣି ମୋଟର ପ୍ଲଗର ବିଦ୍ୟୁତ ସଂସ୍ପର୍ଷରେ ଆସି ଆଗେ ପୁଅ ପରେ ମା ବୁଜିଲା ଆଖି, ଗାଁରେ ଶୋକାକୂଳ ପରିବେଶ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଞ୍ଚୟତ ନଟିଆପାଳ ନାୟକ ସାହି ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ମା ଓ ପୁଅର ମୃତ୍ୟୁ । ଗାଁର ସଂଜୟ ନାୟକଙ୍କ ୪୫ ବର୍ଷୀୟ ସ୍ତ୍ରୀ ଲଷ୍ମୀମଣୀ ଓ ୧୪ ବର୍ଷର ପୁଅ ସପନ ନାୟକ ଓ ପରିବାର ଲୋକେ ମିଶି ନିଜ ବାଡ଼ିରେ ଗୋବରରେ…

ରାୟଗଡା: ବିଷମକଟକ ଠଙ୍ଗପଡା ଗାଁରେ ଅଭାବନୀୟ ଘଟଣା, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ

ରାୟଗଡା : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ଵଶୁର ଏବଂ ବୋହୂଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ବିଷମକଟକ ଠଙ୍ଗପଡା ଗାଁରେ । ଘଟଣାସ୍ଥଳରେ ହିଁ ଶ୍ଵଶୁର ଡାହାଣୀ ମାଣ୍ଡିକା ଓ ବୋହୁ ସୁମିତ୍ରା ମାଣ୍ଡିକାଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସୁମିତ୍ରା…

ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଶୋକର ଛାୟା: ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ

ଭୁବନେଶ୍ୱର: ବିଦ୍ୟୁତ ନେଲା ଗୋଟିଏ ପରିବାରର ୩ଜଣଙ୍କ ଜୀବନ । ବିଦ୍ୟୁତ ଆଘାତରେ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଏବେ ସାମ୍ନାକୁ ଆସିଛି । ଭୁବନେଶ୍ୱର ଡୁମୁଡୁମା ସ୍ଥିତ ରଘୁନାଥନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବାବେଳେ ଜଣେ ୫ ବର୍ଷର ଶିଶୁ ରହିଛି ।…

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁ ମୃତ

କେନ୍ୟୁଜ : ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୫ବର୍ଷର ଶିଶୁ ମୃତ । ଭଦ୍ରକ ଜିଲ୍ଲା ଧାମନଗର ବ୍ଳକ ହାତିଢିହ ଗାଁରେ ଅଘଟଣ । ମୃତ ଶିଶୁର ନାମ ଦିପାଞ୍ଜଳି ମଲ୍ଲିକ । ଗାଁ ର ଚକ୍ରଧର ମଲ୍ଲିକଙ୍କ ଝିଅ ଦୀପା ସକାଳେ ନିଜ ବାଡ଼ିରେ ଖେଳୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ।…

କଟକ: ପୁଣି ୧୧ କେଭି ବିଦ୍ୟୁତ୍‌ ତାର ନେଲା ଜୀବନ, ବିଦ୍ୟୁତ୍‌ ଆଘାତରେ ଆସି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ…

ମାହାଙ୍ଗା(କେନ୍ୟୁଜ୍):  ପୁଣି ବିଦ୍ୟୁତ୍‌ ତାର ନେଲା ଜୀବନ । ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କଟକ ନେମାଳ ଥାନା ଲେଣ୍ଡୁରା ଭଗବାନପୁରରେ ଘଟିଛି ଅଘଟଣ । ମୃତକ ହେଉଛନ୍ତି ଓରିକଣ୍ଟା ଇରିଗେସନ୍‌ ବିଭାଗ କର୍ମଚାରୀ ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ।…

ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରିବା ବଗିଚାରେ ଜଣେ ଓ ଲୁଗା ଶୁଖାଉଥିବା ବେଳେ ଜଣେ ମୃତ

ଯାଜପୁର ଟାଉନ(କେନ୍ଯୁଜ୍): ଯାଜପୁରରେ ଅଘଟଣ । ପୃଥକ ପୃଥକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ବିଂଝାରପୁର ଥାନା ହଳଦୀଢିହ ପଂଚାୟତ ଫଳପୁର ଗାଁରେ ମୋଟର ଲଗାଇ ପରିବା ବଗିଚାରେ ପାଣି ଦେଉଥିବା ବେଳେ ବିଦ୍ୟୁତ ଆଘାତରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି।…