Browsing Tag

electric flying car

ଚୀନ କମ୍ପାନି ଆଣିଲା Xpeng ନୂଆ ଇଲେକ୍ଟ୍ରିକ ଫ୍ଲାଇଙ୍ଗ୍‌ କାର୍‌, ଘଣ୍ଟାକୁ ବେଗ ୧୩୦ କି.ମି

ନୂଆଦିଲ୍ଲୀ : ଚୀନ ଏବେ ନୂଆ ଫ୍ଲାଇଙ୍ଗ କାର୍‌ ବଜାରକୁ ଆଣିବାକୁ ଯାଉଛି । ଚୀନ ଇଲେକ୍ଟ୍ରିକ କମ୍ପାନି Xpeng ତା’ର X2 ଇଲେକ୍ଟ୍ରିକ ଫ୍ଲାଇଙ୍ଗ କାର୍‌ ବଜାର ପ୍ରବେଶ କରାଇଛି । କମ୍ପାନିର ଚେୟାରପର୍ସନ ଏବଂ ସିଇଓ ଚୀନର ମାଇକ୍ରୋ ବ୍ଲଗିଂ େଓ୍ଵବସାଇଟରେ ଏକ ୧.୫ ମିନିଟର ଫୁଟେଜ ଜାରି କରିଛି ।…