ଚଳନ୍ତା ବ୍ୟାଟେରୀ ଗାଡ଼ିରେ ଲାଗିଲା ନିଆଁ
ସମ୍ବଲପୁର : ଚଳନ୍ତା ବ୍ୟାଟେରୀ ଗାଡ଼ିରେ ଲାଗିଲା ନିଆଁ । ସମ୍ବଲପୁର ରେଳ ଷ୍ଟେସନ ସମ୍ମୁଖରେ ଆଜି ହଠାତ୍ ଏକ ଚଳନ୍ତା ବ୍ୟାଟେରୀ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଗାଡି ଚାଳକ ଜଣକ କ୍ଷେତରାଜପୁର ଆଡକୁ ଯାଉଥିବା ସମୟରେ ଗାଡିରୁ ଧୂଆଁ ବାହାରିଥିଲା ।
ତେବେ ରାସ୍ତାରେ ଯାଉଥିବା ଲୋକେ ପାଟି…